Base Word
הֲדַרְעֶזֶר
Short DefinitionHadarezer, a Syrian king, possibly a royal title
Long Definitionthe king of Syria defeated by David's army
Derivationfrom H1924 and H5828; Hadar (i.e., Hadad, H1908) is his help; (i.e., Hadadezer, H1909)
International Phonetic Alphabethə̆.d̪ɑr.ʕɛˈd͡zɛr
IPA modhə̆.dɑʁ.ʕɛˈzɛʁ
Syllablehădarʿezer
Dictionhuh-dahr-eh-DZER
Diction Modhuh-dahr-eh-ZER
UsageHadarezer
Part of speechn-pr-m

ଦିତୀୟ ଶାମୁୟେଲ 10:16
ହଦଦଷେର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରି ରେ ଅରାମୀଯମାନଙ୍କୁ ଅଣାଇଲେ। ତେଣୁ ସମାନେେ ହେଲମକକ୍ସ୍ଟ ଆସିଲେ। ହଦଦଷେର ସନୋପତି ଶୋବକ ସମାନଙ୍କେର ନେତା ଥିଲା।

ଦିତୀୟ ଶାମୁୟେଲ 10:16
ହଦଦଷେର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରି ରେ ଅରାମୀଯମାନଙ୍କୁ ଅଣାଇଲେ। ତେଣୁ ସମାନେେ ହେଲମକକ୍ସ୍ଟ ଆସିଲେ। ହଦଦଷେର ସନୋପତି ଶୋବକ ସମାନଙ୍କେର ନେତା ଥିଲା।

ଦିତୀୟ ଶାମୁୟେଲ 10:19
ହଦ୍ଦଷେରଙ୍କର ସବୋ କରୁଥିବା ରାଜାମାନେ ଦେଖିଲେ ଯେ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲଣେି ଓ ସେ ଇଶ୍ରାୟେଲୀୟମାନଙ୍କ ସହିତ ସନ୍ଧି କଲେ ଓ ସମାନଙ୍କେର ସବେକ ହେଲ। ଅରାମୀଯମାନେ ପକ୍ସ୍ଟନ୍ନରାଯ ଅେମ୍ମାନୀୟମାନଙ୍କୁ ସାହାୟ୍ଯ କରିବାକୁ ଭୟ କଲେ।

ପ୍ରଥମ ବଂଶାବଳୀ 18:3
ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।

ପ୍ରଥମ ବଂଶାବଳୀ 18:5
ଅରାମୀଯ ଲୋକମାନେ ଦମ୍ମେଶକରୁ ହଦ ରଷେରଙ୍କୁ ସାହାୟ୍ଯ କରିବାକୁ ଆସିଲେ। ମାତ୍ର ସହେି ଅରାମୀଯର 22,000 ସୈନ୍ଯଙ୍କୁ ଦାଉଦ ମାରି ଦେଲେ।

ପ୍ରଥମ ବଂଶାବଳୀ 18:7
ଦାଉଦ ହଦ ରଷେରଙ୍କ ସନୋପତିମାନଙ୍କଠାରୁ ସୁବର୍ଣ୍ଣ ଢ଼ାଲଗୁଡ଼ିକ ନଇଗେଲେ ଓ ସଗେୁଡ଼ିକୁ ୟିରୁଶାଲମକୁ ଆଣିଲେ।

ପ୍ରଥମ ବଂଶାବଳୀ 18:8
ଦାଉଦ ଆହୁରି ମଧ୍ଯ ହଦ ରଷେରର ଟିଭତ୍ ଓ କୂନି ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସହେି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ଯାନ୍ଯ ବସ୍ତୁ ନିର୍ମାଣ କଲେ।

ପ୍ରଥମ ବଂଶାବଳୀ 18:9
ତଯି ହମାତ ନଗରୀର ରାଜା ଥିଲେ। ହଦ ରଷେର ସୋବାର ରାଜା ଥିଲେ। ତଯି ଶୁଣିବାକୁ ପାଇଲେ ଯେ, ଦାଉଦ ହଦ ରଷେରଙ୍କ ସମସ୍ତ ସୈନ୍ଯବାହିନୀକୁ ପରାସ୍ତ କରିଛନ୍ତି।

ପ୍ରଥମ ବଂଶାବଳୀ 18:10
ତେଣୁ ତଯି ଅଭ୍ଯର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବଦନେ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତଯି ହଦ ରଷେରଙ୍କ ବିରୁଦ୍ଧ ରେ ୟୁଦ୍ଧ ରେ ଥିଲେ। ତଯି ଦାଉଦଙ୍କୁ ସୁବର୍ଣ୍ଣ, ରେ ୗପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்