Base Word
אׇכְלָה
Short Definitionfood
Long Definitionfood
Derivationfeminine of H0401
International Phonetic Alphabetʔokˈlɔː
IPA modʔoχˈlɑː
Syllableʾoklâ
Dictionoke-LAW
Diction Modoke-LA
Usageconsume, devour, eat, food, meat
Part of speechn-f

ଆଦି ପୁସ୍ତକ 1:29
ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜ ଉତ୍ପାଦକ ଗଛ ଦେଉଛି ଏବଂ ପ୍ରେତ୍ୟକକ ଗଛ ଯାହାର ଫଳ ମଧିଅରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହବେ।

ଆଦି ପୁସ୍ତକ 1:30
ସମସ୍ତ ଚ଼ାରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦଲେି, ଆକାଶ ରେ ଉଡ଼ୁଥିବା ପ୍ରେତ୍ୟକକ ପକ୍ଷୀ, ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ଏବଂ ପ୍ରେତ୍ୟକକ ଜୀବନ୍ତ ଏବଂ ନିଶ୍ବାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦଲେି। ଏବଂ ଏହିପରି ହେଲା।

ଆଦି ପୁସ୍ତକ 6:21
ଆଉ ତୁମ୍ଭେ ଆପଣାର ଓ ସମାନଙ୍କେର ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଂଚ଼ଯ କରିବ।

ଆଦି ପୁସ୍ତକ 9:3
ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦଇେଥିଲି। ବର୍ତ୍ତମାନ ପ୍ରେତ୍ୟକକ ପଶୁ ତୁମ୍ଭର ଖାଦ୍ୟ ହବେ। ମୁଁ ଯାହାସବୁ ପୃଥିବୀ ରେ ଦଇେଛି ତାହାସବୁ ତୁମ୍ଭର।

ଯାତ୍ରା ପୁସ୍ତକ 16:15
ଇଶ୍ରାୟେଲର ଲୋକମାନେ ଏହାକୁ ଦେଖି କଥାବର୍ତ୍ତା ହେଲେ। ଏଗୁଡିକ କ'ଣ? ସମାନେେ ଏପରି କହିଲେ କାରଣ ସମାନେେ ଜାଣି ନଥିଲେ ଏଗୁଡିକ କ'ଣ ଥଲା। ତେଣୁ ସମାନେେ ମାଶାଙ୍କେୁ ପଚାରିଲେ, ତେଣୁ ମାଶାେ ସମାନଙ୍କେୁ କହିଲେ, ଏଗୁଡିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ।

ଲେବୀୟ ପୁସ୍ତକ 11:39
ଆଉ ମଧ୍ଯ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ଯ କୌଣସି ପଶୁ ମଲେ, ୟିଏ କହେି ସହେି ଶବକୁ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଲେବୀୟ ପୁସ୍ତକ 25:6
ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହବେ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ଯର ଅଭାବ ହବେ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ।

ଯିରିମିୟ 12:9
ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ ମୃଗପ୍ରାଣୀ ସଦୃଶ ହାଇେଅଛନ୍ତି। ସମାନେେ ତା'ର ବିରୁଦ୍ଧ ରେ ଚାରିଆଡ଼େ ଘରେି ରହିଅଛନ୍ତି, ତୁମ୍ଭମାନେେ ୟାଇ ବନ୍ଯ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।

ଯିହିଜିକଲ 15:4
ଲୋକେ କବଳେ ଜାଳ ହବୋପାଇଁ ତାକୁ ଅଗ୍ନି ରେ ପକାନ୍ତି। ତା'ର ଦୁଇମୁଣ୍ଡ ଅଗ୍ନି ରେ ପୋଡ଼ିୟାଏ ଓ ମଝିଅଂଶ ଅର୍ଦ୍ଧଦ' ରହେ। ତାହା କ'ଣ କୌଣସି କାର୍ୟ୍ଯ ରେ ଆସିବ ?

ଯିହିଜିକଲ 15:6
ସଦାପ୍ରଭୁ ମାରେ ପ୍ରଭୁ କହନ୍ତି : ବନର ସମସ୍ତ ବୃକ୍ଷ ମଧ୍ଯରୁ ମାରଜୋଳଣେି ପାଇଁ ଦ୍ରାକ୍ଷା କାଠ ଅଛି। ମୁଁ ୟିରୁଶାଲମ ନିବାସୀମାନଙ୍କୁ ଏହିପରି କରିବି।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்