Base Word
אֵת
Short Definitionproperly, nearness (used only as a preposition or an adverb), near; hence, generally, with, by, at, among, etc
Long Definitionwith, near, together with
Derivationprobably from H0579
International Phonetic Alphabetʔet̪
IPA modʔet
Syllableʾēt
Dictionate
Diction Modate
Usageagainst, among, before, by, for, from, in(-to), (out) of, with
Part of speechprep

ଆଦି ପୁସ୍ତକ 4:1
ଯେତବେେଳେ ସହେି ମନୁଷ୍ଯ ତାଙ୍କର ସ୍ତ୍ରୀ ହବାଙ୍କ ସହିତ ସହବାସ କଲେ, ସେ ଗର୍ଭବତୀ ହେଲ ଏବଂ ଏକ ପୁତ୍ରକୁ ଜନ୍ମ ଦେଲେ, ଯାହାକୁ ସେ କଯିନ କହିଲେ। ହବା କହିଲେ, ସଦାପ୍ରଭୁଙ୍କ ସହାୟତା ରେ ମୁଁ ଏକ ମନୁଷ୍ଯ ଜନ୍ମ କରିଛି।

ଆଦି ପୁସ୍ତକ 5:22
ମଥୂଶଲହେ ଜନ୍ମ ନବୋ ପରେ ହନୋକ 300 ବର୍ଷ ପର୍ୟ୍ଯନ୍ତ ପରମେଶ୍ବରଙ୍କୁ ଅନୁସରଣ କଲେ। ଆହୁରି ମଧ୍ଯ ଅନ୍ୟ ପୁତ୍ର ଏବଂ କନ୍ଯାଗଣ ତାଙ୍କଠାରୁ ଜନ୍ମ ନେଲେ।

ଆଦି ପୁସ୍ତକ 5:24
ଦିନେ, ଯେ ତବେଳେ ହନୋକ ପରମେଶ୍ବରଙ୍କୁ ଅନୁସରଣ କରିଥିଲେ, ସେ ଅନ୍ତର୍ଧ୍ଯାନ ହେଲ, ଯେ ହତେୁ ତାଙ୍କୁ ପରମେଶ୍ବର ନଇଗେଲେ।

ଆଦି ପୁସ୍ତକ 6:9
ଏହା ନୋହର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ବରଙ୍କୁ ଅନୁସରଣ କରୁଥିଲେ।

ଆଦି ପୁସ୍ତକ 6:13
ତେଣୁ ପରମେଶ୍ବର ନୋରକୁ କହିଲେ, ସମସ୍ତ ଲୋକ ପୃଥିବୀକୁ କୋର୍ଧ ଓ ହିଂସା ରେ ଛାରଖାର କରି ଦେଲଣେି। ତେଣୁ ଆମ୍ଭେ ପୃଥିବୀ ସହିତ ସମାନଙ୍କେୁ ବିନଷ୍ଠ କରିବାା

ଆଦି ପୁସ୍ତକ 6:14
ତୁମ୍ଭେ ଗୋଫର କାଠର ଗୋଟିଏ ଜାହାଜ ନିର୍ମାଣ କର। ତା' ମଧିଅରେ ନାନା କଠାେରୀ ବନାଇ ତହିଁର ଭିତର ଓ ବାରାର ଝୁଣା ଦ୍ବାରା ଲପନେ କର।

ଆଦି ପୁସ୍ତକ 6:18
ମୁଁ ତୁମ୍ଭ ସହିତ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି କରିବି। ଏବଂ ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ।

ଆଦି ପୁସ୍ତକ 6:18
ମୁଁ ତୁମ୍ଭ ସହିତ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି କରିବି। ଏବଂ ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ।

ଆଦି ପୁସ୍ତକ 6:19
ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାରର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଂଗ ରେ ଧରି ଜାହାଜ ରେ ପ୍ରବେଶ କରିବ।

ଆଦି ପୁସ୍ତକ 7:7
ନୋହ ଏବଂ ତା'ର ପରିବାର ବନ୍ଯାରୁ ରକ୍ଷାପାଇବା ନିମିତ୍ତ ଜାହାଜ ମଧ୍ଯକୁ ଗଲେ। ଜାହାଜ ରେ ନୋହ, ତା'ର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ।

Occurences : 813

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்