ହିତୋପଦେଶ 24:22 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 24 ହିତୋପଦେଶ 24:22

Proverbs 24:22
କାରଣ ସମାନଙ୍କେର ହଠାତ୍ ବିପଦ ଘଟିବ। ତୁମ୍ଭେ ଜାଣ ନାହିଁ ସଦାପ୍ରଭୁ ଏବଂ ରାଜା ସମାନଙ୍କେର ଶତ୍ରୁମାନଙ୍କ ପାଇଁ କି ବିପଦ ଆଣନ୍ତି।

Proverbs 24:21Proverbs 24Proverbs 24:23

Proverbs 24:22 in Other Translations

King James Version (KJV)
For their calamity shall rise suddenly; and who knoweth the ruin of them both?

American Standard Version (ASV)
For their calamity shall rise suddenly; And the destruction from them both, who knoweth it?

Bible in Basic English (BBE)
For their downfall will come suddenly; and who has knowledge of the destruction of those in high positions?

Darby English Bible (DBY)
For their calamity shall rise suddenly; and who knoweth the ruin of them both?

World English Bible (WEB)
For their calamity will rise suddenly; The destruction from them both--who knows?

Young's Literal Translation (YLT)
For suddenly doth their calamity rise, And the ruin of them both -- who knoweth!

For
כִּֽיkee
their
calamity
פִ֭תְאֹםpitʾōmFEET-ome
shall
rise
יָק֣וּםyāqûmya-KOOM
suddenly;
אֵידָ֑םʾêdāmay-DAHM
who
and
וּפִ֥ידûpîdoo-FEED
knoweth
שְׁ֝נֵיהֶ֗םšĕnêhemSHEH-nay-HEM
the
ruin
מִ֣יmee
of
them
both?
יוֹדֵֽעַ׃yôdēaʿyoh-DAY-ah

Cross Reference

ଗଣନା ପୁସ୍ତକ 16:31
ମାଶାେ ତାଙ୍କର ଏହି ବକ୍ତବ୍ଯ ଶଷେ କରିବା ମାତ୍ ରେ ସମାନଙ୍କେ ଅଧଃସ୍ଥ ଭୂମି ଫାଟିଗଲା।

ପ୍ରଥମ ଶାମୁୟେଲ 31:1
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।

ଦିତୀୟ ଶାମୁୟେଲ 18:7
ସଠାେରେ ଇଶ୍ରାୟେଲୀୟ ଲୋକମାନେ ଦାଉଦଙ୍କ ସୈନ୍ଯମାନଙ୍କ ଆଗ ରେ ପରାସ୍ତ ହେଲେ ଓ ସହେିଦିନ ସଠାେରେ ବହକ୍ସ୍ଟତ କ୍ଷତି ହେଲା ଏବଂ 20 ,000 ଲୋକ ସଠାେରେ ମୃତକ୍ସ୍ଟ୍ଯବରଣ କଲେ।

ଦିତୀୟ ବଂଶାବଳୀ 13:16
ଇଶ୍ରାୟେଲର ଲୋକମାନେ ଯିହୁଦାର ଲୋକମାନଙ୍କଠାରୁ ପଳାଯନ କଲେ। ପରମେଶ୍ବର ଇଶ୍ରାୟେଲର ସୈନ୍ଯଗଣଙ୍କୁ ପରାସ୍ତ କରିବା ନିମନ୍ତେ ଯିହୁଦାର ସୈନ୍ଯଦଳକୁ ଆଗଇେ ନେଲେ।

ଗୀତସଂହିତା 90:11
କୌଣସି ଲୋକ ବାସ୍ତବରେ ତୁମ୍ଭର କୋର୍ଧ ଦୂରତା ଜାଣନ୍ତି ନାହିଁ। କିନ୍ତୁ ତୁମ୍ଭର କୋର୍ଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।

ହିତୋପଦେଶ 16:14
ରାଜାଙ୍କର କୋରଧ ମୃତ୍ଯୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।

ହିତୋପଦେଶ 20:2
ରାଜାଙ୍କର ରାଗ ସିଂହର ଗର୍ଜ୍ଜନ ପରି, ଯେ ତାଙ୍କର କୋରଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।

ହୋଶେୟ 5:11
ଇଫ୍ରଯିମ ଦଣ୍ତିତ ହବେ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହାଇଯେିବ। କାହିଁକି? କାରଣ ସେ କଳୁଷିତ ପଛ ରେ ଅନୁସରଣ କରିବାକୁ ସ୍ଥିର କରିଛି।

ହୋଶେୟ 13:10
ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗର ରେ ସେ ତୁମ୍ଭମାନଙ୍କୁ ରକ୍ଷା କରିପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାଁନ୍ତି? ତୁମ୍ଭମାନେେ ସମାନଙ୍କେୁ ଏହା କହି ମାଗିଥିଲ, 'ଆମ୍ଭକୁ ଜଣେ ରାଜା ଓ ନତେୃମଣ୍ତଳୀ ଦିଅ।'