Base Word
אֵיד
Short Definitionoppression; by implication misfortune, ruin
Long Definitiondistress, burden, calamity
Derivationfrom the same as H0181 (in the sense of bending down)
International Phonetic Alphabetʔei̯d̪
IPA modʔei̯d
Syllableʾêd
Dictionade
Diction Modade
Usagecalamity, destruction
Part of speechn-m

ଦିତୀୟ ବିବରଣ 32:35
ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'

ଦିତୀୟ ଶାମୁୟେଲ 22:19
ମୁ ଯେତବେେଳେ ବିପଦ ରେ ପଡିଥିଲି ମାରେ ଶତୃମାନେ ମାେତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କରିବାକୁ ସଠାେରେ ଉପସ୍ଥିତ ଥିଲେ।

ଆୟୁବ ପୁସ୍ତକ 18:12
ଖରାପ ବିଷଯ ତା' ପାଇଁ ଭୋକିଲା ଅଛି। ଧ୍ବଂସ ବିଧ୍ବସ୍ତ ତା' ପାଇଁ ପ୍ରସ୍ତୁତ ଅଛନ୍ତି ସେ ଯେତବେେଳେ ପଡ଼ିବ।

ଆୟୁବ ପୁସ୍ତକ 21:17
ପରମେଶ୍ବର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି। ଦୁଷ୍ଟ ଲୋକେ କେତେଥର ବିପଦ ରେ ପଡ଼ନ୍ତି। କେତେ ଥର ସମାନେେ ପରମେଶ୍ବରଙ୍କ କୋର୍ଧର ଶିକାର ହାଇେ ଦଣ୍ଡ ପାଆନ୍ତି।

ଆୟୁବ ପୁସ୍ତକ 21:30
ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ୟାଆନ୍ତି। ପରମେଶ୍ବର ରାଗ କଲେ ବି ସମାନେେ ବର୍ତ୍ତି ୟାଆନ୍ତି।

ଆୟୁବ ପୁସ୍ତକ 30:12
ସମାନେେ ମାରେ ଡ଼ାହାଣ ପଟରୁ ଆକ୍ରମଣ କରନ୍ତି। ସମାନେେ ମାରେ ପାଦକୁ ମାଠାରୁେ ଠଲେି ଦିଅନ୍ତି ଯାହା ମୁଁ ଗୋଟିଏ ଆକ୍ରାନ୍ତ ହାଇେଥିବା ସହର ମାେ ପାଚରେୀ ବିରୁଦ୍ଧ ରେ ସମାନେେ ମାଟିର ମଞ୍ଚ ନିର୍ମାଣ କରନ୍ତି।

ଆୟୁବ ପୁସ୍ତକ 31:3
ପରମେଶ୍ବର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସମାନଙ୍କେ ପ୍ରତି ପରମେଶ୍ବର ବିପତ୍ତି ସୃଷ୍ଟି କରନ୍ତି।

ଆୟୁବ ପୁସ୍ତକ 31:23
କିନ୍ତୁ ସହେିସବୁ କଦର୍ୟ୍ଯ କାମ ଭିତରୁ କୌଣସି ମୁଁ କବେେ କରି ନାହିଁ। ପରମେଶ୍ବରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ। ତାଙ୍କର ମହିମା ମାେତେ ଭୟଭୀତ କରେ।

ଗୀତସଂହିତା 18:18
ମୁଁ ବିପଦରେ ପଡ଼ିଥିଲି ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କରିବାକୁ ସଠାେରେ ଉପସ୍ଥିତ ହେଲେ।

ହିତୋପଦେଶ 1:26
ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்