Base Word
νομίζω
Short Definitionproperly, to do by law (usage), i.e., to accustom (passively, be usual); by extension, to deem or regard
Long Definitionto hold by custom or usage, own as a custom or usage, to follow a custom or usage
Derivationfrom G3551
Same asG3551
International Phonetic Alphabetnoˈmi.zo
IPA modnowˈmi.zow
Syllablenomizō
Dictionnoh-MEE-zoh
Diction Modnoh-MEE-zoh
Usagesuppose, thing, be wont

Matthew 5:17
ତୁମ୍ଭମାନେେ ଭାବନାହିଁ ଯେ ମୁଁ ମାଶାଙ୍କେ ବ୍ଯବସ୍ଥା କିଅବା ଭବିଷ୍ଯଦ୍ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସମାନଙ୍କେ ଉପଦେଶ ନଷ୍ଟ କରିବାକୁ ଆସିନାହିଁ। ବରଂ ମୁଁ ସମାନଙ୍କେ ଉପଦେଶଗୁଡିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି।

Matthew 10:34
ତୁମ୍ଭେ ଭାବନାହିଁ ଯେ ମୁଁ ପୃଥିବୀ ରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖଡ୍ଗ ଆଣିବା ପାଇଁ ଆସିଛି।

Matthew 20:10
ଯେତବେେଳେ ଆଗ ଆସିଥିବା ଶ୍ରମାକମାନେ ଆସିଲେ, ସମାନେେ ଭାବିଥିଲେ ଯେ ସମାନଙ୍କେୁ କିଛି ଅଧିକ ମିଳିବ। କିନ୍ତୁ ସମାନେେ ମଧ୍ଯ ପ୍ରେତ୍ୟକକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।

Luke 2:44
ଦଳ ଭିତ ରେ ପୁଅ ଅଛି ଭାବି ୟୋ ସଫେ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା'ପରେ ସମାନେେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତ ରେ ଯୀଶୁଙ୍କୁ ଖାଜେିଲେ।

Luke 3:23
ଯୀଶୁ ଉପଦେଶ ପ୍ରଦାନ କାର୍ୟ୍ଯ ଆରମ୍ଭ କରିବା ବଳକେୁ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହାଇେଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ୟୋ ସଫଙ୍କେ ପୁତ୍ର।

Acts 7:25
ମାଶାେ ଭାବିଲେ ଯେ, ପରମେଶ୍ବର ସମାନଙ୍କେର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ୟ୍ଯ ରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସମାନେେ ତାହା ବୁଝିଲେ ନାହିଁ।

Acts 8:20
ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।

Acts 14:19
କିନ୍ତୁ ତା'ପରେ କେତକେ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସମାନେେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲଣେି ଭାବି ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ।

Acts 16:13
ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ବାର ବାହା ରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସଠାେରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସଠାେରେ ବସିଲୁ ଓ ସଠାେରେ ଏକତ୍ରୀତ ହାଇେଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ।

Acts 16:27
କାରାଧ୍ଯକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖାଲିେଥିବାର ଦେଖି, ସେ ନିଜକୁ ହତ୍ଯା କରିବା ଉଦ୍ଦେଶ୍ଯ ରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்