ଗୀତସଂହିତା 88:13 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 88 ଗୀତସଂହିତା 88:13

Psalm 88:13
ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି। ମାେତେ ସାହାରା ଦିଅ। ପ୍ରେତ୍ୟକକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।

Psalm 88:12Psalm 88Psalm 88:14

Psalm 88:13 in Other Translations

King James Version (KJV)
But unto thee have I cried, O LORD; and in the morning shall my prayer prevent thee.

American Standard Version (ASV)
But unto thee, O Jehovah, have I cried; And in the morning shall my prayer come before thee.

Bible in Basic English (BBE)
But to you did I send up my cry, O Lord; in the morning my prayer came before you.

Darby English Bible (DBY)
But as for me, Jehovah, I cry unto thee, and in the morning my prayer cometh before thee.

Webster's Bible (WBT)
Shall thy wonders be known in the dark? and thy righteousness in the land of forgetfulness?

World English Bible (WEB)
But to you, Yahweh, I have cried. In the morning, my prayer comes before you.

Young's Literal Translation (YLT)
And I, unto Thee, O Jehovah, I have cried, And in the morning doth my prayer come before Thee.

But
unto
וַאֲנִ֤י׀waʾănîva-uh-NEE
thee
have
I
אֵלֶ֣יךָʾēlêkāay-LAY-ha
cried,
יְהוָ֣הyĕhwâyeh-VA
O
Lord;
שִׁוַּ֑עְתִּיšiwwaʿtîshee-WA-tee
morning
the
in
and
וּ֝בַבֹּ֗קֶרûbabbōqerOO-va-BOH-ker
shall
my
prayer
תְּֽפִלָּתִ֥יtĕpillātîteh-fee-la-TEE
prevent
תְקַדְּמֶֽךָּ׃tĕqaddĕmekkāteh-ka-deh-MEH-ka

Cross Reference

ଗୀତସଂହିତା 5:3
ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମାରେ ରବ ଶୁଣିବେ ଓ ତୁମ୍ଭ ଉଦ୍ଦେଶ୍ଯରେ ଆପଣା ପ୍ରାର୍ଥନା ସଜାଏ ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମାରେ ପ୍ରାର୍ଥନା ଶୁଣ।

ଗୀତସଂହିତା 30:2
ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କଲି ଓ ତହିଁରେ ତୁମ୍ଭେ ମାେତେ ସୁସ୍ଥ କରିଅଛ।

ଗୀତସଂହିତା 119:147
ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମୁଁ ତୁମ୍ଭ ବାକ୍ଯରେ ଭରସା କରେ।

ମାର୍କଲିଖିତ ସୁସମାଚାର 1:35
ତା'ପର ଦିନ ସକାଳେ ଯୀଶୁ ଶୀଘ୍ର ଉଠି ପଡିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡି ଗୋଟିଏ ନିଛାଟିଆ ଜାଗାକୁ ଚାଲିଗଲେ। ସଠାେରେ ସେ ପ୍ରାର୍ଥନା କଲେ।