Base Word
דָּוִד
Short DefinitionDavid, the youngest son of Jesse
Long Definitionyoungest son of Jesse and second king of Israel
Derivationrarely (fully); דָּוִיד; from the same as H1730; loving
International Phonetic Alphabetd̪ɔːˈwɪd̪
IPA moddɑːˈvid
Syllabledāwid
Dictiondaw-WID
Diction Modda-VEED
UsageDavid
Part of speechn-pr-m

ରୂତର ବିବରଣ 4:17
ସହେି ସ୍ତ୍ରୀ ଲୋକମାନେ କହିଲେ, ବର୍ତ୍ତମାନ ନୟମୀର ଏକ ପକ୍ସ୍ଟତ୍ର ଅଛି। ତେଣୁ ସମାନେେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ୟିଶଯର ପିତା ଏବଂ ୟିଶଯ ଥିଲା ରାଜା ଦାଉଦଙ୍କର ପିତା।

ରୂତର ବିବରଣ 4:22
ଓବଦରେ ପକ୍ସ୍ଟତ୍ର ୟିଶଯ ଓ ୟିଶଯର ପକ୍ସ୍ଟତ୍ର ଦାଉଦ।

ପ୍ରଥମ ଶାମୁୟେଲ 16:13
ଶାମକ୍ସ୍ଟଯଲେ ତୈଳ ଶିଙ୍ଗ ନଇେ ତାଙ୍କ ଭାତୃଗଣ ମଧିଅରେ ତାଙ୍କୁ ଅଭିଷକେ କଲେ। ତହିଁରେ ସହେି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହାପରେ ଶାମକ୍ସ୍ଟଯଲେ ଉଠି ରାମାକକ୍ସ୍ଟ ଗ୍ଭଲିଗଲେ।

ପ୍ରଥମ ଶାମୁୟେଲ 16:19
ତେଣୁ ଶାଉଲ ୟିଶୀ ନିକଟକକ୍ସ୍ଟ ଦୂତମାନଙ୍କୁ ପଠାଇ ତାହାଙ୍କକ୍ସ୍ଟ କହିଲେ, ତୁମ୍ଭର ପକ୍ସ୍ଟତ୍ର ଦାଉଦ ଯେ ମଷେପଲ ସାଙ୍ଗ ରେ ଥାଏ, ତାକକ୍ସ୍ଟ ମାେ ନିକଟକକ୍ସ୍ଟ ପଠାଇ ଦିଅ।

ପ୍ରଥମ ଶାମୁୟେଲ 16:20
ତା'ପରେ ୟିଶୀ କବଳେ ଦାଉଦଙ୍କକ୍ସ୍ଟ ପଠାଇଲେ ନାହିଁ, ତା ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛଳେି ଓ ଗୋଟିଏ ଗଧ ରେ ବୋଝାଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ।

ପ୍ରଥମ ଶାମୁୟେଲ 16:21
ଏହାପରେ ଦାଉଦ ଶାଉଲଙ୍କ ନିକଟକକ୍ସ୍ଟ ଆସି ତାଙ୍କ ସମ୍ମକ୍ସ୍ଟଖ ରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶଯ ସ୍ନହେ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାୟ୍ଯକାରୀ ହେଲେ।

ପ୍ରଥମ ଶାମୁୟେଲ 16:22
ଏହାପରେ ଶାଉଲ ୟିଶୀଙ୍କକ୍ସ୍ଟ ଏକ ବାର୍ତ୍ତା ପଠାଇଲେ, ମୁ ବିନଯ କରୁଅଛି ଦାଉଦଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖ ରେ ଛିଡା ହବୋକକ୍ସ୍ଟ ଦିଅ, ସେ ମାରେ ସବୋ କରିବ, କାରଣ ମୁ ତାକକ୍ସ୍ଟ ଭଲ ପାଏ।

ପ୍ରଥମ ଶାମୁୟେଲ 16:23
ପରମେଶ୍ବରଙ୍କ ଠାରକ୍ସ୍ଟ ସହେି ମନ୍ଦ ଆତ୍ମା ଯେ ତବେଳେ ଶାଉଲଙ୍କ ଉପରେ ଥାଏ, ସେତବେେଳେ ଦାଉଦ ବୀଣା ନଇେ ଆପଣା ହସ୍ତ ରେ ବଜାନ୍ତି। ତହିଁରେ ଶାଉଲ ଆଶ୍ବାସ ପାଆନ୍ତି ଓ ଭଲ ହକ୍ସ୍ଟଅନ୍ତି ଓ ମନ୍ଦ ଆତ୍ମା ତାଙ୍କୁ ଛାଡିୟାଏ।

ପ୍ରଥମ ଶାମୁୟେଲ 17:12
ଦାଉଦ ୟିଶୀଙ୍କର ପକ୍ସ୍ଟତ୍ର ଥିଲେ, ୟିଶୀ ଥିଲେ ଇଫ୍ରାଥୀଯ ପରିବାରର ୟିଏ ବୈଥଲହମେ ଓ ୟିହକ୍ସ୍ଟଦା ରେ ବାସ କରୁଥିଲେ ଏବଂ ୟିଶୀଙ୍କର ଆଠପକ୍ସ୍ଟତ୍ର ଥିଲେ। ପକ୍ସ୍ଟଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।

ପ୍ରଥମ ଶାମୁୟେଲ 17:14
ଦାଉଦ ଥିଲେ ସବୁଠାରକ୍ସ୍ଟ କନିଷ୍ଠ। ତିନିଜଣ ଜେଷ୍ଠ ପକ୍ସ୍ଟତ୍ର ଶାଉଲଙ୍କର ସୈନ୍ଯ ଛାଉଣୀ ରେ ଥିଲେ।

Occurences : 1075

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்