Base Word
פִּתְאוֹם
Short Definitioninstantly
Long Definition(adv) suddenly, surprisingly
Derivationor פִּתְאֹם; from H6621
International Phonetic Alphabetpɪt̪ˈʔom
IPA modpitˈʔo̞wm
Syllablepitʾôm
Dictionpit-OME
Diction Modpeet-OME
Usagestraightway, sudden(-ly)
Part of speechadv

ଗଣନା ପୁସ୍ତକ 6:9
ଆଉ ଯଦି ନାସରୀଯ ବ୍ରତ ପାଳନ କରୁଥିବା ବ୍ଯକ୍ତିର ନିକଟରେ ରହୁଥିବା ବ୍ଯକ୍ତି ମ ରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତବେେ ସେ େଶୗଚ ଦିନ ରେ ଆପଣା ମସ୍ତକ ଲଣ୍ତା କରିବ।

ଗଣନା ପୁସ୍ତକ 12:4
ହଠାତ୍ ସଦାପ୍ରଭୁ ମାଶାଙ୍କେୁ, ହାରୋଣଙ୍କୁ, ମରିଯମଙ୍କୁ କହିଲେ, ତୁମ୍ଭେ ତିନିଜଣ ବାହାର ହାଇେ ସମାଗମ ତମ୍ବୁ ନିକଟକୁ ଆସ।

ଯିହୋଶୂୟ 10:9
ତେଣୁ ଯିହାଶୂେୟ ସୈନ୍ଯମାନଙ୍କ ସହିତ ଅଗ୍ରସର ହାଇେ ଅକସ୍ମାତ ସମାନଙ୍କେୁ ଗିଲ୍ଗଲରକ୍ସ୍ଟ ରାତ୍ରିସାରା ଆକ୍ରମଣ କଲେ।

ଯିହୋଶୂୟ 11:7
ଏହାପରେ ୟିହୋଶୂଯ ଏବଂ ତାଙ୍କର ସମସ୍ତ ସୈନ୍ଯବାହିନୀ ସହିତ ଆସି ହଠାତ୍ ମରେୋମ୍ ନଦୀ କୂଳ ରେ ସମାନଙ୍କେୁ ଆକ୍ରମଣ କଲେ।

ଦିତୀୟ ବଂଶାବଳୀ 29:36
ପରମେଶ୍ବର ତାଙ୍କର ଲୋକମାନଙ୍କ ନିମନ୍ତେ ଯେଉଁସବୁ ବିଷଯ ପ୍ରସ୍ତୁତ କରିଥିଲେ, ସେଥିନିମନ୍ତେ ହିଜକିଯ ଓ ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଆଉ ସେ ତାହା ଏତେ ଶୀଘ୍ର କଲେ, ଯେ ସେଥିନିମନ୍ତେ ସମାନେେ ଆନନ୍ଦିତ ଥିଲେ।

ଆୟୁବ ପୁସ୍ତକ 5:3
ମୁଁ ଜଣେ ଏପରି ନିର୍ବୋଧ ଲୋକକୁ ଦେଖିଛି ୟିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।

ଆୟୁବ ପୁସ୍ତକ 9:23
ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ଯକ୍ତି ପ୍ରାଣ ହରାଏ, ପରମେଶ୍ବର କ'ଣ ନିର୍ଦ୍ ଦୋଷର ମୃତ୍ଯୁ ରେ କବଳେ ହସି ପାରିବେ ?

ଆୟୁବ ପୁସ୍ତକ 22:10
ବୋଧହୁଏ ସେଥିପାଇଁ ତୁମ୍ଭ ଚାରି କଡ଼ ରେ ଫାନ୍ଦ ବସାୟାଇଛି ଓ ହଠାତ୍ ବିପଦ ପଡ଼ିବାରୁ ତୁମ୍ଭେ ଭୟଭୀତ ହାଇେ ପଡ଼ିଛ।

ଗୀତସଂହିତା 64:4
ହଠାତ୍ ଭାବରେ ସମାନଙ୍କେର ଲୁଚିବା ସ୍ଥାନରୁ ସମାନେେ ସମାନଙ୍କେର ତୀରଗୁଡ଼ିକ ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷପେ କରନ୍ତି।

ଗୀତସଂହିତା 64:7
କିନ୍ତୁ ହଠାତ୍ ଭାବରେ ପରମେଶ୍ବର ତାଙ୍କର ତୀର ନିକ୍ଷପେ କରିବେ ଏବଂ ଦୁଷ୍ଟମାନେ ଆଘାତ ହବେେ।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்