Romans 1:24 ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ। ସମାନେେ ପାପରେ ପୁର୍ଣ୍ଣ ଥିଲେ। ପରମେଶ୍ବର ସମାନଙ୍କେୁ ନିଜର ପାପ ମାର୍ଗ ରେ ୟିବା ପାଇଁ ଛାଡ଼ି ଦେଲେ। ସେଥିପାଇଁ ସମାନେେ ୟୌନପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମ ରେ ନିଯୋଜିତ ରଖିଲେ, ଯା'ଦ୍ବାରା ସମାନଙ୍କେ ଶରୀର ନିନ୍ଦିତ ହେଲା।
Romans 1:24 in Other Translations
King James Version (KJV) Wherefore God also gave them up to uncleanness through the lusts of their own hearts, to dishonour their own bodies between themselves:
American Standard Version (ASV) Wherefore God gave them up in the lusts of their hearts unto uncleanness, that their bodies should be dishonored among themselves:
Bible in Basic English (BBE) For this reason God gave them up to the evil desires of their hearts, working shame in their bodies with one another:
Darby English Bible (DBY) Wherefore God gave them up [also] in the lusts of their hearts to uncleanness, to dishonour their bodies between themselves:
World English Bible (WEB) Therefore God also gave them up in the lusts of their hearts to uncleanness, that their bodies should be dishonored among themselves,
Young's Literal Translation (YLT) Wherefore also God did give them up, in the desires of their hearts, to uncleanness, to dishonour their bodies among themselves;
Wherefore
Διὸ
dio
thee-OH
also
καὶ
kai
kay
gave up
παρέδωκεν
paradidōmi
pa-ra-THEE-thoh-mee
them
αὐτοὺς
autos
af-TOSE
ὁ
ho
oh
God
θεὸς
theos
thay-OSE
through
ἐν
en
ane
the
ταῖς
ho
oh
lusts
ἐπιθυμίαις
epithymia
ay-pee-thyoo-MEE-ah
τῶν
ho
oh
hearts,
καρδιῶν
kardia
kahr-THEE-ah
of their own
αὐτῶν
autos
af-TOSE
to
εἰς
eis
ees
uncleanness
ἀκαθαρσίαν
akatharsia
ah-ka-thahr-SEE-ah
τοῦ
ho
oh
to dishonour
ἀτιμάζεσθαι
atimazō
ah-tee-MA-zoh
τὰ
ho
oh
bodies
σώματα
sōma
SOH-ma
their own
αὐτῶν
autos
af-TOSE
between
ἐν
en
ane
themselves:
ἑαυτοῖς
heautou
ay-af-TOO
Cross Reference
Romans 1:26
ସେଥିପାଇଁ ପରମେଶ୍ବର ସମାନଙ୍କେୁ ସହେି ଲଜ୍ଜାଜନକ କାର୍ୟ୍ଯ କରିବା ପାଇଁ ଛାଡ଼ି ଦେଲେ।
Romans 6:12
କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ।
Ephesians 4:18
ସମାନେେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସମାନେେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ବର ପ୍ରଦତ୍ତ ଜୀବନ ସମାନେେ ପାଇ ପାରିବେ ନାହିଁ।
1 Thessalonians 4:4
ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭମାନେେ ପ୍ରେତ୍ୟକକ ନିଜ ଶରୀରକୁ ସଂୟମ କରିବାକୁ ଶିଖ। ତୁମ୍ଭମାନେେ ନିଜ ଶରୀରକୁ ଏପରି ବ୍ଯବହାର କର ଯେ, ତାହା ପବିତ୍ର ହବେ ଓ ପରମେଶ୍ବରଙ୍କୁ ଗୌରବ ଦବେ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହବୋକୁ ଦିଅ ନାହିଁ।291
Acts 7:42
କିନ୍ତୁ ପରମେଶ୍ବର ସମାନଙ୍କେଠାରୁ ବିମୁଖ ହେଲେ। ସେ ସମାନଙ୍କେୁ ଆକାଶସ୍ଥ ଭଣ୍ଡ ଦବେତାମାନଙ୍କର ପୂଜା କରିବାପାଇଁ ଛାଡ଼ି ଦେଲେ। ଏହି ବିଷୟ ରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲଖାେଅଛି,
Acts 14:16
ଅତୀତ ରେ ସବୁ ଜାତିର ଲୋକମାନଙ୍କୁ ନିଜ ନିଜ ରାସ୍ତା ରେ ଚ଼ାଲିବା ପାଇଁ ସେ ଅନୁମତି ଦଇେଥିଲେ।
Acts 17:29
ଯେ ହତେୁ ଆମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ ତେଣୁ ଆମ୍ଭମାନେେ ପରମେଶ୍ବରଙ୍କୁ ମନୁଷ୍ଯର କୌଶଳ ଓ କଳ୍ପନା ରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ଯ ଭାବିବା ନାହିଁ।
Leviticus 18:22
ତୁମ୍ଭେ କୌଣସି ପୁରୁଷ ସହିତ, ସ୍ତ୍ରୀଲୋକ ସହିତ ୟୌନ କଂପର୍କ ରଖିବ ନାହିଁ। କାରଣ ତାହା ଘୃଣ୍ଯ ପାପ।
1 Corinthians 6:18
ଅତଏବ ୟୌନଗତ ପାପଠାରୁ ଦୂର ରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହା ରେ କରେ। କିନ୍ତୁ ୟୌନଗତ ପାପ ଦ୍ବାରା ସେ ନିଜ ଶରୀର ବିରୁଦ୍ଧ ରେ ପାପ କରେ।
2 Thessalonians 2:10
ଯେଉଁ ଲୋକମାନେ ହଜିଯାଇଛନ୍ତି, ସମାନଙ୍କେୁ ଠକିବାକୁ ଏହି ମନ୍ଦବ୍ଯକ୍ତି ପ୍ରେତ୍ୟକକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସମାନେେ ସତ୍ଯକୁ ଭଲ ପାଇବା ପାଇଁ ଅସ୍ବୀକାର କଲେ, ଯାହା ଦ୍ବାର ସମାନେେ ଉଦ୍ଧାର ପାଇଥାନ୍ତେ।
2 Timothy 2:20
ଗୋଟିଏ ବଡ଼ ଘ ରେ ସୁନା ଓ ରୂପାଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ଯ ଥାଏ। କେତକେ ଜିନିଷ ବିଶଷେ ଉଦ୍ଦେଶ୍ଯ ପାଇଁ ବ୍ଯବହାର ହୁଏ। କେତକେ ଜିନିଷ ନୀଚ କାର୍ୟ୍ଯ ପାଇଁ ବ୍ଯବହାର ହୁଏ।
1 Corinthians 6:13
ଖାଦ୍ୟ ପଟେ ପାଇଁ ଓ ପଟେ ଖାଦ୍ୟ ପାଇଁ ଅଟେ। ଏ କଥା ଠିକ୍, କିନ୍ତୁ ପରମେଶ୍ବର ଏ ଦୁହିଁକୁ ନାଶ କରିବେ। ଶରୀର ୟୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି।
Psalm 81:11
କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।
Hosea 4:17
ଇଫ୍ରଯିମ ପ୍ରତିମା ପୂଜା ରେ ଯୋଗ ଦଇେଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡନ୍ତି।
Matthew 15:14
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।