Base Word
נוּס
Short Definitionto flit, i.e., vanish away (subside, escape; causatively, chase, impel, deliver)
Long Definitionto flee, escape
Derivationa primitive root
International Phonetic Alphabetn̪uːs
IPA modnus
Syllablenûs
Dictionnoos
Diction Modnoos
Usage× abate, away, be displayed, (make to) flee (away, -ing), put to flight, × hide, lift up a standard
Part of speechv

Genesis 14:10
ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।

Genesis 14:10
ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।

Genesis 19:20
ଦେଖ ଏହି ସ୍ଥାନ ନିକଟରେ ଏକ େଛାଟ ସହର ଅଛି। ତୁମ୍ଭେ ମାେତେ ସହେି ସ୍ଥାନକୁ ଦୌଡ଼ି ୟିବାକୁ ଅନୁମତି ଦିଅ। ମୁଁ ସଠାେରେ ନିରାପଦ ରେ ବାସ କରି ପାରିବି। ତାହା ଗୋଟିଏ େଛାଟ ସହର ମାତ୍ର।

Genesis 39:12
ତା'ର ମୁନିବଙ୍କର ସ୍ତ୍ରୀ ତାଙ୍କର କୋଟ୍କୁ ଧରି ଟାଣି କହିଲେ, ମାେ ପାଖ ରେ ଶଯନ କର। କିନ୍ତୁ ଯୋଷଫେ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା'ର ହାତ ରେ ତାହାର କୋଟ୍ଟି ରହିଗଲା।

Genesis 39:13
ସ୍ତ୍ରୀ ଲୋକଟି ଦେଖିଲା ତା ହାତ ରେ ଯୋଷଫେର କୋଟ୍ ରହିଗଲା ଏବଂ ସେ ଦୌଡ଼ି ପଳାଇଲା।

Genesis 39:15
ମାରେ ବଡ଼ ପାଟି ରେ ଡ଼ାକିବାର ଶୁଣି ସେ ତା'ର କୋଟ୍ ମାେ ପାଖ ରେ ଛାଡ଼ି ଦୌଡ଼ି ପଳାଇ ଆସିଲା।

Genesis 39:18
କିନ୍ତୁ ସେ ଯେତବେେଳେ ମାେ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା'ର କୋଟ୍ଟି ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।

Exodus 4:3
ଏହାପରେ ପରମେଶ୍ବର କହିଲେ, ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗି ଦିଅ।

Exodus 9:20
କେତକେ କର୍ମଚାରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞା ରେ ଧ୍ଯାନ ଦେଲେ। ସହେି ଲୋକମାନେ ସମାନଙ୍କେର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦ ରେ ରଖିଲେ।

Exodus 14:25
ରଥର ଚକଗୁଡିକ ରଥରୁ ବାହାରିୟିବାରୁ, ସମାନଙ୍କେୁ ରଥଗୁଡିକ ଆଗଇେ ନବୋକୁ ବହୁତ କଷ୍ଟ ହେଲା। ମିଶରୀଯ ଲୋକମାନେ ଚିତ୍କାର କଲେ, ଚାଲ ଏଠାରୁ ପଳାଇ ୟିବା! ସଦାପ୍ରଭୁ ଇଶ୍ରାୟେଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରୁଛନ୍ତି।

Occurences : 159

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்