Psalm 132:11
ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
Psalm 132:11 in Other Translations
King James Version (KJV)
The LORD hath sworn in truth unto David; he will not turn from it; Of the fruit of thy body will I set upon thy throne.
American Standard Version (ASV)
Jehovah hath sworn unto David in truth; He will not turn from it: Of the fruit of thy body will I set upon thy throne.
Bible in Basic English (BBE)
The Lord gave a true oath to David, which he will not take back, saying, I will give your kingdom to the fruit of your body.
Darby English Bible (DBY)
Jehovah hath sworn [in] truth unto David; he will not turn from it: Of the fruit of thy body will I set upon thy throne;
World English Bible (WEB)
Yahweh has sworn to David in truth. He will not turn from it: "I will set the fruit of your body on your throne.
Young's Literal Translation (YLT)
Jehovah hath sworn truth to David, He turneth not back from it: Of the fruit of thy body, I set on the throne for thee.
| The Lord | נִשְׁבַּֽע | nišbaʿ | neesh-BA |
| hath sworn | יְהוָ֨ה׀ | yĕhwâ | yeh-VA |
| in truth | לְדָוִ֡ד | lĕdāwid | leh-da-VEED |
| David; unto | אֱמֶת֮ | ʾĕmet | ay-MET |
| he will not | לֹֽא | lōʾ | loh |
| turn | יָשׁ֪וּב | yāšûb | ya-SHOOV |
| from | מִ֫מֶּ֥נָּה | mimmennâ | MEE-MEH-na |
| fruit the Of it; | מִפְּרִ֥י | mippĕrî | mee-peh-REE |
| of thy body | בִטְנְךָ֑ | biṭnĕkā | veet-neh-HA |
| set I will | אָ֝שִׁ֗ית | ʾāšît | AH-SHEET |
| upon thy throne. | לְכִסֵּא | lĕkissēʾ | leh-hee-SAY |
| לָֽךְ׃ | lāk | lahk |
Cross Reference
ଦିତୀୟ ଶାମୁୟେଲ 7:12
ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:30
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।
ଗୀତସଂହିତା 110:4
ସଦାପ୍ରଭୁ ପ୍ରତିଜ୍ଞା କଲେ, ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ। ୟାଜକ ମଲ୍କୀଷଦକଙ୍କେ ପରି ତୁମ୍ଭେ ଅନନ୍ତକାଳୀନ ୟାଜକ ହବେ।
ଗୀତସଂହିତା 89:3
ତୁମ୍ଭେ କହିଲ, ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମାରେ ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
ଦିତୀୟ ବଂଶାବଳୀ 6:16
ବର୍ତ୍ତମାନ, ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ ; ତୁମ୍ଭେ କହିଲ, 'ଦାଉଦ, ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କରୁ ଜଣେ ସର୍ବଦା ମାେ ସମ୍ମୁଖ ରେ ଇଶ୍ରାୟେଲର ସିଂହାସନ ଉପରେ ବିରାଜମାନ ହବେ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତବେେ କବଳେ ଏହା ଘଟିବ। ତୁମ୍ଭେ ଯେପରି ମାରେ ଆଇନ୍ସବୁ ପାଳନ କରିଅଛ, ସହେିପରି ସମାନଙ୍କେୁ ମଧ୍ଯ ମାରେ ଆଇନ୍ ମାନିବାକୁ ପଡ଼ିବ।'
ଏବ୍ରୀମାନଙ୍କ ନିକଟକୁ ପତ୍ର 6:18
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
ଲୂକଲିଖିତ ସୁସମାଚାର 1:69
ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସବେକ ଦାଉଦଙ୍କ ପରିବାରରୁ ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦଇେଛନ୍ତି।
ଲୂକଲିଖିତ ସୁସମାଚାର 1:32
ସେ ମହାନ୍ ହବେେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ବରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ବର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ।
ଯିରିମିୟ 33:20
ସଦାପ୍ରଭୁ କହନ୍ତି, ଯଦି କହେି ଦିନରାତି ସହିତ ନିଯମ ଭଙ୍ଗ କରେ, ସେ ନିଯମିତ ଭାବରେ ଦଖାେ ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ।
ଗୀତସଂହିତା 89:37
ଏହା ଚନ୍ଦ୍ରପରି ଚିରଦିନ ଚାଲୁ ରହିବ। ଏହା ଆକାଶପରି ଚିରଦିନ ପାଇଁ ରହିବ।
ଗୀତସଂହିତା 89:35
ଆମ୍ଭେ ଆପଣା ପ୍ରବିତ୍ରତା ଦ୍ବାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶଷେ ପ୍ରତିଜ୍ଞା କରିଥିଲୁ। ତଣେୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଂଗ କରିବା ନାହିଁ।
ଗୀତସଂହିତା 89:33
ମାତ୍ର ସମାନଙ୍କେୁ ଦାଉଦଙ୍କ ପ୍ରମଠାରୁେ ବଞ୍ଚିତ କରିବା ନାହିଁ। ଆମ୍ଭେ ସମାନଙ୍କେ ପ୍ରତି ଚିରଦିନ ବିଶ୍ବସ୍ତ ରହିବା।
ପ୍ରଥମ ବଂଶାବଳୀ 17:11
ତୁମ୍ଭେ ଯେତବେେଳେ ମୃତ୍ଯୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ୟିବ, ସେତବେେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ଯରୁ ଜଣେ ନୂତନ ରାଜା ହବେ, ଏବଂ ଆମ୍ଭେ ତା'ର ରାଜ୍ଯକୁ ଶକ୍ତିଶାଳୀ କରିବା।
ପ୍ରଥମ ରାଜାବଳୀ 8:25
ତୁମ୍ଭେ ମାେ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, 'ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିଯମକୁ ଅନୁସରଣ କରୁଛ, ଯଦି ତୁମ୍ଭର ପୁତ୍ରମାନେ ସହେିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତବେେ ଇଶ୍ରାୟେଲ ସିଂହାସନ ରେ ତୁମ୍ଭ ବଂଶରୁ ସର୍ବଦା ଇଶ୍ରାୟେଲ ଉପରେ ରାଜ୍ଯ କରିବ। ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ତୁମ୍ଭର ସହେି ବାକ୍ଯ ଏବେ ସଫଳ କର।'
ଦିତୀୟ ଶାମୁୟେଲ 7:16
ତକ୍ସ୍ଟମ୍ଭ ପରିବାର ଓ ତକ୍ସ୍ଟମ୍ଭ ରାଜତ୍ବ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଅନନ୍ତକାଳ ସ୍ଥିରିକୃତ ହବେ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ହବେ।
ଦିତୀୟ ଶାମୁୟେଲ 7:14
ମୁ ତା'ର ପିତା ହବେି ଓ ସେ ମାରେ ପକ୍ସ୍ଟତ୍ର ହବେ। ଯେତବେେଳେ ସେ ପାପ କରେ ମୁ ତାକକ୍ସ୍ଟ ଦଣ୍ତ ଦବେି, ଯେପରି ଲୋକମାନେ ସମାନଙ୍କେର ପକ୍ସ୍ଟତ୍ରମାନଙ୍କୁ ଦଣ୍ତ ଦିଅନ୍ତି।
ପ୍ରଥମ ଶାମୁୟେଲ 15:29
ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ପରମେଶ୍ବର। ସଦାପ୍ରଭୁ ସବୁଦିନ ପାଇଁ ଏହିଠା ରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ଯକ୍ତି ନକ୍ସ୍ଟହଁନ୍ତି ଯେ କି ତାଙ୍କର ମତ ବଦଳାଇ ଦବେେ।