Cross Reference
Genesis 12:6
ଅବ୍ରାମ ସହେି ଦେଶ ମଧ୍ଯ ଦଇେ ଗଲେ, ଶିଖିମ ରେ ପହଞ୍ଚିବା ପର୍ୟ୍ଯନ୍ତ, ମାରେିର ଆଲୋନ୍ ବୃକ୍ଷମୂଳ ରେ ରହିଲେ। ସହେି ସମୟରେ କିଣାନୀଯମାନେ ସହେି ସ୍ଥାନ ରେ ବାସ କଲେ।
Deuteronomy 11:29
ଆଉ ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଛ, ସହେି ଦେଶ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ସମୟରେ ତୁମ୍ଭମାନଙ୍କୁ ପ୍ରବେଶ କରାଇବେ, ସେ ସମୟରେ ତୁମ୍ଭେ ଗରିଷୀମ ପର୍ବତ ରେ ସହେ ଆଶୀର୍ବାଦ ଓ ଏବଲ୍ ପର୍ବତ ରେ ସହେି ଅଭିଶାପ ରଖିବ।
Deuteronomy 27:12
ତୁମ୍ଭେ ୟର୍ଦ୍ଦନ ପାର ହବୋପରେଶିମିଯୋନ, ଲବେୀ, ୟିହକ୍ସ୍ଟଦା, ଇଷାଖର, ଯୋଷଫେ ଓ ବିଦ୍ଯାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚଯ ଛିଡା ହବେ।
Genesis 33:18
ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।
Deuteronomy 12:5
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।
1 Chronicles 22:1
ଦାଉଦ କହିଲେ, ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ଓ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ହାମବେଳି ଉତ୍ସର୍ଗ କରିବାର ବଦେୀ ଏହି ସ୍ଥାନ ରେ ହିଁ ନିର୍ମିତ ହବେ।
2 Chronicles 6:6
କିନ୍ତୁ ଆମ୍ଭେ ବର୍ତ୍ତମାନ ୟିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ। ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇଶ୍ରାୟେଲକୁ ନତେୃତ୍ବ ଦବୋ ନିମନ୍ତେ ମନୋନୀତ କରିଅଛୁ।'
2 Chronicles 7:12
ଏହାପରେ ସଦାପ୍ରଭୁ ରାତ୍ରି ସମୟରେ ଶଲୋମନଙ୍କ ନିକଟକୁ ଆସିଲେ। ସଦାପ୍ରଭୁ ତାଙ୍କୁ କହିଲେ, ଶଲୋମନ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଏବଂ ଆମ୍ଭେ ଏହି ସ୍ଥାନକୁ ମନ୍ଦିର ରୂପେ ମନୋନୀତ କରିଅଛୁ। ଯେଉଁଠା ରେ ଲୋକମାନେ ମାେତେ ନବୈେଦ୍ଯ ଉତ୍ସର୍ଗ କରିପାରିବେ।
2 Chronicles 7:16
ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନ ରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦଯ ଏହି ମନ୍ଦିର ରେ ସଦାସର୍ବଦା ରହିବ।
Joshua 8:33
ଇଶ୍ରାୟେଲର ସମସ୍ତ ଲୋକମାନେ, ସମାନଙ୍କେ ପ୍ରାଚୀନବର୍ଗ, ନତେୃବର୍ଗ, ସମାନଙ୍କେର ବିଗ୍ଭରକର୍ତ୍ତାଗଣ, ବିଦେଶୀଗଣ ଓ ଦେଶବାସୀ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ଛିଡା ହେଲ। ସମାନଙ୍କେ ମଧ୍ଯରକ୍ସ୍ଟ ଅର୍ଦ୍ଧକେ ଏବଲ ପର୍ବତ ଆଗ ରେ ଓ ଅର୍ଦ୍ଧକେ ଗରିଷମ ପର୍ବତ ଆଗ ରେ ଛିଡା ହେଲ। ସଦାପ୍ରଭୁଙ୍କ ପବିତ୍ର ନିଯମ ସିନ୍ଦକ୍ସ୍ଟକବାହୀ ଲବେୀୟ ଯାଜକମାନଙ୍କ ସମ୍ମକ୍ସ୍ଟଖ ରେ ସମାନେେ ଠିଆ ହେଲେ। ସମାନେେ ଏପରି କଲେ କାରଣ ସଦାପ୍ରଭୁଙ୍କର ସବେକ ମାଶାେ ଇଶ୍ରାୟେଲୀୟମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଏପରି କରିବାକୁ ଆଜ୍ଞା ଦଇେଥିଲେ।
Psalm 87:1
ପରମେଶ୍ବର ୟିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
Psalm 132:13
ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
Luke 9:53
କିନ୍ତୁ ୟିଶୁ ୟିରୂଶାଲମକୁ ଯାଉଥିବାର ଦେଖି ସଠାେକାର ଲୋକ ତାହାଙ୍କୁ ସ୍ବାଗତ କଲେ ନାହିଁ।
Psalm 78:68
ନାଁ, ପରମେଶ୍ବର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିଯ ସଯୋନ୍ ପର୍ବତକୁ ମନୋନୀତ କଲେ।
Judges 9:6
ଶିଖିମର ନତେୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରୀତ ହେଲେ। ସହେି ସମସ୍ତ ଲୋକମାନେ ଶୀଖିମ ରେ ଥିବା ସ୍ତମ୍ଭ ନିକଟସ୍ଥ ଆଲୋନ୍ ବୃକ୍ଷମୂଳ ରେ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କଲେ।
1 Kings 9:3
ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭଙ୍କୁ କଥା ଦଇେଅଛୁ ଯେ, ଆମ୍ଭର ଧ୍ଯାନ ଓ ପ୍ ରମେ ମନ୍ଦିର ପ୍ରତି ରହିବ।
2 Kings 17:26
ଏଣୁ କେତକେ ଲୋକ ଅଶୁରର ରାଜାକୁ କହିଲେ, ଆପଣ ଯେଉଁ ଲୋକମାନଙ୍କୁ ନିର୍ବାସିତ କଲେ ଓ ଶମରିଯା ରେ ରଖିଲେ, ସହେି ଦେଶର ଦବେତାମାନଙ୍କର ନିଯମ ଜାଣନ୍ତି ନାହିଁ। ତେଣୁ ସେ ସମାନଙ୍କେୁ ହତ୍ଯା କରିବାକୁ ପଠାଉଛନ୍ତି। କାରଣ ସହେି ଲୋକମାନେ ସହେି ଦେଶ ଦବେତାଙ୍କ ବ୍ଯବସ୍ଥା ଜାଣନ୍ତି ନାହିଁ।
1 Chronicles 21:26
ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଦାଉଦ ହାମବେଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ବର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହାମବେଳି, ନବୈେଦ୍ଯ ଉପରେ ସହେି ଅଗ୍ନି ଅବତରଣ କଲା।