Matthew 5:17 ତୁମ୍ଭମାନେେ ଭାବନାହିଁ ଯେ ମୁଁ ମାଶାଙ୍କେ ବ୍ଯବସ୍ଥା କିଅବା ଭବିଷ୍ଯଦ୍ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସମାନଙ୍କେ ଉପଦେଶ ନଷ୍ଟ କରିବାକୁ ଆସିନାହିଁ। ବରଂ ମୁଁ ସମାନଙ୍କେ ଉପଦେଶଗୁଡିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି।
Matthew 5:17 in Other Translations
King James Version (KJV) Think not that I am come to destroy the law, or the prophets: I am not come to destroy, but to fulfil.
American Standard Version (ASV) Think not that I came to destroy the law or the prophets: I came not to destroy, but to fulfil.
Bible in Basic English (BBE) Let there be no thought that I have come to put an end to the law or the prophets. I have not come for destruction, but to make complete.
Darby English Bible (DBY) Think not that I am come to make void the law or the prophets; I am not come to make void, but to fulfil.
World English Bible (WEB) "Don't think that I came to destroy the law or the prophets. I didn't come to destroy, but to fulfill.
Young's Literal Translation (YLT) `Do not suppose that I came to throw down the law or the prophets -- I did not come to throw down, but to fulfill;
not
Μὴ
mē
may
Think
νομίσητε
nomizō
noh-MEE-zoh
that
ὅτι
hoti
OH-tee
I am come
ἦλθον
erchomai
ARE-hoh-may
to destroy
καταλῦσαι
katalyō
ka-ta-LYOO-oh
the
τὸν
ho
oh
law,
νόμον
nomos
NOH-mose
or
ἢ
ē
ay
the
τοὺς
ho
oh
prophets:
προφήτας·
prophētēs
proh-FAY-tase
not
οὐκ
ou
oo
I am come
ἦλθον
erchomai
ARE-hoh-may
to destroy,
καταλῦσαι
katalyō
ka-ta-LYOO-oh
but
ἀλλὰ
alla
al-LA
to fulfil.
πληρῶσαι
plēroō
play-ROH-oh
Read Full Chapter :
Matthew 5
Cross Reference
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:4
ବ୍ଯବସ୍ଥା ଆମ୍ଭକୁ ଯେପରି ହବୋ ପାଇଁ ଚା ହେଁ, ସହେି ଭଳି ହବୋ ପାଇଁ ପରମେଶ୍ବର ଏପରି କଲେ।ଆମ୍ଭେ ଏବେ ପାପପୂର୍ଣ ମାନବ ସ୍ବଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନ ଯାପନ କରୁଛୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:4
ଖ୍ରୀଷ୍ଟ ବ୍ଯବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କଠା ରେ ଧାର୍ମିକ ହାଇେ ପାରିବ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:4
କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।
ଯିଶାଇୟ 42:21
ସଦାପ୍ରଭୁ ନିଜର ଶିକ୍ଷା ବ୍ଯବସ୍ଥାକୁ ମହତ୍ ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:31
ଏଠା ରେ ପ୍ରଶ୍ନ ଉେଠ ଯେ ଆମ୍ଭେ କ'ଣ ବିଶ୍ବାସର ମାର୍ଗ ଅନୁସରଣ କରିବା ଦ୍ବାରା ବ୍ଯବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ଯ ନୁହେଁ। ବରଂ ବ୍ଯବସ୍ଥା ଆମ୍ଭଠାରୁ ଯାହା ଆଶା କରେ, ତାହା ହବୋ ପାଇଁ ବିଶ୍ବାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:17
ମାେ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ବର ପୂର୍ବରୁ ଅନୁମାଦେନ କରିସାରିଥିଲେ, ତାହା ଚାରିଶହ ତିରିସ ବର୍ଷ ପରେ ଆସିଥିବା ବ୍ଯବସ୍ଥା ଦ୍ବାରା ମୂଲ୍ଯହୀନ ହାଇେ ଗଲା ନାହିଁ। ସହେି ବ୍ଯବସ୍ଥା ମଧ୍ଯ ସହେି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।
ଲୂକଲିଖିତ ସୁସମାଚାର 16:17
ସ୍ବର୍ଗ ଓ ପୃଥିବୀର ଧ୍ବଂସ ହୁଏତ ସହଜ ରେ ହାଇଯେିବ, ମାତ୍ର ବ୍ଯବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହବେନାହିଁ।
ଗୀତସଂହିତା 40:6
ହେ ସଦାପ୍ରଭୁ, ତୁମ୍ଭେ ମାେତେ ଏହାକୁ ବୁଝିବାକୁ ସକ୍ଷମ କରିଛ। ତୁମ୍ଭେ ବଳିଦାନ ଓ ଶସ୍ଯ ନବୈେଦ୍ଯରେ ସନ୍ତାଷେ ନାହିଁ, ତୁମ୍ଭେ ପ୍ରକୃତରେ ହାମବେଳି ଓ ପାପାର୍ଥକ ବଳି ଚାହଁ ନାହିଁ।
ମାଥିଉଲିଖିତ ସୁସମାଚାର 3:15
ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ। ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:3
ସମାନେେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସମାନଙ୍କେୁ ସମାନଙ୍କେର ପାପଗୁଡ଼ିକ ସ୍ମରଣ କରାଇ ଦିଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6:13
ସମାନେେ କେତେ ଜଣ ମିଥ୍ଯା ସାକ୍ଷୀଙ୍କୁ ଆଣିଲେ। ସମାନେେ କହିଲେ, ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ ରେ କୁ ହେ।
ମାଥିଉଲିଖିତ ସୁସମାଚାର 7:12
ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
ଯୋହନଲିଖିତ ସୁସମାଚାର 8:5
ମାଶାଙ୍କେର ବ୍ଯବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ୟ୍ଯ କରୁଥିବା ପ୍ରେତ୍ୟକକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡି ମାରି ଦବୋ ଉଚିତ। କିନ୍ତୁ ଆମ୍ଭେ କ'ଣ କରିବା ଉଚିତ ବୋଲି ଆପଣ କହୁଛନ୍ତି?
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:16
ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:13
ସମାନେେ କହିଲେ, ଏହି ଲୋକ ଯେଉଁ ଉପାୟ ରେ ପରମେଶ୍ବରଙ୍କ ଉପାସନା କରିବାପାଇଁ ଲୋକମାନଙ୍କୁ ମତାଇ ଅଛି, ତାହା ଆମ୍ଭ ବ୍ଯବସ୍ଥାର ବିରୁଦ୍ଧ ଅଟେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:28
ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।