Base Word
יֵשׁ
Short Definitionthere is or are (or any other form of the verb to be, as may suit the connection)
Long Definitionbeing, existence, substance, there is or are
Derivationperhaps from an unused root meaning to stand out, or exist; entity; used adverbially or as a copula for the substantive verb (H1961)
International Phonetic Alphabetjeʃ
IPA modjeʃ
Syllableyēš
Dictionyaysh
Diction Modyaysh
Usage(there) are, (he, it, shall, there, there may, there shall, there should) be, thou do, had, hast, (which) hath, (I, shalt, that) have, (he, it, there) is, substance, it (there) was, (there) were, ye will, thou wilt, wouldest
Part of speechprt

ଆଦି ପୁସ୍ତକ 18:24
ଯଦି ପଚାଶ ଜଣ ଧାର୍ମିକ ଲୋକ ସହେି ନଗର ରେ ଥାନ୍ତି, ତୁମ୍ଭେ କ'ଣ କରିବ?ତୁମ୍ଭେ କ'ଣ ସମ୍ପୁର୍ଣରୂପେ ସହେି ଦେଶକୁ ଧ୍ବଂସ କରିବ?ପଚ଼ାଶ ଜଣ ଧାର୍ମିକଙ୍କ ସକା ସେ କଣ ସହେି ସ୍ଥାନ ରକ୍ଷା ନକରି ସଂହାର କରିବେ?

ଆଦି ପୁସ୍ତକ 23:8
ଅବ୍ରହାମ ସମାନଙ୍କେୁ କହିଲେ, ଯଦି ତୁମ୍ଭମାନେେ ମାରେ ସ୍ତ୍ରୀ କବର ଦବୋପାଇଁ ସାହାୟ୍ଯ କରିବାକୁ ଚାହୁଁଥାଅ। ତବେେ ତୁମ୍ଭମାନେେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବଦନେ କର।

ଆଦି ପୁସ୍ତକ 24:23
ସହେି ଦାସଜଣଙ୍କ ପଚାରିଲେ, ତୁମ୍ଭ ବାପାଙ୍କର ନାମ କ'ଣ? ତୁମ୍ଭ ପିତାଙ୍କ ଗୃହ ରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?

ଆଦି ପୁସ୍ତକ 24:42
ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, 'ସଦାପ୍ରଭୁ ପରମେଶ୍ବର ମାରେ ପ୍ରଭୁ ଅବ୍ରହାମଙ୍କର ପରମେଶ୍ବର, ଦୟାକରି ମାରୟୋତ୍ରା ସଫଳ କରାଅ।

ଆଦି ପୁସ୍ତକ 24:49
ବର୍ତ୍ତମାନ ମାେତେ କୁହ, ତୁମ୍ଭେ କଣ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ହାଇେ ତୁମ୍ଭର କନ୍ଯାକୁ ଦବେ? କିମ୍ବା ତୁମ୍ଭେ କଣ ଫରୋଇଦବେ? ମାେତେ କୁହ ତବେେ ମୁଁ ଜାଣିବି କ'ଣ କରିବା ଉଚିତ।

ଆଦି ପୁସ୍ତକ 28:16
ଏହାପରେ ଯାକୁବ ନିଦ୍ରାରୁ ଉଠିଲା, ଏବଂ କହିଲେ, ମୁଁ ଜାଣେ ଯେ ସଦାପ୍ରଭୁ ଏହିଠା ରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠା ରେ ଥିଲେ ବୋଲି ଜାଣି ନଥିଲି।

ଆଦି ପୁସ୍ତକ 31:29
ତୁମ୍ଭକୁ ଆଘାତ କରିବା ପାଇଁ ମାରେ ଶକ୍ତି ଅଛି। କିନ୍ତୁ ଗତ ରାତି ରେ ତୁମ୍ଭ ପିତାଙ୍କର ପରମେଶ୍ବର ସ୍ବପ୍ନ ରେ ମାେତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ।

ଆଦି ପୁସ୍ତକ 33:9
କନ୍ତୁ ଏଲଷୗ କହିଲଲ, "ତୁମ୍ଭରସମାଲତ କିଛି ଉପହାରସଦବା ଦରକାର ନାହିଁ, ଭାଇସମା ପାଇଁ ବହୁତ ଅଛି।"

ଆଦି ପୁସ୍ତକ 33:11
ସତଣୁ ମୁଁ ବିନତୀ କରୁଛି ତୁମ୍ଲଭସମାର ଉପହାର ଗ୍ରହଣ କର। ପରଲମଶ୍ବରସମା ପ୍ରତି ସଦଯସହାଇଛନ୍ତି।ସମାର ଆବଶ୍ଯକତାଠାରୁ ଅଧିକ ପାଇଛି। ଯାକୁବ ଏଲଷୗକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲଲ।ସତଣୁସସସସଗୁଡ଼ିକୁ ଗ୍ରହଣ କଲଲ।

ଆଦି ପୁସ୍ତକ 39:4
ପୋଟୀଫର ଯୋଷଫେକୁ ପାଇ ବହୁତ ଖୁସି ହେଲେ। ସେ ଯୋଷଫେକୁ ଆପଣାର ଗୃହାଧ୍ଯକ୍ଷ କରି ତାଙ୍କର ରସ୍ତ ରେ ସର୍ବସ୍ବ ସମର୍ପଣ କଲେ।

Occurences : 138

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்