John 5:25 ମୁଁ ତୁମ୍ଭକୁ ସତ୍ଯ କହୁଛି, ଗୋଟିଏ ଗୁରୁତ୍ବପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି ା ପାପ ଦ୍ବାରା ମୃତ ଲୋକମାନେ ଈଶ୍ବରଙ୍କ ପୁତ୍ରଙ୍କର ସ୍ବର ଶୁଣିବେ। ପୁତ୍ରଙ୍କର ସ୍ବର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।
John 5:25 in Other Translations
King James Version (KJV) Verily, verily, I say unto you, The hour is coming, and now is, when the dead shall hear the voice of the Son of God: and they that hear shall live.
American Standard Version (ASV) Verily, verily, I say unto you, The hour cometh, and now is, when the dead shall hear the voice of the Son of God; and they that hear shall live.
Bible in Basic English (BBE) Truly I say to you, The time is coming, it has even now come, when the voice of the Son of God will come to the ears of the dead, and those hearing it will have life.
Darby English Bible (DBY) Verily, verily, I say unto you, that an hour is coming, and now is, when the dead shall hear the voice of the Son of God, and they that have heard shall live.
World English Bible (WEB) Most assuredly, I tell you, the hour comes, and now is, when the dead will hear the Son of God's voice; and those who hear will live.
Young's Literal Translation (YLT) `Verily, verily, I say to you -- There cometh an hour, and it now is, when the dead shall hear the voice of the Son of God, and those having heard shall live;
Verily,
ἀμὴν
amēn
ah-MANE
verily,
ἀμὴν
amēn
ah-MANE
I say
λέγω
legō
LAY-goh
unto you,
ὑμῖν
hymin
yoo-MEEN
ὅτι
hoti
OH-tee
is coming,
ἔρχεται
erchomai
ARE-hoh-may
The hour
ὥρα
hōra
OH-ra
and
καὶ
kai
kay
now
νῦν
nyn
nyoon
is,
ἐστιν
esti
ay-STEE
when
ὅτε
hote
OH-tay
the
οἱ
ho
oh
dead
νεκροὶ
nekros
nay-KROSE
shall hear
ἀκούσονται
akouō
ah-KOO-oh
the
τῆς
ho
oh
voice
φωνῆς
phōnē
foh-NAY
the
τοῦ
ho
oh
of Son
υἱοῦ
huios
yoo-OSE
τοῦ
ho
oh
of God:
θεοῦ
theos
thay-OSE
and
καὶ
kai
kay
οἱ
ho
oh
they that hear
ἀκούσαντες
akouō
ah-KOO-oh
shall live.
ζήσονται
zaō
ZA-oh
Read Full Chapter :
John 5
Cross Reference
ଯୋହନଲିଖିତ ସୁସମାଚାର 4:23
ଏପରି ସମୟ ଆସୁଛି, ଯେତବେେଳେ ପ୍ରକୃତ ଉପାସକ ମାନେ ପରମପିତାଙ୍କୁ ଆତ୍ମା ଓ ସତ୍ଯ ରେ ଉପାସନା କରିବେ। ସହେି ସମୟ ବର୍ତ୍ତମାନ ଉପସ୍ଥିତ। ସହେିଭଳି ଲୋକମାନଙ୍କୁ ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଚାହାଁନ୍ତି।
ଲୂକଲିଖିତ ସୁସମାଚାର 15:24
ମାରେ ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।' ତେଣୁ ସମାନେେ ଭୋଜିର ଆଯୋଜନ କଲେ।
ଯୋହନଲିଖିତ ସୁସମାଚାର 5:28
ତୁମ୍ଭେ ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତବେେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ବର ଶୁଣିବେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:5
ସେ ସମୟରେ ଆମ୍ଭେ ପରମେଶ୍ବରଙ୍କ ଇଚ୍ଛା ବିରୁଦ୍ଧ ରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ହତେୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:1
ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ : ଯାହାଙ୍କଠା ରେ ପରମେଶ୍ବରଙ୍କର ସାତାଟେି ଆତ୍ମା ଓ ସାତାଟେି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି, ମୁଁ ତୁମ୍ଭ କର୍ମ ବିଷୟ ରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତ ରେ ମୃତ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:1
ପୂର୍ବରୁ ତୁମ୍ଭର ପାପ ହତେୁ ଓ ପରମେଶ୍ବରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ୟ୍ଯ ହତେୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:14
ଯାହା ସହଜ ରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ :
ଯୋହନଲିଖିତ ସୁସମାଚାର 17:1
ଯୀଶୁ ଏସମସ୍ତ କଥା କହିସାରିବା ପରେ ସ୍ବର୍ଗ ଆଡେ ଚାହିଁଲେ। ସେ ପ୍ରାର୍ଥାନା କଲେ, ହେ ପରମପିତା, ବର୍ତ୍ତମାନ ସମୟ ଉପସ୍ଥିତ ହାଇେଛି। ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ବିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବନ୍ବିତ ଦଇେ ପାରିବେ।
ଲୂକଲିଖିତ ସୁସମାଚାର 9:60
କିନ୍ତୁ ଯୀଶୁ ତାହାକୁ କହିଲେ, ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦବେେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରଚାର କର।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:13
ତୁମ୍ଭେ ନିଜର ପାପ ହତେୁରୁ ଏବଂ ତୁମ୍ଭର ପାପ ସ୍ବଭାବ ହତେୁ ସ୍ବାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ବର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ବର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ଯ କଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:4
ଅତଏବ ଆମ୍ଭେ ଯେତବେେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ଭିତ ରେ ସମାଧି ପ୍ରପ୍ତ ହାଇଗେଲୁ ଓ ତାହାଙ୍କ ମୃତ୍ଯୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହବୋ ଦ୍ବାରା ଆମ୍ଭେ ପୁନରୁତ୍ଥିତ ହାଇେ ନୂତନ ଜୀବନ ଯାପନ କରିବା। ପରମପିତାଙ୍କର ଆଶ୍ଚର୍ୟ୍ଯ ଶକ୍ତି ଦ୍ବାରା ଯେପରି ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହେଲେ, ସହେିଭଳି ଏହା ଘଟିଲା।
ଲୂକଲିଖିତ ସୁସମାଚାର 15:32
କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସି ହବୋ ଓ ଭୋଜି କରିବା ଉଚିତ।'
ଯୋହନଲିଖିତ ସୁସମାଚାର 4:21
ଯୀଶୁ ତାହାକୁ କହିଲେ, ହେ ନାରୀ, ମାେତେ ବିଶ୍ବାସ କର। ଏପରି ସମୟ ଆସୁଛି ଯେତବେେଳେ ତୁମ୍ଭମାନେେ ପରମପିତାଙ୍କର ଉପାସନା ଏ ପର୍ବତ ରେ କି ୟିରୁଶାଲମ ରେ କରିବ ନାହିଁ।
ଯୋହନଲିଖିତ ସୁସମାଚାର 5:21
ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସମାନଙ୍କେୁ ଜୀବନଦାନ କରନ୍ତି। ଠାକ୍ ସହେିପରି ପୁତ୍ର ମଧ୍ଯ ନିଜ ଇଚ୍ଛାନୁସା ରେ ଲୋକଙ୍କୁ ଜୀବନଦାନ କରନ୍ତି।
ଯୋହନଲିଖିତ ସୁସମାଚାର 8:43
ମୁଁ ଯାହା ସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁନାହଁ। ଏହାର କାରଣ ହେଲା ତୁମ୍ଭେ ମାେ ଉପଦେଶ ଗ୍ରହଣ କରି ପାରୁ ନାହଁ।
ଯୋହନଲିଖିତ ସୁସମାଚାର 8:47
ଯେଉଁ ଲୋକ ପରମେଶ୍ବରଙ୍କର, ସେ ପରମେଶ୍ବର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ବରଙ୍କର ନୁହଁ।
ଯୋହନଲିଖିତ ସୁସମାଚାର 13:1
ସେତବେେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସମୟ ପ୍ରାୟ ହାଇଯୋଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡି ୟିବାର ସମୟ ଉପସ୍ଥିତ ହାଇଗେଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫରେିଯିବେ। ସେ ସବୁବେଳେ ଏହି ଜଗତ ରେ ଥିବା ତାହାଙ୍କ ନିଜର ହାଇଯୋଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସମାନଙ୍କେ ପ୍ରତି ତାହାଙ୍କର ଗଭୀର ଓ ଚୁଡାନ୍ତ ପ୍ ରମେ ଦଖାଇେଥିଲେ।