Base Word
תְּפִלָּה
Short Definitionintercession, supplication; by implication, a hymn
Long Definitionprayer
Derivationfrom H6419
International Phonetic Alphabett̪ɛ̆.pɪlˈlɔː
IPA modtɛ̆.fiˈlɑː
Syllabletĕpillâ
Dictionteh-pil-LAW
Diction Modteh-fee-LA
Usageprayer
Part of speechn-f

ଦିତୀୟ ଶାମୁୟେଲ 7:27
ତକ୍ସ୍ଟମ୍ଭ ସକାେଶ, ସର୍ବଶକ୍ତିମାନ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ଏହା ମାେତେ ପ୍ରକାଶ କରିଛନ୍ତି। ତୁମ୍ଭେ କହିଲ, 'ମୁ ତୁମ୍ଭର ପରିବାରକକ୍ସ୍ଟ ମହାନ କରିବି।' ସେଥିପାଇଁ ମୁ ତୁମ୍ଭର ସବେକ, ଏହି ପ୍ରାର୍ଥନା କରିବାକୁ ତୁମ୍ଭକୁ ପ୍ରାର୍ଥନା କରୁଅଛି।

ପ୍ରଥମ ରାଜାବଳୀ 8:28
ତଥାପି ହେ ସଦାପ୍ରଭୁ, ମାେ ପରମେଶ୍ବର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବଦନେ କରୁଛି, ଯେ ହତେୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପ୍ରାର୍ଥନା ଓ ବିନତି ରେ ମନୋୟୋଗ କର।

ପ୍ରଥମ ରାଜାବଳୀ 8:28
ତଥାପି ହେ ସଦାପ୍ରଭୁ, ମାେ ପରମେଶ୍ବର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବଦନେ କରୁଛି, ଯେ ହତେୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପ୍ରାର୍ଥନା ଓ ବିନତି ରେ ମନୋୟୋଗ କର।

ପ୍ରଥମ ରାଜାବଳୀ 8:29
ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ' ମାରେ ନାମ' ସଠାେରେ ସମ୍ମାନ୍ବିତ ହବେ। ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିର ରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି।

ପ୍ରଥମ ରାଜାବଳୀ 8:38
ଯେତବେେଳେ ଏହା ଭିତରୁ କୌଣସି ଘଟଣା ଘଟେ ଏବଂ ଇଶ୍ରାୟେଲୀୟ ତୁମ୍ଭର ଯେ କୌଣସି ଲୋକ ତା'ର ନିଜର ପାପ ପାଇଁ ଦୁଃଖ କରେ ଏବଂ ସମାନଙ୍କେର ହାତ ଏହି ମନ୍ଦିର ଆଡକୁ ବଢଇେ ତୁମ୍ଭକୁ ପାର୍ଥନା କରନ୍ତି।

ପ୍ରଥମ ରାଜାବଳୀ 8:45
ସେତବେେଳେ ତୁମ୍ଭେ ତୁମ୍ଭ ନିବାସଭୂମି ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନଙ୍କେୁ ଫଳ ଦିଅ।

ପ୍ରଥମ ରାଜାବଳୀ 8:49
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଓ ବିନତି ଶୁଣ ଓ ସମାନଙ୍କେୁ ସମର୍ଥନ କର।

ପ୍ରଥମ ରାଜାବଳୀ 8:54
ଏହି ପ୍ରାର୍ଥନା କଲା ବେଳେ ରାଜା ଶଲୋମନ ୟଜ୍ଞବଦେୀ ସମ୍ମୁଖ ରେ ଆଣ୍ଠୁମାଡି ଓ ସ୍ବର୍ଗଆଡେ ହସ୍ତ ପ୍ରସାରଣ କଲେ। ତା'ପରେ ସେ ଛିଡା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ।

ପ୍ରଥମ ରାଜାବଳୀ 9:3
ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭଙ୍କୁ କଥା ଦଇେଅଛୁ ଯେ, ଆମ୍ଭର ଧ୍ଯାନ ଓ ପ୍ ରମେ ମନ୍ଦିର ପ୍ରତି ରହିବ।

ଦିତୀୟ ରାଜାବଳୀ 19:4
ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷଯ ରେ ମନ୍ଦକଥା କରିବାକୁ ତାଙ୍କର ସନୋଧ୍ଯକ୍ଷଙ୍କୁ ପଠାଇଲେ। ହାଇପୋ ରେ ସଦାପ୍ରଭୁ ଶୁଣିପାରନ୍ତି, ଯାହା ସନୋଧ୍ଯକ୍ଷ କହିଲା ଓ ଶତୃକୁ ଦଣ୍ତ ଦବେେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।'

Occurences : 77

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்