Mark 6

fullscreen17 ନିଜେ େ ହରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ଯମାନଙ୍କୁ ଆଦେଶ ଦଇେଥିଲେ। ଯୋହନଙ୍କୁ କାରାଗାର ରେ ରଖାଯାଇଥିଲା। େ ହରୋଦ ତାହାଙ୍କ ସ୍ତ୍ରୀ େ ହରୋଦିଆଙ୍କୁ ଖୁସି କରିବା ପାଇଁ ଏହା କରିଥିଲେ। ପ୍ରଥମେ େ ହରୋଦିଆ େ ହରୋଦଙ୍କ ଭାଇ ଫିଲିପ୍ସଙ୍କ ସ୍ତ୍ରୀ ଥିଲେ। ପରେ େ ହରୋଦ ତାହାଙ୍କୁ ବିବାହ କରିଥିଲେ।

fullscreen18 ଯୋହନ ହରେୋଦଙ୍କୁ କହିଥିଲେ, ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।

fullscreen19 ତେଣୁ େ ହରୋଦିଆ ଯୋହନଙ୍କୁ ଶତୃ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ଯା କରିବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିପାଇଁ ହରେୋଦଙ୍କୁ ପ୍ରବର୍ତ୍ତାଇବା ରେ ଅସଫଳ ହାଇେଥିଲେ।

fullscreen20 ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।

fullscreen21 କିଛି ଦିନ ପରେ େ ହରୋଦଙ୍କ ଜନ୍ମ ଦିନ ରେ ଯୋହନଙ୍କ ମୃତ୍ଯୁ ଘଟାଇବା ପାଇଁ ହରେୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସନୋପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ଯକ୍ତିମାନଙ୍କୁ େ ହରୋଦ ରାତ୍ରି ସମୟରେ ଭୋଜି ଦେଉଥାନ୍ତି।

fullscreen22 ହରୋଦିଙ୍କ ଝିଅ ଭିତରକୁ ଆସି ନାଚିଲା। ତା ନାଚ ରେ ଅତିଥିଗଣ ଓ ନିଜେ େ ହରୋଦ ବହୁତ ଖୁସି ହେଲେ।

fullscreen23 େ ହରୋଦ ଶପଥ ପୂର୍ବକ ମଧ୍ଯ କହିଲେ, ତୁ ଯାହା ମାଗିବୁ ମୁଁ ତୋତେ ତାହା ଦବେି। ଏପରିକି ମୁଁ ମାେ ରାଜ୍ଯର ଅଧା ଭାଗ ତୋତେ ଦଇପୋ ରେ।

fullscreen24 ଝିଅଟି ତା ମାଆ ପାଖକୁ ଯାଇ ପଚାରିଲା, ରାଜା େ ହରୋଦଙ୍କୁ ମୁଁ କ'ଣ ମାଗିବି?

fullscreen25 ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଚାଲି ଗଲା। ସେ ରାଜାଙ୍କୁ କହିଲା, ମାେତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳି ରେ ରଖି ବର୍ତ୍ତମାନ ଦିଅ।

fullscreen26 ରାଜା େ ହରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦବୋକୁ ଶପଥ କି ସାରିଥିଲେ। ସଠାେରେ େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ହରେୋଦଙ୍କ ଶପଥ ବିଷୟ ରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦବୋ ପାଇଁ ହରେୋଦ ମନା କରିବାକୁ ଇଚ୍ଛା କଲେ ନାହିଁ।

fullscreen27 ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।

fullscreen28 ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।

fullscreen29 ଏହି ସବୁ ଘଟଣା ଯୋହନଙ୍କ ଶିଷ୍ଯମାନେ ଶୁଣିଲେ। ସମାନେେ ଆସି ଯୋହନଙ୍କ ମୃତ ଶରୀରକୁ ନଇେ କବର ଦେଲେ।

fullscreen30 ଯେଉଁ ପ୍ ରରେିତମାନଙ୍କୁ ଯୀଶୁ ପଠାଇଥିଲେ, ସମାନେେ ଫରେି ଆସିଲେ। ସମାନେେ ଯୀଶୁଙ୍କ ଚାରିପଟେ ଏକାଠି ହାଇେ, ସମାନେେ ଯାହା ସବୁ କରିଥିଲେ ଓ ଲୋକଙ୍କୁ ଯାହା ସବୁ ଶିକ୍ଷା ଦଇେଥିଲେ, ସେ ସବୁ ତାହାଙ୍କୁ କହିଲେ।

fullscreen31 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ବହୁତ ଗହଳି ସ୍ଥାନ ରେ ଥିଲେ। ସଠାେରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେରେ ଖାଇବାକୁ ମଧ୍ଯ ଟିକିଏ ସମୟ ପାଉ ନଥିଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେ ମାେ ସହିତ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲ ଓ ସଠାେରେ ଆମ୍ଭେ ଟିକେ ବିଶ୍ରାମ ନବୋ।

fullscreen32 ତେଣୁ ସମାନେେ ଗୋଟିଏ ଡଙ୍ଗା ରେ ବସି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲିଗଲେ।

fullscreen33 କିନ୍ତୁ ବହୁତ ଲୋକ ସମାନଙ୍କେୁ ଚାଲି ଯାଉ ଥିବାର ଦେଖିଲେ ଓ ଚିହ୍ନି ମଧ୍ଯ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳ ପଥ ଦଇେ ଯୀଶୁଙ୍କ ଯାଉଥିବା ସ୍ଥାନ ରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସମାନେେ ସଠାେରେ ପହଞ୍ଚିଗଲେ।

fullscreen34 ଯୀଶୁ ଯେତବେେଳେ ସଠାେରେ ପହନ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସମାନଙ୍କେ ପାଇଁ ଦୁଃଖ ଅନୁଭବ କଲେ। କାରଣ ସମାନେେ ମଷେପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସମାନଙ୍କେୁ ଅନକେ ଉପଦେଶ ଦେଲେ।

fullscreen35 ସେତବେେଳକେୁ ଦିନ ଗଡି ଯାଇଥିଲା। ତେଣୁ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସି କହିଲେ, ଏହା ଗୋଟିଏ ଜନଶୂନ୍ଯ ଜାଗା। ଦିନ ଗଡିଗଲାଣି।

fullscreen36 ତେଣୁ ଲୋକମାନଙ୍କୁ ଆଖ-ପାଖ ପଲ୍ଲୀ ଓ ଗାଁଗୁଡିକୁ ପଠାଅ। ତା' ହେଲେ ସଠାେକୁ ଯାଇ ସମାନେେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।

fullscreen37 ଯୀଶୁ କିନ୍ତୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମାନଙ୍କେୁ ଖାଇବାକୁ ଦିଅ।

fullscreen38 ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଯାଇ ଦେଖ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?

fullscreen39 ଯୀଶୁ ଆଜ୍ଞା ଦେଲେ, ଲୋକମାନଙ୍କୁ ପଡିଆର ସବୁଜ ଘାସ ଉପରେ ଦଳ-ଦଳ କରି ବ ସଇେ ଦିଅ।

fullscreen40 ଲୋକମାନେ ପ୍ରତି ଦଳ ରେ ପଚାଶ-ପଚାଶ ବା ଶ ହେ-ଶ ହେ ହାଇବେସିଗଲେ।

fullscreen41 ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।

fullscreen42 ସମସ୍ତେ ପୁରା ପଟେ ଖାଇ ତୃପ୍ତ ହେଲେ।

fullscreen43 ସମସ୍ତେ ଖାଇ ସାରିବା ପରେ ଶିଷ୍ଯମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡିକୁ ବାରଟି ଟୋକଇେ ରେ ସଂପୂର୍ଣ୍ଣ କରି ଭର୍ତ୍ତି କଲେ।

fullscreen44 ଯେଉଁମାନେ ରୋଟୀ ଖାଇଥିଲେ ସମାନଙ୍କେ ମଧିଅରେ କବଳେ ପୁରୁଷଙ୍କ ସଂଖ୍ଯା ପାଞ୍ଚ ହଜାର ଥିଲା।

fullscreen45 ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍‌ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।

fullscreen46 ଯୀଶୁ ଲୋକମାନଙ୍କୁ ବିଦାୟ ଦବୋ ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ଯ ରେ ପାହାଡ ଉପରକୁ ଗଲେ।

fullscreen47 ସନ୍ଧ୍ଯା ହବୋ ପରେ ମଧ୍ଯ ଡଙ୍ଗାଟି ହ୍ରଦ ମଝି ରେ ଥିଲା ଓ ଯୀଶୁ ସ୍ଥଳ ଭାଗ ରେ ଏକୁଟିଆ ଥିଲେ।

fullscreen48 ଯୀଶୁ ଦେଖିଲେ ଯେ ଶିଷ୍ଯମାନଙ୍କୁ ଡଙ୍ଗା ରେ ଆହୁଲା ମାରିବା ପାଇଁ ବଡ ଅସୁବିଧା ହେଉଛି। କାରଣ ସେତବେେଳେ ପବନ ତାହାଙ୍କର ବିପରୀତ ଦିଗ ରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତ ରେ ଯୀଶୁ ହ୍ରଦ ଉପରେ ଚାଲି ଚାଲି ଶିଷ୍ଯମାନଙ୍କ ପାଖକୁ ଆସିଲେ। ସେ ଶିଷ୍ଯମାନଙ୍କ ପାଖ ଦଇେ ଯେତବେେଳେ ଆଗଇେ ୟିବା ଉପରେ,

fullscreen49 ସେତବେେଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲୁଥିବାର ତେଖି ତାହାଙ୍କୁ ଭୂତ ବୋଲି ଭାବି ନେଲେ। ସମାନେେ ଚିତ୍କାର କରିବାକୁ ଲାଗିଲେ।

fullscreen50 ସମସ୍ତ ଶିଷ୍ଯମାନେ ଯମେିତି ତାହାଙ୍କୁ ଦେଖିଲେ ସମାନେେ ଡରିଗଲେ। ଯୀଶୁ ତୁରନ୍ତ ସମାନଙ୍କେୁ କହିଲେ, ସାହାସ ଧର। ଇଏ ମୁଁ, ଭୟ କର ନାହିଁ।

fullscreen51 ତା'ପରେ ସେ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଚଢିଗଲେ। ପବନ ବନ୍ଦ ହାଇଗେଲା। ଏଥି ରେ ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ।

fullscreen52 ସମାନେେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ୟ୍ଯକାର୍ୟ୍ଯକୁ ବୁଝି ପାରି ନଥିଲେ। ସମାନଙ୍କେ ବୁଦ୍ଧି ଜଡ ହାଇଯୋଇଥିଲା।

fullscreen53 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ହ୍ରଦପାରି ହାଇେ ଗିନ୍ନସରେତ୍ ରେ ପହନ୍ଚିଲେ। ସମାନେେ ଡଙ୍ଗାଟି ସଠାେରେ ବାନ୍ଧି ଦେଲେ।

fullscreen54 ଡଙ୍ଗାରୁ ଓହ୍ଲଇେ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ।

fullscreen55 ତା'ପରେ ସମାନେେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦବୋ ପାଇଁ ସେ ଅଞ୍ଚଳର ପ୍ରେତ୍ୟକକ ସ୍ଥାନକୁ ଦୌଡି ଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସଠାେରେ ଖବର ବ୍ଯାପିଗଲା ଓ ସଠାେକୁ ଲୋକମାନେ ରୋଗୀମାନଙ୍କୁ ଖଟିଆ ରେ ନଇେ ଆସିଲେ।

17 For Herod himself had sent forth and laid hold upon John, and bound him in prison for Herodias’ sake, his brother Philip’s wife: for he had married her.

18 For John had said unto Herod, It is not lawful for thee to have thy brother’s wife.

19 Therefore Herodias had a quarrel against him, and would have killed him; but she could not:

20 For Herod feared John, knowing that he was a just man and an holy, and observed him; and when he heard him, he did many things, and heard him gladly.

21 And when a convenient day was come, that Herod on his birthday made a supper to his lords, high captains, and chief estates of Galilee;

22 And when the daughter of the said Herodias came in, and danced, and pleased Herod and them that sat with him, the king said unto the damsel, Ask of me whatsoever thou wilt, and I will give it thee.

23 And he sware unto her, Whatsoever thou shalt ask of me, I will give it thee, unto the half of my kingdom.

24 And she went forth, and said unto her mother, What shall I ask? And she said, The head of John the Baptist.

25 And she came in straightway with haste unto the king, and asked, saying, I will that thou give me by and by in a charger the head of John the Baptist.

26 And the king was exceeding sorry; yet for his oath’s sake, and for their sakes which sat with him, he would not reject her.

27 And immediately the king sent an executioner, and commanded his head to be brought: and he went and beheaded him in the prison,

28 And brought his head in a charger, and gave it to the damsel: and the damsel gave it to her mother.

29 And when his disciples heard of it, they came and took up his corpse, and laid it in a tomb.

30 And the apostles gathered themselves together unto Jesus, and told him all things, both what they had done, and what they had taught.

31 And he said unto them, Come ye yourselves apart into a desert place, and rest a while: for there were many coming and going, and they had no leisure so much as to eat.

32 And they departed into a desert place by ship privately.

33 And the people saw them departing, and many knew him, and ran afoot thither out of all cities, and outwent them, and came together unto him.

34 And Jesus, when he came out, saw much people, and was moved with compassion toward them, because they were as sheep not having a shepherd: and he began to teach them many things.

35 And when the day was now far spent, his disciples came unto him, and said, This is a desert place, and now the time is far passed:

36 Send them away, that they may go into the country round about, and into the villages, and buy themselves bread: for they have nothing to eat.

37 He answered and said unto them, Give ye them to eat. And they say unto him, Shall we go and buy two hundred pennyworth of bread, and give them to eat?

38 He saith unto them, How many loaves have ye? go and see. And when they knew, they say, Five, and two fishes.

39 And he commanded them to make all sit down by companies upon the green grass.

40 And they sat down in ranks, by hundreds, and by fifties.

41 And when he had taken the five loaves and the two fishes, he looked up to heaven, and blessed, and brake the loaves, and gave them to his disciples to set before them; and the two fishes divided he among them all.

42 And they did all eat, and were filled.

43 And they took up twelve baskets full of the fragments, and of the fishes.

44 And they that did eat of the loaves were about five thousand men.

45 And straightway he constrained his disciples to get into the ship, and to go to the other side before unto Bethsaida, while he sent away the people.

46 And when he had sent them away, he departed into a mountain to pray.

47 And when even was come, the ship was in the midst of the sea, and he alone on the land.

48 And he saw them toiling in rowing; for the wind was contrary unto them: and about the fourth watch of the night he cometh unto them, walking upon the sea, and would have passed by them.

49 But when they saw him walking upon the sea, they supposed it had been a spirit, and cried out:

50 For they all saw him, and were troubled. And immediately he talked with them, and saith unto them, Be of good cheer: it is I; be not afraid.

51 And he went up unto them into the ship; and the wind ceased: and they were sore amazed in themselves beyond measure, and wondered.

52 For they considered not the miracle of the loaves: for their heart was hardened.

53 And when they had passed over, they came into the land of Gennesaret, and drew to the shore.

54 And when they were come out of the ship, straightway they knew him,

55 And ran through that whole region round about, and began to carry about in beds those that were sick, where they heard he was.

Mark 6 in Tamil and English

17 ନିଜେ େ ହରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ଯମାନଙ୍କୁ ଆଦେଶ ଦଇେଥିଲେ। ଯୋହନଙ୍କୁ କାରାଗାର ରେ ରଖାଯାଇଥିଲା। େ ହରୋଦ ତାହାଙ୍କ ସ୍ତ୍ରୀ େ ହରୋଦିଆଙ୍କୁ ଖୁସି କରିବା ପାଇଁ ଏହା କରିଥିଲେ। ପ୍ରଥମେ େ ହରୋଦିଆ େ ହରୋଦଙ୍କ ଭାଇ ଫିଲିପ୍ସଙ୍କ ସ୍ତ୍ରୀ ଥିଲେ। ପରେ େ ହରୋଦ ତାହାଙ୍କୁ ବିବାହ କରିଥିଲେ।
For Herod himself had sent forth and laid hold upon John, and bound him in prison for Herodias’ sake, his brother Philip’s wife: for he had married her.

18 ଯୋହନ ହରେୋଦଙ୍କୁ କହିଥିଲେ, ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।
For John had said unto Herod, It is not lawful for thee to have thy brother’s wife.

19 ତେଣୁ େ ହରୋଦିଆ ଯୋହନଙ୍କୁ ଶତୃ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ଯା କରିବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିପାଇଁ ହରେୋଦଙ୍କୁ ପ୍ରବର୍ତ୍ତାଇବା ରେ ଅସଫଳ ହାଇେଥିଲେ।
Therefore Herodias had a quarrel against him, and would have killed him; but she could not:

20 ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।
For Herod feared John, knowing that he was a just man and an holy, and observed him; and when he heard him, he did many things, and heard him gladly.

21 କିଛି ଦିନ ପରେ େ ହରୋଦଙ୍କ ଜନ୍ମ ଦିନ ରେ ଯୋହନଙ୍କ ମୃତ୍ଯୁ ଘଟାଇବା ପାଇଁ ହରେୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସନୋପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ଯକ୍ତିମାନଙ୍କୁ େ ହରୋଦ ରାତ୍ରି ସମୟରେ ଭୋଜି ଦେଉଥାନ୍ତି।
And when a convenient day was come, that Herod on his birthday made a supper to his lords, high captains, and chief estates of Galilee;

22 ହରୋଦିଙ୍କ ଝିଅ ଭିତରକୁ ଆସି ନାଚିଲା। ତା ନାଚ ରେ ଅତିଥିଗଣ ଓ ନିଜେ େ ହରୋଦ ବହୁତ ଖୁସି ହେଲେ।
And when the daughter of the said Herodias came in, and danced, and pleased Herod and them that sat with him, the king said unto the damsel, Ask of me whatsoever thou wilt, and I will give it thee.

23 େ ହରୋଦ ଶପଥ ପୂର୍ବକ ମଧ୍ଯ କହିଲେ, ତୁ ଯାହା ମାଗିବୁ ମୁଁ ତୋତେ ତାହା ଦବେି। ଏପରିକି ମୁଁ ମାେ ରାଜ୍ଯର ଅଧା ଭାଗ ତୋତେ ଦଇପୋ ରେ।
And he sware unto her, Whatsoever thou shalt ask of me, I will give it thee, unto the half of my kingdom.

24 ଝିଅଟି ତା ମାଆ ପାଖକୁ ଯାଇ ପଚାରିଲା, ରାଜା େ ହରୋଦଙ୍କୁ ମୁଁ କ'ଣ ମାଗିବି?
And she went forth, and said unto her mother, What shall I ask? And she said, The head of John the Baptist.

25 ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଚାଲି ଗଲା। ସେ ରାଜାଙ୍କୁ କହିଲା, ମାେତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳି ରେ ରଖି ବର୍ତ୍ତମାନ ଦିଅ।
And she came in straightway with haste unto the king, and asked, saying, I will that thou give me by and by in a charger the head of John the Baptist.

26 ରାଜା େ ହରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦବୋକୁ ଶପଥ କି ସାରିଥିଲେ। ସଠାେରେ େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ହରେୋଦଙ୍କ ଶପଥ ବିଷୟ ରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦବୋ ପାଇଁ ହରେୋଦ ମନା କରିବାକୁ ଇଚ୍ଛା କଲେ ନାହିଁ।
And the king was exceeding sorry; yet for his oath’s sake, and for their sakes which sat with him, he would not reject her.

27 ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।
And immediately the king sent an executioner, and commanded his head to be brought: and he went and beheaded him in the prison,

28 ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।
And brought his head in a charger, and gave it to the damsel: and the damsel gave it to her mother.

29 ଏହି ସବୁ ଘଟଣା ଯୋହନଙ୍କ ଶିଷ୍ଯମାନେ ଶୁଣିଲେ। ସମାନେେ ଆସି ଯୋହନଙ୍କ ମୃତ ଶରୀରକୁ ନଇେ କବର ଦେଲେ।
And when his disciples heard of it, they came and took up his corpse, and laid it in a tomb.

30 ଯେଉଁ ପ୍ ରରେିତମାନଙ୍କୁ ଯୀଶୁ ପଠାଇଥିଲେ, ସମାନେେ ଫରେି ଆସିଲେ। ସମାନେେ ଯୀଶୁଙ୍କ ଚାରିପଟେ ଏକାଠି ହାଇେ, ସମାନେେ ଯାହା ସବୁ କରିଥିଲେ ଓ ଲୋକଙ୍କୁ ଯାହା ସବୁ ଶିକ୍ଷା ଦଇେଥିଲେ, ସେ ସବୁ ତାହାଙ୍କୁ କହିଲେ।
And the apostles gathered themselves together unto Jesus, and told him all things, both what they had done, and what they had taught.

31 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ବହୁତ ଗହଳି ସ୍ଥାନ ରେ ଥିଲେ। ସଠାେରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେରେ ଖାଇବାକୁ ମଧ୍ଯ ଟିକିଏ ସମୟ ପାଉ ନଥିଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେ ମାେ ସହିତ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲ ଓ ସଠାେରେ ଆମ୍ଭେ ଟିକେ ବିଶ୍ରାମ ନବୋ।
And he said unto them, Come ye yourselves apart into a desert place, and rest a while: for there were many coming and going, and they had no leisure so much as to eat.

32 ତେଣୁ ସମାନେେ ଗୋଟିଏ ଡଙ୍ଗା ରେ ବସି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲିଗଲେ।
And they departed into a desert place by ship privately.

33 କିନ୍ତୁ ବହୁତ ଲୋକ ସମାନଙ୍କେୁ ଚାଲି ଯାଉ ଥିବାର ଦେଖିଲେ ଓ ଚିହ୍ନି ମଧ୍ଯ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳ ପଥ ଦଇେ ଯୀଶୁଙ୍କ ଯାଉଥିବା ସ୍ଥାନ ରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସମାନେେ ସଠାେରେ ପହଞ୍ଚିଗଲେ।
And the people saw them departing, and many knew him, and ran afoot thither out of all cities, and outwent them, and came together unto him.

34 ଯୀଶୁ ଯେତବେେଳେ ସଠାେରେ ପହନ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସମାନଙ୍କେ ପାଇଁ ଦୁଃଖ ଅନୁଭବ କଲେ। କାରଣ ସମାନେେ ମଷେପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସମାନଙ୍କେୁ ଅନକେ ଉପଦେଶ ଦେଲେ।
And Jesus, when he came out, saw much people, and was moved with compassion toward them, because they were as sheep not having a shepherd: and he began to teach them many things.

35 ସେତବେେଳକେୁ ଦିନ ଗଡି ଯାଇଥିଲା। ତେଣୁ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସି କହିଲେ, ଏହା ଗୋଟିଏ ଜନଶୂନ୍ଯ ଜାଗା। ଦିନ ଗଡିଗଲାଣି।
And when the day was now far spent, his disciples came unto him, and said, This is a desert place, and now the time is far passed:

36 ତେଣୁ ଲୋକମାନଙ୍କୁ ଆଖ-ପାଖ ପଲ୍ଲୀ ଓ ଗାଁଗୁଡିକୁ ପଠାଅ। ତା' ହେଲେ ସଠାେକୁ ଯାଇ ସମାନେେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।
Send them away, that they may go into the country round about, and into the villages, and buy themselves bread: for they have nothing to eat.

37 ଯୀଶୁ କିନ୍ତୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମାନଙ୍କେୁ ଖାଇବାକୁ ଦିଅ।
He answered and said unto them, Give ye them to eat. And they say unto him, Shall we go and buy two hundred pennyworth of bread, and give them to eat?

38 ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଯାଇ ଦେଖ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?
He saith unto them, How many loaves have ye? go and see. And when they knew, they say, Five, and two fishes.

39 ଯୀଶୁ ଆଜ୍ଞା ଦେଲେ, ଲୋକମାନଙ୍କୁ ପଡିଆର ସବୁଜ ଘାସ ଉପରେ ଦଳ-ଦଳ କରି ବ ସଇେ ଦିଅ।
And he commanded them to make all sit down by companies upon the green grass.

40 ଲୋକମାନେ ପ୍ରତି ଦଳ ରେ ପଚାଶ-ପଚାଶ ବା ଶ ହେ-ଶ ହେ ହାଇବେସିଗଲେ।
And they sat down in ranks, by hundreds, and by fifties.

41 ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।
And when he had taken the five loaves and the two fishes, he looked up to heaven, and blessed, and brake the loaves, and gave them to his disciples to set before them; and the two fishes divided he among them all.

42 ସମସ୍ତେ ପୁରା ପଟେ ଖାଇ ତୃପ୍ତ ହେଲେ।
And they did all eat, and were filled.

43 ସମସ୍ତେ ଖାଇ ସାରିବା ପରେ ଶିଷ୍ଯମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡିକୁ ବାରଟି ଟୋକଇେ ରେ ସଂପୂର୍ଣ୍ଣ କରି ଭର୍ତ୍ତି କଲେ।
And they took up twelve baskets full of the fragments, and of the fishes.

44 ଯେଉଁମାନେ ରୋଟୀ ଖାଇଥିଲେ ସମାନଙ୍କେ ମଧିଅରେ କବଳେ ପୁରୁଷଙ୍କ ସଂଖ୍ଯା ପାଞ୍ଚ ହଜାର ଥିଲା।
And they that did eat of the loaves were about five thousand men.

45 ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍‌ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।
And straightway he constrained his disciples to get into the ship, and to go to the other side before unto Bethsaida, while he sent away the people.

46 ଯୀଶୁ ଲୋକମାନଙ୍କୁ ବିଦାୟ ଦବୋ ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ଯ ରେ ପାହାଡ ଉପରକୁ ଗଲେ।
And when he had sent them away, he departed into a mountain to pray.

47 ସନ୍ଧ୍ଯା ହବୋ ପରେ ମଧ୍ଯ ଡଙ୍ଗାଟି ହ୍ରଦ ମଝି ରେ ଥିଲା ଓ ଯୀଶୁ ସ୍ଥଳ ଭାଗ ରେ ଏକୁଟିଆ ଥିଲେ।
And when even was come, the ship was in the midst of the sea, and he alone on the land.

48 ଯୀଶୁ ଦେଖିଲେ ଯେ ଶିଷ୍ଯମାନଙ୍କୁ ଡଙ୍ଗା ରେ ଆହୁଲା ମାରିବା ପାଇଁ ବଡ ଅସୁବିଧା ହେଉଛି। କାରଣ ସେତବେେଳେ ପବନ ତାହାଙ୍କର ବିପରୀତ ଦିଗ ରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତ ରେ ଯୀଶୁ ହ୍ରଦ ଉପରେ ଚାଲି ଚାଲି ଶିଷ୍ଯମାନଙ୍କ ପାଖକୁ ଆସିଲେ। ସେ ଶିଷ୍ଯମାନଙ୍କ ପାଖ ଦଇେ ଯେତବେେଳେ ଆଗଇେ ୟିବା ଉପରେ,
And he saw them toiling in rowing; for the wind was contrary unto them: and about the fourth watch of the night he cometh unto them, walking upon the sea, and would have passed by them.

49 ସେତବେେଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲୁଥିବାର ତେଖି ତାହାଙ୍କୁ ଭୂତ ବୋଲି ଭାବି ନେଲେ। ସମାନେେ ଚିତ୍କାର କରିବାକୁ ଲାଗିଲେ।
But when they saw him walking upon the sea, they supposed it had been a spirit, and cried out:

50 ସମସ୍ତ ଶିଷ୍ଯମାନେ ଯମେିତି ତାହାଙ୍କୁ ଦେଖିଲେ ସମାନେେ ଡରିଗଲେ। ଯୀଶୁ ତୁରନ୍ତ ସମାନଙ୍କେୁ କହିଲେ, ସାହାସ ଧର। ଇଏ ମୁଁ, ଭୟ କର ନାହିଁ।
For they all saw him, and were troubled. And immediately he talked with them, and saith unto them, Be of good cheer: it is I; be not afraid.

51 ତା'ପରେ ସେ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଚଢିଗଲେ। ପବନ ବନ୍ଦ ହାଇଗେଲା। ଏଥି ରେ ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ।
And he went up unto them into the ship; and the wind ceased: and they were sore amazed in themselves beyond measure, and wondered.

52 ସମାନେେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ୟ୍ଯକାର୍ୟ୍ଯକୁ ବୁଝି ପାରି ନଥିଲେ। ସମାନଙ୍କେ ବୁଦ୍ଧି ଜଡ ହାଇଯୋଇଥିଲା।
For they considered not the miracle of the loaves: for their heart was hardened.

53 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ହ୍ରଦପାରି ହାଇେ ଗିନ୍ନସରେତ୍ ରେ ପହନ୍ଚିଲେ। ସମାନେେ ଡଙ୍ଗାଟି ସଠାେରେ ବାନ୍ଧି ଦେଲେ।
And when they had passed over, they came into the land of Gennesaret, and drew to the shore.

54 ଡଙ୍ଗାରୁ ଓହ୍ଲଇେ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ।
And when they were come out of the ship, straightway they knew him,

55 ତା'ପରେ ସମାନେେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦବୋ ପାଇଁ ସେ ଅଞ୍ଚଳର ପ୍ରେତ୍ୟକକ ସ୍ଥାନକୁ ଦୌଡି ଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସଠାେରେ ଖବର ବ୍ଯାପିଗଲା ଓ ସଠାେକୁ ଲୋକମାନେ ରୋଗୀମାନଙ୍କୁ ଖଟିଆ ରେ ନଇେ ଆସିଲେ।
And ran through that whole region round about, and began to carry about in beds those that were sick, where they heard he was.