Base Word
קָדַם
Short Definitionto project (one self), i.e., precede; hence, to anticipate, hasten, meet (usually for help)
Long Definitionto meet, come or be in front, confront, go before
Derivationa primitive root
International Phonetic Alphabetk’ɔːˈd̪ɑm
IPA modkɑːˈdɑm
Syllableqādam
Dictionkaw-DAHM
Diction Modka-DAHM
Usagecome (go, (flee)) before, disappoint, meet, prevent
Part of speechv

ଦିତୀୟ ବିବରଣ 23:4
କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।

ଦିତୀୟ ଶାମୁୟେଲ 22:6
କବରର ରଶି ମାରେ ଗ୍ଭରିପଟେ ଥିଲା। ମୃତକ୍ସ୍ଟ୍ଯର ଫାନ୍ଦ ମାହେର ସମ୍ମକ୍ସ୍ଟଖ ରେ ପଡିଥିଲା।

ଦିତୀୟ ଶାମୁୟେଲ 22:19
ମୁ ଯେତବେେଳେ ବିପଦ ରେ ପଡିଥିଲି ମାରେ ଶତୃମାନେ ମାେତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କରିବାକୁ ସଠାେରେ ଉପସ୍ଥିତ ଥିଲେ।

ଦିତୀୟ ରାଜାବଳୀ 19:32
ତେଣୁ ସଦାପ୍ରଭୁ ଅଶୂରୀଯ ରାଜା ବିଷଯ ରେ ଏହି କଥା କୁହନ୍ତି। ସେ ଏହି ନଗରକୁ ନଗର ରେ ତୀର ନିକ୍ଷପେ କରିବ ନାହିଁ। ସେ ଏହି ନଗର ବିରୁଦ୍ଧ ରେ ଢାଳ ଧରି ଆସିବ ନାହିଁ। ସେ ଏହି ନଗରକୁ ଆକ୍ରମଣ କରିବାକୁ ଗଡାଣିଆ ମଞ୍ଚ ନିର୍ମାଣ କରିବ ନାହିଁ।

ନିହିମିୟା 13:2
କାରଣ ସମାନେେ ଅନ୍ନଜଳ ନଇେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଭଟେିଲେ ନାହିଁ। କିନ୍ତୁ ଇଶ୍ରାୟେଲୀୟମାନଙ୍କୁ ଅଭିଶାପ ଦବୋ ପାଇଁ ସମାନେେ ବିଲିଯମକୁ ପାଉଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ବର ସହେି ଅଭିଶାପକୁ ଆଶୀର୍ବାଦ ରେ ପରିଣତ କଲେ।

ଆୟୁବ ପୁସ୍ତକ 3:12
କାହିଁକି ମାରେ ମା' ତାର ଆଣ୍ଠୁ ରେ ମାେତେ ବସାଇ ରଖିଲା ? ମାରେ ମା କାହିଁକି ମାେତେ ତା'ର ଛାତିରୁ ସ୍ତନ୍ଯପାନ କରାଇଲା ?

ଆୟୁବ ପୁସ୍ତକ 30:27
ମାରେ ଅନ୍ତନାଳୀ ଆଲୋଡିତ ହେଉଛି। ୟନ୍ତ୍ରଣାର ଶଷେ ନାହିଁ ଏବଂ ବର୍ତ୍ତମାନ ମାତ୍ର ୟନ୍ତ୍ରଣା ଆରମ୍ଭ ହାଇେଛି।

ଆୟୁବ ପୁସ୍ତକ 41:11
କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।

ଗୀତସଂହିତା 17:13
ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ୟାଇ ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ଯ କର। ତୁମ୍ଭେ ଆପଣା ଖଡ୍ଗ ପ୍ରଯୋଗ କରି ସହେି ଦୁଷ୍ଟ ଲୋକଙ୍କ କବଳରୁ ମାେତେ ଉଦ୍ଧାର କର।

ଗୀତସଂହିତା 18:5
କବରର ରାଶି ମାରେ ଚାରିଆଡ଼େ ଥିଲା, ମୃତ୍ଯୁର ୟନ୍ତା ମାେ ସମ୍ମୁଖରେ ଥିଲା।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்