Romans 14:22 in Oriya

Oriya Oriya Bible Romans Romans 14 Romans 14:22

Romans 14:22
ନିଜର ଏହି ଭଳି ବିଶ୍ବାସଗୁଡିକୁ ପରମେଶ୍ବର ଓ ତୁମ୍ଭ ନିଜ ଭିତ ରେ ଗୋପନୀୟ ଭାବେ ରଖ। ଯେଉଁ ଲୋକ ନିଜେ ବିଶ୍ବାସ କରୁଥିବା କର୍ମମାନ କଲା ବେଳେ ନିଜକୁ ଦୋଷୀ ବୋଲି ଭାବେ ନାହିଁ, ସହେି ଲୋକ ବାସ୍ତବ ରେ ସୁଖୀ ଓ ଧନ୍ଯ।

Romans 14:21Romans 14Romans 14:23

Romans 14:22 in Other Translations

King James Version (KJV)
Hast thou faith? have it to thyself before God. Happy is he that condemneth not himself in that thing which he alloweth.

American Standard Version (ASV)
The faith which thou hast, have thou to thyself before God. Happy is he that judgeth not himself in that which he approveth.

Bible in Basic English (BBE)
The faith which you have, have it to yourself before God. Happy is the man who is not judged by that to which he gives approval.

Darby English Bible (DBY)
Hast *thou* faith? have [it] to thyself before God. Blessed [is] he who does not judge himself in what he allows.

World English Bible (WEB)
Do you have faith? Have it to yourself before God. Happy is he who doesn't judge himself in that which he approves.

Young's Literal Translation (YLT)
Thou hast faith! to thyself have `it' before God; happy is he who is not judging himself in what he doth approve,

Hast
σὺsysyoo
thou
πίστινpistinPEE-steen
faith?
ἔχειςecheisA-hees
have
κατὰkataka-TA
it
to
σαυτὸνsautonsaf-TONE
thyself
ἔχεecheA-hay
before
ἐνώπιονenōpionane-OH-pee-one

τοῦtoutoo
God.
θεοῦtheouthay-OO
Happy
μακάριοςmakariosma-KA-ree-ose
condemneth
that
he
is
hooh

μὴmay
not
κρίνωνkrinōnKREE-none
himself
ἑαυτὸνheautonay-af-TONE
in
ἐνenane
that
thing
which
oh
he
alloweth.
δοκιμάζει·dokimazeithoh-kee-MA-zee

Cross Reference

1 John 3:21
ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ବରଙ୍କ ଛାମୁ ରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି।

Romans 14:23
କିନ୍ତୁ ଯଦି ଜଣେ, ସେ ଠିକ କାମକରୁଛି ବୋଲି ନିଶ୍ଚିତ ଭାବରେ ନଜାଣି ଭୋଜନ କରେ, ତା' ହେଲେ ସେ ନିଜକୁ ଦୋଷୀ କରେ। କାରଣ ସେ ବିଶ୍ବାସ ରେ ଭୋଜନ କରେ ନାହିଁ। ଯଦି ଜଣେ ଠିକ ନୁହେଁ ବୋଲି ଜାଣିପାରି ମଧ୍ଯ କୌଣସି କାମ କରେ, ତା ହେଲେ ସେ ପାପ କରୁଛି।

Romans 14:5
ଜଣେ ଲୋକ ବିଶ୍ବାସ କରିପା ରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶିଷ୍ଟ ଅଟେ। ସହେିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡିକ ସମାନ ମହତ୍ତ୍ବ ପ୍ରଦାନ କରିପା ରେ। ପ୍ରେତ୍ୟକକ ଲୋକ ନିଜର ବିଶ୍ବାସ ନଇେ ମନ ରେ ନିଶ୍ଚିତ ହବୋ ଉଚିତ।

James 3:13
ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।

Galatians 6:1
ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।

Romans 14:14
ମୁଁ ପ୍ରଭୁ ଯୀଶୁଙ୍କଠା ରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ୟଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ବାସ କରେ, ସହେି ଖାଦ୍ୟ ତା ପାଇଁ ଅଶୁଚି ହୁଏ।

Romans 14:2
ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ବାସ କରିପା ରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ବାସ ଦୁର୍ବଳ, ସେ କବଳେ ଶାକାହାରୀ ଭୋଜନ ଖାଏ।

Romans 7:24
ଏହା ଭୟଙ୍କର ଅଟେ! ମାେତେ ଏହି ଶରୀରରୁ, ଯାହା ମାେ ପାଇଁ ମୁତ୍ଯୁ ଆଣେ, କିଏ ରକ୍ଷା କରିବ? ପରମେଶ୍ବର ମାେତେ ରକ୍ଷା କରିବେ।

Romans 7:15
ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସହେି କାମ କରେ।

Acts 24:16
ସେଥିପାଇଁ ମୁଁ ପରମେଶ୍ବର ଓ ଲୋକମାନଙ୍କ ପାଖ ରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ସର୍ବଦା ଚେ଼ଷ୍ଟା କରେ।

2 Corinthians 1:12
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।