Index
Full Screen ?
 

ଲେବୀୟ ପୁସ୍ତକ 25:6

ଓଡିଆ » ଓଡିଆ ବାଇବେଲ » ଲେବୀୟ ପୁସ୍ତକ » ଲେବୀୟ ପୁସ୍ତକ 25 » ଲେବୀୟ ପୁସ୍ତକ 25:6

ଲେବୀୟ ପୁସ୍ତକ 25:6
ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହବେ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ଯର ଅଭାବ ହବେ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ।

And
the
sabbath
וְ֠הָֽיְתָהwĕhāyĕtâVEH-ha-yeh-ta
of
the
land
שַׁבַּ֨תšabbatsha-BAHT
be
shall
הָאָ֤רֶץhāʾāreṣha-AH-rets
meat
לָכֶם֙lākemla-HEM
servant,
thy
for
and
thee,
for
you;
for
לְאָכְלָ֔הlĕʾoklâleh-oke-LA
maid,
thy
for
and
לְךָ֖lĕkāleh-HA
and
for
thy
hired
servant,
וּלְעַבְדְּךָ֣ûlĕʿabdĕkāoo-leh-av-deh-HA
stranger
thy
for
and
וְלַֽאֲמָתֶ֑ךָwĕlaʾămātekāveh-la-uh-ma-TEH-ha
that
sojourneth
וְלִשְׂכִֽירְךָ֙wĕliśkîrĕkāveh-lees-hee-reh-HA
with
וּלְתוֹשָׁ֣בְךָ֔ûlĕtôšābĕkāoo-leh-toh-SHA-veh-HA
thee,
הַגָּרִ֖יםhaggārîmha-ɡa-REEM
עִמָּֽךְ׃ʿimmākee-MAHK

Chords Index for Keyboard Guitar