ହିତୋପଦେଶ 3:28 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 3 ହିତୋପଦେଶ 3:28

Proverbs 3:28
ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭକୁ କିଛି ପଦାର୍ଥ ମାଗେ ଏବଂ ତାହା ଯଦି ତୁମ୍ଭ ନିକଟରେ ଥାଏ ତବେେ ତାକୁ ସାଙ୍ଗେ ସାଙ୍ଗେ ଦିଅ। କାଲି ଆସ, ଏପରି କୁହ ନାହିଁ।

Proverbs 3:27Proverbs 3Proverbs 3:29

Proverbs 3:28 in Other Translations

King James Version (KJV)
Say not unto thy neighbour, Go, and come again, and to morrow I will give; when thou hast it by thee.

American Standard Version (ASV)
Say not unto thy neighbor, Go, and come again, And to-morrow I will give; When thou hast it by thee.

Bible in Basic English (BBE)
Say not to your neighbour, Go, and come again, and tomorrow I will give; when you have it by you at the time.

Darby English Bible (DBY)
Say not unto thy neighbour, Go, and come again, and to-morrow I will give, when thou hast it by thee.

World English Bible (WEB)
Don't say to your neighbor, "Go, and come again, Tomorrow I will give it to you," When you have it by you.

Young's Literal Translation (YLT)
Say not thou to thy friend, `Go, and return, and to-morrow I give,' And substance with thee.

Say
אַלʾalal
not
תֹּ֘אמַ֤רtōʾmarTOH-MAHR
unto
thy
neighbour,
לְרֵֽעֲיךָ֙׀lĕrēʿăykāleh-ray-uh-HA
Go,
לֵ֣ךְlēklake
and
come
again,
וָ֭שׁוּבwāšûbVA-shoov
morrow
to
and
וּמָחָ֥רûmāḥāroo-ma-HAHR
I
will
give;
אֶתֵּ֗ןʾettēneh-TANE
hast
thou
when
וְיֵ֣שׁwĕyēšveh-YAYSH
it
by
אִתָּֽךְ׃ʾittākee-TAHK

Cross Reference

ଲେବୀୟ ପୁସ୍ତକ 19:13
ତୁମ୍ଭମାନେେ ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରିବ ନାହିଁ ଓ ତାଙ୍କଠାରୁ ଚୋରି କରିବ ନାହିଁ। ପୁଣି ବତନଜେୀବିର ବତନେ ରାତ୍ରିଠାରୁ ସକାଳ ୟାଏ ତୁମ୍ଭ ପାଖ ରେ ରହିବ ନାହିଁ।

ଦିତୀୟ ବିବରଣ 24:12
ଧରାଯାଉ, ସେ ଜଣେ ଗରିବ ଲୋକ। ତବେେ ତୁମ୍ଭେ ତା'ର ବନ୍ଧକ ଦ୍ରବ୍ଯ ରଖିବା ପର୍ୟ୍ଯନ୍ତ ଶାଇେବା ଉଚିତ୍ ନକ୍ସ୍ଟହଁ।

ହିତୋପଦେଶ 27:1
କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ'ଣ ଘଟିବାକୁ ଯାଉଛି।

ଉପଦେଶକ 9:10
ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

ଉପଦେଶକ 11:6
ତୁମ୍ଭେ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ବୀଜ ବୁଣ ଏବଂ ତା'ପ ରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତ ରେ ବୀଜ ବୁଣ ଓ ସନ୍ଧ୍ଯା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳ ରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ଯା ରେ ବୁଣିଥିଲ କିଅବା ପ୍ରାଯ ଉଭୟ ଭଲ ବଢ଼ିବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:11
ତା' ହେଲେ ଯାଇ ତୁମ୍ଭମାନଙ୍କର କରିବା ତୁମ୍ଭମାନଙ୍କର ଇଚ୍ଛା କରିବା ସହିତ ସମାନ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ତହିଁରୁ ଦାନ କର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:3
କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ଯ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟ ରେ ଆମ୍ଭର ଯେଉଁ ଗର୍ବ ତାହା ବ୍ଯର୍ଥ ନ ହେଉ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:18
ଧନୀ ଲୋକମାନଙ୍କୁ କୁହ ଯେ ସମାନେେ ଭଲ କାମ କରନ୍ତୁ। ସମାନଙ୍କେୁ କୁହ ଯେ, ଭଲ କାମ କରିବା ରେ ସମାନେେ ଧନୀ ହୁଅନ୍ତୁ।