Base Word
אֶלֶף
Short Definitionhence (the ox's head being the first letter of the alphabet, and this eventually used as a numeral) a thousand
Long Definitiona thousand
Derivationprop, the same as H0504
International Phonetic Alphabetʔɛˈlɛp
IPA modʔɛˈlɛf
Syllableʾelep
Dictioneh-LEP
Diction Modeh-LEF
Usagethousand
Part of speechn-m

ଆଦି ପୁସ୍ତକ 20:16
ଅବିମଲକେ ସାରାକୁ କହିଲା, ମୁଁ ତୁମ୍ଭର ଭାଇକୁ ସହସ୍ର ରୂପା ଖଣ୍ଡ ଦେଉଛି। ମୁଁ ଏପରି କରୁଛି କାରଣ ମୁଁ ଅନୁତପ୍ତ ଯେ ଯାହାକରିଛି ଭୁଲ କରିଛି। ମୁଁ ଚା ହେଁ ପ୍ରେତ୍ୟକକ ଦେଖନ୍ତୁ ଓ ହୃଦ୍ବୋଧ କରନ୍ତୁ ଯେ, ମୁଁ ଠିକ୍ କରୁଛି ବୋଲି।

ଆଦି ପୁସ୍ତକ 24:60
ଯେତବେେଳେ ରିବିକା ସହେି ସ୍ଥାନ ଛାଡ଼ିଲା ସମାନେେ ତାଙ୍କୁ ଆଶୀର୍ବାଦ କରି କହିଲେ,

ଯାତ୍ରା ପୁସ୍ତକ 12:37
ଇଶ୍ରାୟେଲୀୟ ଲୋକମାନେ ରମିଷେଷ୍ଠାରୁ ସୁକ୍କୋତ୍କୁ ୟାତ୍ରା କଲେ। ସମାନେେ ପିଲାମାନଙ୍କୁ ଛାଡି ମାଟେ ରେ 6,00,000 ଲୋକ ଥିଲେ।

ଯାତ୍ରା ପୁସ୍ତକ 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍

ଯାତ୍ରା ପୁସ୍ତକ 18:25
ପୁଣି ମାଶାେ ସମଗ୍ର ଇଶ୍ରାୟେଲ ମଧ୍ଯରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିୟୁକ୍ତ କଲେ।

ଯାତ୍ରା ପୁସ୍ତକ 20:6
କିନ୍ତୁ ମୁଁ ସହେି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମାରେ ନିଯମ ପାଳନ କରନ୍ତି ଓ ମାେତେ ପ୍ ରମେ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।

ଯାତ୍ରା ପୁସ୍ତକ 32:28
ତେଣୁ ମାଶାେ ଯେପରି କହିଲେ, ଲବେୀୟମାନେ ସହେିପରି କଲେ ଏବଂ ସହେିଦିନ ଇଶ୍ରାୟେଲ ରେ 3000 ଲୋକଙ୍କୁ ହତ୍ଯା କରାଗଲା।

ଯାତ୍ରା ପୁସ୍ତକ 34:7
ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦଖାଇେଛନ୍ତି। ସଦାପ୍ରଭୁ ସମାନଙ୍କେର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦଇେଛନ୍ତି।

ଯାତ୍ରା ପୁସ୍ତକ 38:25
ଯେତେ ଲୋକ ଗଣିତ ହାଇେଥିଲେ, ସମାନେେ 100 ଶକେଲ ସୁବର୍ଣ୍ଣ ଓ 1 ,775 ଶକେଲ ରୂପା କାର୍ୟ୍ଯାଳଯ ମାପ ଦ୍ବାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।

ଯାତ୍ରା ପୁସ୍ତକ 38:26
ଯେତେ ଲୋକ ଗଣତି ହାଇେଥିଲେ, ସମାନଙ୍କେର ବଯସ ଥିଲା କୋଡିଏ ବର୍ଷ ବା ତଦୁଦ୍ଧର୍‌ବ। ସମାନଙ୍କେର ସଂଖ୍ଯା ଥିଲା 6,03,550। ସମାନେେ ପ୍ରେତ୍ୟକକ ଏକ ଦୁଇ ବକୋ ଅର୍ଥାତ୍ ପବିତ୍ର ସ୍ଥାନର କାର୍ୟ୍ଯାଳଯ ମାପ ଓଜନ ହାଇେଥିବା ସକେଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶକେଲ ଦଇେଥିଲେ।

Occurences : 505

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்