Cross Reference
Mark 8:34
ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ଯମାନେ ମଧ୍ଯ ସଠାେରେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ଯେଉଁ ଲୋକ ମାେତେ ଅନୁସରଣ କରିବାକୁ ଚାହୁଁଛି, ଯାହା କିଛି ସେ ଚାହୁଁଛି, ସେ ସବୁକୁ ଛାଡି, ନିଜ କୃଶକୁ ବହନ କରି ମାେ ପଛ ରେ ଆସୁ।
Matthew 16:24
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।
Luke 13:23
ଜଣେ କହେି ଯୀଶୁଙ୍କୁ କହିଲା, ପ୍ରଭୁ, କେତେ ଜଣ ଲୋକ ପରିତ୍ରାଣ ପାଇ ପାରିବେ? କ'ଣ ଅଳ୍ପ ଲୋକ?
Romans 12:2
ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।
Isaiah 35:8
ପୁଣି ସେତବେେଳେ ସଠାେ ରେ ରାଜଦଣ୍ଡ ଓ ପଥ ହବେ ଯାହାକି ପବିତ୍ରତାର ପଥ ବୋଲି ବିଖ୍ଯାତ ହବେ। ତାହା ଉପ ରେ କବଳେ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଚାରୀ ଓ ଅଜ୍ଞାନମାନେ ସେ ପଥରେ ଯିବେ ନାହିଁ।
Matthew 22:14
ହଁ ଅନକେ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସମାନଙ୍କେ ମଧ୍ଯରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।
Matthew 25:1
ସେ ସମୟରେ ସ୍ବର୍ଗରାଜ୍ଯ, ବର ଖାଜେିବାକୁ ବାହାରିଥିବା ଦଶଜଣ କୁମାରୀ ଝିଅଙ୍କ ଭଳି ହବେ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସମାନେେ ତାହାଙ୍କ ସହିତ ଦୀପ ଆଣି ଥିଲେ,
John 16:33
ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।
Acts 14:22
ସମାନେେ ସେ ସ୍ଥାନଗୁଡ଼ିକରେ ଶିଷ୍ଯମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ବାସ ରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସମାନେେ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନକେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।
Proverbs 8:20
ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।
Isaiah 30:21
ପୁଣି ତୁମ୍ଭମାନେେ ଯଦି ଭୁଲ କର କିମ୍ବା ଭୁଲ ବାଟରେ ୟାଅ, ଦକ୍ଷିଣକୁ କିମ୍ବା ବାମ ରେ ଗଲା ବେଳେ ପଛରୁ ଏକ ସ୍ବର ଶୁଣିବ, ଏ ହେଉଛି ପଥ, ଏହି ପଥରେ ଗମନ କର।'
1 Peter 3:20
ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ବରଙ୍କ ଅବାଧ୍ଯ ହାଇେଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ୟ୍ଯନ୍ତ ପରମେଶ୍ବର ର୍ଧୈୟ୍ଯ ସହିତ ଅପେକ୍ଷା କରୁଥିଲେ। ସହେି ଜାହାଜ ରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇପାରିଲେ।
John 15:18
ଯଦି ତୁମ୍ଭକୁ ଜଗତ ଘୃଣା କରେ, ତବେେ ମନରେଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମାେତେ ଘୃଣା କରିଛି।
Proverbs 4:26
ଧାର୍ମିକଠାରୁ ତୁମ୍ଭକୁ ଦୂ ରଇେ ନିଅ ନାହିଁ। ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ।
Isaiah 57:14
ପୁଣି ସେ କହିବେ, ଉଚ୍ଚତର, ଉଚ୍ଚତର, ପଥ ପ୍ରସ୍ତୁତ କର। ଆମ୍ଭ ଲୋକମାନଙ୍କ ପଥରୁ ବାଧାବିଘ୍ନ ଦୂର କର।
Jeremiah 6:16
ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଛକସ୍ଥାନ ରେ ଛିଡ଼ା ହାଇେ ଦେଖ, ଆଉ ପୁରାତନ ପଥ ବିଷଯ ରେ ପ୍ରଚାର କରି କୁହ, ଉତ୍ତମ ପଥ କାହିଁ ? ଆଉ ସହେି ପଥରେ ଗମନ କର, ତାହା ହେଲେ ତୁମ୍ଭମାନେେ ନିଜ ନିଜ ପ୍ରାଣ ରେ ବିଶ୍ରାମ ପାଇବ। ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ସେ ପଥରେ ଗମନ କରିବୁ ନାହିଁ।'
Matthew 20:16
ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶଷେ ରେ ଅଛନ୍ତି, ଭବିଷ୍ଯତ ରେ ସମାନେେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନ ପାଇବେ।
John 16:2
ତୁମ୍ଭମାନଙ୍କୁ ଲୋକମାନେ ସମାନଙ୍କେର ସମାଜଗୃହଗୁଡିକରୁ ବାହାର କରି ଦବେେ। ହଁ, ଏପରି ସମୟ ଆସୁଛି ଯେତବେେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ବାରା ସମାନେେ ପରମେଶ୍ବରଙ୍କ ସବୋ କରୁଛନ୍ତି।
Romans 9:27
ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି:
Romans 9:32
କାରଣ ସମାନଙ୍କେର ବିଶ୍ବାସ ନଥିଲା ଯେ ସମାନେେ ନିଜର କାର୍ୟ୍ଯ ଦ୍ବାରା ଧାର୍ମିକ ହବୋ ପାଇଁ ଚେଷ୍ଟା କଲେ ତେଣୁ ସମାନେେ ଝୁଣ୍ଟି ପଡିବା ପଥର ରେ ଝୁଣ୍ଟି ପଡିଲେ।
Romans 11:5
ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।
Ephesians 2:2
ଅତୀତ ରେ ତୁମ୍ଭେ ସହେି ପାପ କାର୍ୟ୍ଯ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀ ରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସହେି ମନ୍ଦ ଶକ୍ତି ଏବେ ମଧ୍ଯ ପରମେଶ୍ବରଙ୍କୁ ଅମାନ୍ଯ କରୁଥିବା ଲୋକଙ୍କ ଭିତ ରେ କାମ କରୁଛି।
1 Thessalonians 3:2
ଅତଏବ ଆଥୀନୀ ରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ବରଙ୍କ ଲାଗି ମାେ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ ରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।
Luke 12:32
ହେ ସାନ ମଷେପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସହେି ସ୍ବର୍ଗ ରାଜ୍ଯ ଦବୋକୁ ଚାହାଁନ୍ତି।