ଗଣନା ପୁସ୍ତକ 35:15 in Oriya

ଓଡିଆ ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 35 ଗଣନା ପୁସ୍ତକ 35:15

Numbers 35:15
ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ, ବିଦେଶ ରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାଯୀବାସିନ୍ଦାମାନଙ୍କ ନିମନ୍ତେ ସହେି ଛଅ ନଗର ଆଶ୍ରଯସ୍ଥାନ ହବେ; ତହିଁରେ ଯେ ପ୍ରେତ୍ୟକକ ଜନ ଭ୍ରାନ୍ତି ରେ କୌଣସି ମନୁଷ୍ଯକୁ ବଧ କରେ, ସେ ସହେି ସ୍ଥାନକୁ ପଲାଇ ୟାଇପାରିବ।

Numbers 35:14Numbers 35Numbers 35:16

Numbers 35:15 in Other Translations

King James Version (KJV)
These six cities shall be a refuge, both for the children of Israel, and for the stranger, and for the sojourner among them: that every one that killeth any person unawares may flee thither.

American Standard Version (ASV)
For the children of Israel, and for the stranger and for the sojourner among them, shall these six cities be for refuge; that every one that killeth any person unwittingly may flee thither.

Bible in Basic English (BBE)
For the children of Israel and for the man from another country who is living among them, these six towns are to be safe places, where anyone causing the death of another through error may go in flight.

Darby English Bible (DBY)
For the children of Israel, and for the stranger, and for the sojourner among them shall these six cities be a refuge, that one who smiteth a person mortally without intent may flee thither.

Webster's Bible (WBT)
These six cities shall be a refuge, both for the children of Israel, and for the stranger, and for the sojourner among them: that every one that killeth any person unawares may flee thither.

World English Bible (WEB)
For the children of Israel, and for the stranger and for the foreigner living among them, shall these six cities be for refuge; that everyone who kills any person unwittingly may flee there.

Young's Literal Translation (YLT)
To sons of Israel, and to a sojourner, and to a settler in their midst, are these six cities for a refuge, for the fleeing thither of any one smiting a person unawares.

These
לִבְנֵ֣יlibnêleev-NAY
six
יִשְׂרָאֵ֗לyiśrāʾēlyees-ra-ALE
cities
וְלַגֵּ֤רwĕlaggērveh-la-ɡARE
shall
be
וְלַתּוֹשָׁב֙wĕlattôšābveh-la-toh-SHAHV
a
refuge,
בְּתוֹכָ֔םbĕtôkāmbeh-toh-HAHM
children
the
for
both
תִּֽהְיֶ֛ינָהtihĕyênâtee-heh-YAY-na
of
Israel,
שֵׁשׁšēšshaysh
stranger,
the
for
and
הֶֽעָרִ֥יםheʿārîmheh-ah-REEM
sojourner
the
for
and
הָאֵ֖לֶּהhāʾēlleha-A-leh
among
לְמִקְלָ֑טlĕmiqlāṭleh-meek-LAHT
them:
that
every
one
לָנ֣וּסlānûsla-NOOS
killeth
that
שָׁ֔מָּהšāmmâSHA-ma
any
person
כָּלkālkahl
unawares
מַכֵּהmakkēma-KAY
may
flee
נֶ֖פֶשׁnepešNEH-fesh
thither.
בִּשְׁגָגָֽה׃bišgāgâbeesh-ɡa-ɡA

Cross Reference

ଗଣନା ପୁସ୍ତକ 15:16
ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧିଅରେ ବିଦେଶୀ ମୂଳ ବ୍ଯକ୍ତି ନିମନ୍ତେ ଏକ ବ୍ଯବସ୍ଥା ଓ ଏକ ବିଧି ହବେ।

ଯାତ୍ରା ପୁସ୍ତକ 12:49
ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।

ଲେବୀୟ ପୁସ୍ତକ 24:22
ବିଦେଶୀ ହେଉ କି ସ୍ବଦେଶୀ ହେଉ, ସମାନଙ୍କେ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ଯବସ୍ଥା ହବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:29
ପରମେଶ୍ବର କବଳେ ଯିହୂଦୀମାନଙ୍କର ପରମେଶ୍ବର ନୁହଁନ୍ତି। ଅଣଯିହୂଦୀମାନଙ୍କର ମଧ୍ଯ ସେ ପରମେଶ୍ବର ଅଟନ୍ତି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:28
ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।