Base Word
שָׁם
Short Definitionthere (transferring to time) then; often thither, or thence
Long Definitionthere, thither
Derivationa primitive particle (rather from the relative pronoun, H0834)
International Phonetic Alphabetʃɔːm
IPA modʃɑːm
Syllablešām
Dictionshawm
Diction Modshahm
Usagein it, + thence, there(-in), + there(-of, -out), + thither, + whither
Part of speechadv

Genesis 2:8
ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।

Genesis 2:10
ଗୋଟିଏ ନଦୀ ଏଦନରୁ ପ୍ରବାହିତ ହାଇେ ଉଦ୍ୟାନକୁ ଜଳ ଦିଏ। ଏହାପରେ ସହେି ନଦୀ ଚ଼ାରି ଭାଗ ରେ ବିଭକ୍ତ ହେଲା।

Genesis 2:11
ପ୍ରଥମ ନଦୀର ନାମ ପିଶାେନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚ଼ତୁପାଶର୍ବ ଦଇେ ବହିଗଲା, ଯେଉଁ ସ୍ଥାନ ରେ ସୁବର୍ଣ୍ଣ ଅଛି।

Genesis 2:12
ସହେି ଦେଶ ରେ ଚ଼ିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମଦେକମଣି ଅଛି।

Genesis 3:23
ତେଣୁ ସଦାପ୍ରଭୁ ପରମେଶ୍ବର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରି ଦେଲେ। ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହାଇେଥିଲେ, ତହିଁରେ କୃଷି କର୍ମ କରିବାକୁ ନିୟୁକ୍ତ କଲେ।

Genesis 10:14
ପଥ୍ରୋଷୀଯ, କସ୍ଲୁହୀଯ ଓ କପ୍ତୋରିଯ (ଏହି ପଲେଷ୍ଟୀୟ ଲୋକମାନେ କସ୍ଲୁହୀଯରୁ ଆସିଲେ।)

Genesis 11:2
ଲୋକମାନେ ପୂର୍ବ ଦିଗ ରେ ଭ୍ରମଣ କରୁ କରୁ ସମାନେେ ଶିନିଯର ଦେଶ ରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସଠାେରେ ବସତି ଆରମ୍ଭ କଲେ।

Genesis 11:7
ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।

Genesis 11:8
ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସହେି ଲୋକମାନେ ନଗର ନିର୍ମାଣ ଶଷେ କରିପାରିଲେ ନାହିଁ।

Genesis 11:9
ସହେି ସ୍ଥାନର ନାମ ବାବିଲ୍ ହେଲା। ଯେ ହତେୁ ସତାପ୍ରଭୁ ସେସ୍ଥାନ ରେ ସମସ୍ତ ପୃଥିବୀର ଭାଷା ରେ ଭଦେ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।

Occurences : 833

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்