ପ୍ରଥମ ବଂଶାବଳୀ 18:5 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 18 ପ୍ରଥମ ବଂଶାବଳୀ 18:5

1 Chronicles 18:5
ଅରାମୀଯ ଲୋକମାନେ ଦମ୍ମେଶକରୁ ହଦ ରଷେରଙ୍କୁ ସାହାୟ୍ଯ କରିବାକୁ ଆସିଲେ। ମାତ୍ର ସହେି ଅରାମୀଯର 22,000 ସୈନ୍ଯଙ୍କୁ ଦାଉଦ ମାରି ଦେଲେ।

1 Chronicles 18:41 Chronicles 181 Chronicles 18:6

1 Chronicles 18:5 in Other Translations

King James Version (KJV)
And when the Syrians of Damascus came to help Hadarezer king of Zobah, David slew of the Syrians two and twenty thousand men.

American Standard Version (ASV)
And when the Syrians of Damascus came to succor Hadarezer king of Zobah, David smote of the Syrians two and twenty thousand men.

Bible in Basic English (BBE)
And when the Aramaeans of Damascus came to the help of Hadadezer, king of Zobah, David put to the sword twenty-two thousand Aramaeans.

Darby English Bible (DBY)
And the Syrians of Damascus came to help Hadarezer king of Zobah, and David smote of the Syrians twenty-two thousand men.

Webster's Bible (WBT)
And when the Syrians of Damascus came to help Hadarezer king of Zobah, David slew of the Syrians two and twenty thousand men.

World English Bible (WEB)
When the Syrians of Damascus came to help Hadarezer king of Zobah, David struck of the Syrians twenty-two thousand men.

Young's Literal Translation (YLT)
And Aram of Damascus cometh in to give help to Hadarezer king of Zobah, and David smiteth in Aram twenty and two thousand men,

And
when
the
Syrians
וַיָּבֹא֙wayyābōʾva-ya-VOH
of
Damascus
אֲרַ֣םʾăramuh-RAHM
came
דַּרְמֶ֔שֶׂקdarmeśeqdahr-MEH-sek
to
help
לַעְז֕וֹרlaʿzôrla-ZORE
Hadarezer
לַֽהֲדַדְעֶ֖זֶרlahădadʿezerla-huh-dahd-EH-zer
king
מֶ֣לֶךְmelekMEH-lek
Zobah,
of
צוֹבָ֑הṣôbâtsoh-VA
David
וַיַּ֤ךְwayyakva-YAHK
slew
דָּוִיד֙dāwîdda-VEED
Syrians
the
of
בַּֽאֲרָ֔םbaʾărāmba-uh-RAHM
two
עֶשְׂרִֽיםʿeśrîmes-REEM
and
twenty
וּשְׁנַ֥יִםûšĕnayimoo-sheh-NA-yeem
thousand
אֶ֖לֶףʾelepEH-lef
men.
אִֽישׁ׃ʾîšeesh

Cross Reference

ପ୍ରଥମ ବଂଶାବଳୀ 19:6
ଅେମ୍ମାନୀୟ ଲୋକମାନେ ଦେଖିଲେ ଯେ, ସମାନେେ ନିଜକୁ ଦାଉଦଙ୍କର ଅତ୍ଯନ୍ତ ଘୃଣ୍ଯ ଶତ୍ରୁ କରିଅଛନ୍ତି। ଏହାପରେ ହାନୂନ ଓ ଅେମ୍ମାନୀୟ ଏକ ସହସ୍ର ତାଳନ୍ତ ରୂପା ଦଇେ ମସୋପଟୋମିଯାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଚାଳକମାନଙ୍କୁ କିଣିଲେ।

ପ୍ରଥମ ଶାମୁୟେଲ 14:47
ଶାଉଲ ସମଗ୍ର ଇଶ୍ରାୟେଲକକ୍ସ୍ଟ ନିଯନ୍ତ୍ରଣ କଲେ। ଶାଉଲ ଇଶ୍ରାୟେଲ ଚତକ୍ସ୍ଟର୍ଦ୍ଦିଗସ୍ଥିତ ସମସ୍ତ ଶତୃ ସହିତ ଅର୍ଥାତ୍ ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ସମସ୍ତ ଶତୃଙ୍କକ୍ସ୍ଟ ପରାସ୍ତ କଲେ।

ଦିତୀୟ ଶାମୁୟେଲ 8:5
ଦମ୍ମେଶକର ଅରାମୀଯମାନେ ସୋବାର ହଦଦଷେର ରାଜାଙ୍କକ୍ସ୍ଟ ସାହାୟ୍ଯ କରିବାକୁ ଆସିଲେ। କିନ୍ତୁ ଦାଉଦ ସହେି 22,000 ଅରାମୀଯମାନଙ୍କୁ ପରାସ୍ତ କଲେ।

ପ୍ରଥମ ରାଜାବଳୀ 11:23
ପୁଣି ପରମେଶ୍ବର ଇଲିଯାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦଷେର ନିକଟରୁ ପଳାଇ ୟାଇଥିଲା।

ପ୍ରଥମ ବଂଶାବଳୀ 18:3
ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।

ଯିଶାଇୟ 8:9
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।