Leviticus 27

fullscreen9 କେତକେ ପ୍ରକାର ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟାଇ ପାରିବ, ସହେି ପଶୁଗୁଡିକ ମଧ୍ଯରୁ ଯଦି କହେି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବାକୁ ଶପଥ କରେ, ସହେି ପଶୁ ସଦାପ୍ରଭୁଙ୍କ ପାଇଁ ପବିତ୍ର ହାଇେଥିବ।

fullscreen10 କାରଣ ସହେି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳ ରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ଯକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତବେେ ସେ ତା' ବଦଳ ରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳ ରେ ମନ୍ଦ ପଶୁ କି ମନ୍ଦ ବଦଳ ରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତବେେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହବେେ।

fullscreen11 କେତକେ ପ୍ରାଣୀ ଅଛନ୍ତ ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରାୟାଇ ପାରିବ ନାହିଁ। ସପରେି ଅଶୁଚି ପଶୁ ହାଇେଥିଲେ ଯାଜକ ସମ୍ମୁଖକୁ ଅଣାୟିବ।

fullscreen12 ପୁଣି ସହେି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ଯ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ହବେ।

fullscreen13 ଯଦି ସେ ଲୋକ କୌଣସି ମତେ ତାକୁ ଫରୋଇ ନବୋକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।

9 And if it be a beast, whereof men bring an offering unto the Lord, all that any man giveth of such unto the Lord shall be holy.

10 He shall not alter it, nor change it, a good for a bad, or a bad for a good: and if he shall at all change beast for beast, then it and the exchange thereof shall be holy.

11 And if it be any unclean beast, of which they do not offer a sacrifice unto the Lord, then he shall present the beast before the priest:

12 And the priest shall value it, whether it be good or bad: as thou valuest it, who art the priest, so shall it be.

13 But if he will at all redeem it, then he shall add a fifth part thereof unto thy estimation.

Leviticus 27 in Tamil and English

9 କେତକେ ପ୍ରକାର ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟାଇ ପାରିବ, ସହେି ପଶୁଗୁଡିକ ମଧ୍ଯରୁ ଯଦି କହେି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବାକୁ ଶପଥ କରେ, ସହେି ପଶୁ ସଦାପ୍ରଭୁଙ୍କ ପାଇଁ ପବିତ୍ର ହାଇେଥିବ।
And if it be a beast, whereof men bring an offering unto the Lord, all that any man giveth of such unto the Lord shall be holy.

10 କାରଣ ସହେି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳ ରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ଯକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତବେେ ସେ ତା' ବଦଳ ରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳ ରେ ମନ୍ଦ ପଶୁ କି ମନ୍ଦ ବଦଳ ରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତବେେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହବେେ।
He shall not alter it, nor change it, a good for a bad, or a bad for a good: and if he shall at all change beast for beast, then it and the exchange thereof shall be holy.

11 କେତକେ ପ୍ରାଣୀ ଅଛନ୍ତ ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରାୟାଇ ପାରିବ ନାହିଁ। ସପରେି ଅଶୁଚି ପଶୁ ହାଇେଥିଲେ ଯାଜକ ସମ୍ମୁଖକୁ ଅଣାୟିବ।
And if it be any unclean beast, of which they do not offer a sacrifice unto the Lord, then he shall present the beast before the priest:

12 ପୁଣି ସହେି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ଯ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ହବେ।
And the priest shall value it, whether it be good or bad: as thou valuest it, who art the priest, so shall it be.

13 ଯଦି ସେ ଲୋକ କୌଣସି ମତେ ତାକୁ ଫରୋଇ ନବୋକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।
But if he will at all redeem it, then he shall add a fifth part thereof unto thy estimation.