Base Word
תּוֹשָׁב
Short Definitiona dweller but not outlandish [H5237]; especially (as distinguished from a native citizen [active participle of H3427] and a temporary inmate [H1616] or mere lodger [H3885]) resident alien
Long Definitionsojourner, stranger
Derivationor תֹּשָׁב; (1 Kings 17:1), from H3427
International Phonetic Alphabett̪oˈʃɔːb
IPA modto̞wˈʃɑːv
Syllabletôšāb
Dictiontoh-SHAWB
Diction Modtoh-SHAHV
Usageforeigner, inhabitant, sojourner, stranger
Part of speechn-m

Part of speechn-pr-loc

Genesis 23:4
ମୁଁ ତୁମ୍ଭମାନଙ୍କ ଦେଶ ରେ ଏକା ବିଦେଶୀ ଅଟେ। ମାରେ ସ୍ତ୍ରୀକୁ କବର ଦବୋପାଇଁ ସ୍ଥାନ ମାରେ ନାହିଁ। ଦୟାକରି ମାେତେ ମାରେ ସ୍ତ୍ରୀ ପାଇଁ କବର ସ୍ଥାନ ରେ ଅଧିକାର ଦିଅନ୍ତୁ।

Exodus 12:45
ନ ହେଲ ପ୍ରବାସୀ ବା ବର୍ତ୍ତନଜିବୀ ଦାସ ତାହା ଖାଇ ପାରିବ ନାହିଁ।

Leviticus 22:10
କବଳେ ଯାଜକ ପରିବାରର ଲୋକ ପବିତ୍ର ଖାଦ୍ୟ ଭୋଜନ କରିବେ। ଅନ୍ୟବଂଶୀଯ କୌଣସି ଲୋକ ଅବା ଯାଜକ ଗୃହ ରେ ପ୍ରବାସକାରୀ ଅବା ବର୍ତ୍ତନକାରୀ ଦାସ ପବିତ୍ର ଖାଦ୍ୟ ଭୋଜନ କରିବେ ନାହିଁ।

Leviticus 25:6
ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହବେ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ଯର ଅଭାବ ହବେ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ।

Leviticus 25:23
ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରଯ କରିପାରିବ ନାହିଁ। ତୁମ୍ଭମାନେେ କବଳେ ଆମ୍ଭସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ।

Leviticus 25:35
ଆଉ ଯବେେ ତୁମ୍ଭର ଭାଇ ଦରିଦ୍ର ହାଇୟୋଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତବେେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ।

Leviticus 25:40
ସେ ବର୍ତ୍ତନଜୀବୀ ଓ ପ୍ରବାସୀ ପରି ତୁମ୍ଭ ସହିତ ବାସ କରିବ ଓ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତୁମ୍ଭର ଦାସ୍ଯକର୍ମ କରିବ।

Leviticus 25:45
ଯେଉଁ ପ୍ରବାସୀ ବିଦେଶୀମାନେ ତୁମ୍ଭ ସହିତ ବାସ କରୁଛନ୍ତି ଏବଂ ସମାନଙ୍କେର ପରିବାରର ସଭ୍ଯ ତୁମ୍ଭ ଦେଶ ରେ ଜନ୍ମନ୍ତି, ସମାନଙ୍କେ ସନ୍ତାନମାନଙ୍କୁ ତୁମ୍ଭେ କିଣିପାରିବ। ସମାନେେ ତୁମ୍ଭର କ୍ରୀତଦାସ ଓ କ୍ରୀତଦାସୀ ହବେେ।

Leviticus 25:47
ଆଉ ଯଦି ତୁମ୍ଭମାନଙ୍କ ମଧିଅରେ କହେି ପ୍ରବାସୀ କି ବିଦେଶୀ ଧନୀ ହାଇୟୋଏ ଓ ତୁମ୍ଭର ସ୍ବଦେଶୀ ଲୋକ ଦରିଦ୍ର ହାଇୟୋଏ, ଆଉ ସହେି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ,

Leviticus 25:47
ଆଉ ଯଦି ତୁମ୍ଭମାନଙ୍କ ମଧିଅରେ କହେି ପ୍ରବାସୀ କି ବିଦେଶୀ ଧନୀ ହାଇୟୋଏ ଓ ତୁମ୍ଭର ସ୍ବଦେଶୀ ଲୋକ ଦରିଦ୍ର ହାଇୟୋଏ, ଆଉ ସହେି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ,

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்