ଯୋହନଲିଖିତ ସୁସମାଚାର 1

1 ଜଗତ ଆରମ୍ଭର ପୂର୍ବରୁ ବାକ୍ଯ ଥିଲେ। ସହେି ବାକ୍ଯ ପରମେଶ୍ବରଙ୍କ ସହିତ ଥିଲେ। ସହେି ବାକ୍ଯ ପରମେଶ୍ବର ଥିଲେ।

2 ସହେି ବାକ୍ଯ ଆରମ୍ଭରୁ ପରମେଶ୍ବରଙ୍କ ସହିତ ଥିଲେ।

3 ତାହାଙ୍କ ଦ୍ବାରା ସବୁ କିଛି ସୃଷ୍ଟି ହାଇେଛି। ଏହି ସଂସାର ରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ବାରା ସୃଷ୍ଟି ହାଇେ ନାହିଁ।

4 ତାହାଙ୍କଠା ରେ ଜୀବନ ଥିଲା। ସହେି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା।

5 ସହେି ଆଲୋକ ଅନ୍ଧକାର ରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରିନାହିଁ।

6 ଯୋହନ ନାମକ ଜଣେ ବ୍ଯକ୍ତି ଥିଲେ। ତାହାଙ୍କୁ ପରମେଶ୍ବର ପଠାଇଥିଲେ।

7 ସେ ଲୋକମାନଙ୍କୁ ସହେି ଆଲୋକ ବିଷୟ ରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ଯମ ରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟ ରେ ଶୁଣିପାରିଲେ ଓ ବିଶ୍ବାସ କରିପାରିଲେ।

8 ଯୋହନ ନିଜେ ଆଲୋକ ନଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟ ରେ କହିବା ପାଇଁ ଆସିଥିଲେ।

9 ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।

10 ସହେି ବାକ୍ଯ ଜଗତ ରେ ଥିଲେ। ତାହାଙ୍କ ଦ୍ବାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ।

11 ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ,

12 ଯେଉଁ ଅଳ୍ପ କେତକେ ଲୋକ ତାହାଙ୍କୁ ଗ୍ରହଣ କଲେ ସମାନେେ ତାହାଙ୍କ ଉପରେ ବିଶ୍ବାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କଲେ, ସେ ସମାନଙ୍କେୁ ପରମେଶ୍ବରଙ୍କ ସନ୍ତାନ ହବୋର ଅଧିକାର ପ୍ରଦାନ କଲେ,

13 ସହେି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସମାନେେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନକରି ପରମେଶ୍ବରଙ୍କ ଠାରୁ ଜନ୍ମ ହାଇେଥିଲେ।

14 ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।

15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟ ରେ କହିଲେ। ସେ କହିଲେ, ମୁଁ ଯାହାଙ୍କ ବିଷୟ ରେ କହୁଥିଲି, ସେ ଏହି। ମୁଁ କହିଲି, 'ମାେ ପରେ ୟିଏ ଆସୁଛନ୍ତି, ସେ ମାେ ଠାରୁ ବହୁତ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ।'

16 'ବାକ୍ଯ' ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ।

17 ମାଶାଙ୍କେ ଦ୍ବାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅନୁଗ୍ରହ ଓ ସତ୍ଯ ମାର୍ଗ ଆସିଲା।

18 ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।

19 ୟିରୂଶାଲମରୁ ଯିହୂଦୀମାନେ କେତକେ ଯାଜକ ଓ ଲବେୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। ତୁମ୍ଭେ କିଏ? ଏହା ତାହାଙ୍କୁ ପଚାରିବା ପାଇଁ ଯିହୂଦୀମାନେ ସମାନଙ୍କେୁ ପଠାଇଥିଲେ।

20 ଯୋହନ ମୁକ୍ତ ଭାବରେ କହିଲେ। ସେ ଉତ୍ତର ଦବୋ ପାଇଁ ଅସ୍ବୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, ମୁଁ ଖ୍ରୀଷ୍ଟ ନୁହେଁ।

21 ଯିହୂଦୀମାନେ ଯୋହନଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କିଏ? ତୁମ୍ଭେ କ'ଣ ଏଲିୟ?

22 ତା'ପରେ ଯିହୂଦୀମାନେ ପଚାରିଲେ, ତବେେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟ ରେ କୁହ, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟ ରେ କ'ଣ କହୁଛ?

23 ଯୋହନ ସମାନଙ୍କେୁ ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ବାଣୀ କହିଲେ:

24 ଫାରୂଶୀମାନେ ଏହି ଯିହୂଦୀମାନଙ୍କୁ ପଠାଇଥିଲେ।

25 ଏହି ଲୋକମାନେ ଯୋହନଙ୍କୁ କହିଲେ, ତୁମ୍ଭେ କହୁଛ ଯେ ତୁମ୍ଭେ ଖ୍ରୀଷ୍ଟ ନୁହଁ। ତୁମ୍ଭେ କହୁଛ ଯେ ତୁମ୍ଭେ ଏଲିୟ ନୁହଁ କିମ୍ବା ସହେି ଭବିଷ୍ଯଦ୍ବକ୍ତା ନୁହଁ, ତବେେ ତୁମ୍ଭେ କାହିଁକି ଲୋକମାନଙ୍କୁ ବାପ୍ତିଜିତ ଦେଉଛ?

26 ଯୋହନ ଉତ୍ତର ଦେଲେ, ମୁଁ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦେଉଛି। କିନ୍ତୁ ତୁମ୍ଭ ସହିତ ଏଠା ରେ ଏପରି ଜଣେ ବ୍ଯକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ।

27 ସେ ବ୍ଯକ୍ତି ମାେ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟଇବୋ ପାଇଁ ଯୋଗ୍ଯ ନୁହେଁ।

28 ଏହି ସବୁ ଘଟଣା ୟର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମ ରେ ଘଟିଥିଲା। ଏହି ସ୍ଥାନ ରେ ଯୋହନ ଲୋକମାନଙ୍କୁ ବାପ୍ତଜିତ କରୁଥିଲେ।

29 ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।

30 ମୁଁ ଆଗରୁ ଏହି ବ୍ଯକ୍ତିଙ୍କ ବିଷୟ ରେ କହିଥିଲି। ମୁଁ କହିଥିଲି, 'ମାେ ପରେ ଜଣେ ବ୍ଯକ୍ତି ଆସୁଛନ୍ତି, ସେ ମାଠାରୁେ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ। ସେ ସର୍ବଦା ରହିଛନ୍ତି।'

31 ମୁଁ ନିଜେ ମଧ୍ଯ ତାହାଙ୍କୁ ଜାଣି ନଥିଲି। କିନ୍ତୁ ଇଶ୍ରାୟେଲ ଯେପରି ଜାଣିପାରବ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ କରିବା ପାଇଁ ଆସିଅଛି।

32 ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।

33 ଯୋହନ କହିଲେ, ଏସବୁ ଘଟିବାର ମୁଁ ଦେଖିଛି। ସ୍ବର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସହେି ଆତ୍ମା ଗୋଟିଏ କପୋତ ପରି ଦଖାେ ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି।

34 ତେଣୁ ମୁଁ ଲୋକମାନଙ୍କୁ ଏହା କ ହେ: ' ସେ (ଯୀଶୁ) ପରମେଶ୍ବରଙ୍କର ପୁତ୍ର।'

35 ତହିଁ ଆରଦିନ ଯୋହନ ପୁଣି ସଠାେରେ ଥିଲେ। ତାଙ୍କ ସହିତ ତାହାଙ୍କର ଦୁଇ ଜଣ ଶିଷ୍ଯ ଥିଲେ।

36 ସେତବେେଳେ ଯୋହନ ଯୀଶୁଙ୍କୁ ୟିବାର ଦେଖିଲେ। ସେ କହିଲେ, ଦେଖ, ପରମେଶ୍ବରଙ୍କର ମଷେଶାବକ।

37 ସହେି ଦୁଇଜଣ ଶିଷ୍ଯ ଯୋହନଙ୍କ କଥା ଶୁଣିଲେ, ତେଣୁ ସମାନେେ ଯୀଶୁଙ୍କ ଅନୁସରଣ କଲେ।

38 ଯୀଶୁ ବୁଲି ପଡି ଦେଖିଲେ ଯେ, ସହେି ଦୁଇ ଜଣ ବ୍ଯକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ, ତୁମ୍ଭମାନେେ କ'ଣ ଚାହଁ?

39 ଯୀଶୁ ସମାନଙ୍କେୁ କହିଲେ, ମାେ ସହିତ ଆସ, ତୁମ୍ଭମାନେେ ଦେଖିବ। ତେଣୁ ସହେି ଦୁଇ ଜଣ ଯୀଶୁଙ୍କ ସହିତ ଗଲେ। ସମାନେେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସମାନେେ ଯୀଶୁଙ୍କ ସିହତ ରହିଲେ। ସେତବେେଳେ ସମୟ ପ୍ରାୟ ଚାରିଘଣ୍ଟା ହାଇେଥିଲା ା

40 ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟ ରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ଯରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମାନେ ପିତରଙ୍କର ଭାଇ ଥିଲେ।

41 ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମାନଙ୍କେ ପାଖକୁ ଗଲେ। ସେ ଶିମାନଙ୍କେୁ କହିଲେ, ଆମ୍ଭେ ମଶୀହଙ୍କୁ ଭଟେିଛୁ। (ମଶୀହ ଅର୍ଥାତ୍ ଖ୍ରୀଷ୍ଟ।)

42 ତା'ପରେ ଆନ୍ଦ୍ରିୟ ଶିମାନଙ୍କେୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମାନେ। ତୁମ୍ଭକୁ କଫୋ ନାମ ରେ ଡକା ହବେ। (କଫୋ ଅର୍ଥାତ୍ ପିତର।)

43 ତା'ପରଦିନ ଯୀଶୁ ଗାଲୀଲୀକୁ ୟିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, ମାରେ ଅନୁସରଣ କର।

44 ଫିଲିପ୍ପ ମଧ୍ଯ ଆନ୍ଦ୍ରିୟ ଓ ପିତରଙ୍କ ପରି ବେଥ୍ସାଇଦା ସହରର ଲୋକ ଥିଲେ।

45 ଫିଲିପ୍ପ ନିଥନିଯଲଙ୍କେର ଦଖାେ ପାଇ କହିଲେ, ମାଶାେ ବ୍ଯବସ୍ଥା ରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମାଶାେ ଜଣେ ବ୍ଯକ୍ତିଙ୍କ ଆଗମନ ବିଷୟ ରେ ଲେଖିଥିଲେ। ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ତାହାଙ୍କ ବିଷୟ ରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭଟେିଛୁ। ତାହାଙ୍କ ନାମ ଯୀଶୁ। ସେ ୟୋ ସଫଙ୍କେର ପୁତ୍ର। ସେ ନାଜରିତରୁ ଆସିଛନ୍ତି।

46 ନିଥନିଯଲେ ଫିଲିପ୍ପଙ୍କୁ କହିଲେ, ନାଜରିତ, ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହାଇପୋ ରେ?

47 ଯୀଶୁ ନିଥନିଯଲଙ୍କେୁ ତାହାଙ୍କ ଆଡେ ଆସିବାର ଦେଖିଲେ। ସେ କହିଲେ, ଏହି ଲୋକ ପ୍ରକୃତ ରେ ପରମେଶ୍ବରଙ୍କର ଜଣେ ବ୍ଯକ୍ତି। ତାହାଙ୍କଠା ରେ କୌଣସି ଅସାଧୁତା ନାହିଁ।

48 ନିଥନିଯଲେ ତାହାଙ୍କୁ ପଚାରିଲେ, ଆପଣ ମାେତେ କିପରି ଜାଣିଲେ?

49 ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।

50 ଯୀଶୁ ନିଥନିଯଲଙ୍କେୁ କହିଲେ, ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁଛ। କିନ୍ତୁ ତୁମ୍ଭେ ତା'ଠାରୁ ଆହୁରି ଶ୍ ରେଷ୍ଠତର ବିଷୟ ଦେଖିବ।

51 ଯୀଶୁ ପୁଣି କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନେେ ସ୍ବର୍ଗ ଖାଲିେ ୟିବାର ଦେଖିବ। ତୁମ୍ଭମାନେେ ପରମେଶ୍ବରଙ୍କ 'ଦୂତମାନଙ୍କୁ ମନୁଷ୍ଯପୁତ୍ରଙ୍କ ନିକଟକୁ ଆରୋହଣ ଓ ଅବତରଣ' କରୁଥିବାର ଦେଖିବ।

1 In the beginning was the Word, and the Word was with God, and the Word was God.

2 The same was in the beginning with God.

3 All things were made by him; and without him was not any thing made that was made.

4 In him was life; and the life was the light of men.

5 And the light shineth in darkness; and the darkness comprehended it not.

6 There was a man sent from God, whose name was John.

7 The same came for a witness, to bear witness of the Light, that all men through him might believe.

8 He was not that Light, but was sent to bear witness of that Light.

9 That was the true Light, which lighteth every man that cometh into the world.

10 He was in the world, and the world was made by him, and the world knew him not.

11 He came unto his own, and his own received him not.

12 But as many as received him, to them gave he power to become the sons of God, even to them that believe on his name:

13 Which were born, not of blood, nor of the will of the flesh, nor of the will of man, but of God.

14 And the Word was made flesh, and dwelt among us, (and we beheld his glory, the glory as of the only begotten of the Father,) full of grace and truth.

15 John bare witness of him, and cried, saying, This was he of whom I spake, He that cometh after me is preferred before me: for he was before me.

16 And of his fulness have all we received, and grace for grace.

17 For the law was given by Moses, but grace and truth came by Jesus Christ.

18 No man hath seen God at any time; the only begotten Son, which is in the bosom of the Father, he hath declared him.

19 And this is the record of John, when the Jews sent priests and Levites from Jerusalem to ask him, Who art thou?

20 And he confessed, and denied not; but confessed, I am not the Christ.

21 And they asked him, What then? Art thou Elias? And he saith, I am not. Art thou that prophet? And he answered, No.

22 Then said they unto him, Who art thou? that we may give an answer to them that sent us. What sayest thou of thyself?

23 He said, I am the voice of one crying in the wilderness, Make straight the way of the Lord, as said the prophet Esaias.

24 And they which were sent were of the Pharisees.

25 And they asked him, and said unto him, Why baptizest thou then, if thou be not that Christ, nor Elias, neither that prophet?

26 John answered them, saying, I baptize with water: but there standeth one among you, whom ye know not;

27 He it is, who coming after me is preferred before me, whose shoe’s latchet I am not worthy to unloose.

28 These things were done in Bethabara beyond Jordan, where John was baptizing.

29 The next day John seeth Jesus coming unto him, and saith, Behold the Lamb of God, which taketh away the sin of the world.

30 This is he of whom I said, After me cometh a man which is preferred before me: for he was before me.

31 And I knew him not: but that he should be made manifest to Israel, therefore am I come baptizing with water.

32 And John bare record, saying, I saw the Spirit descending from heaven like a dove, and it abode upon him.

33 And I knew him not: but he that sent me to baptize with water, the same said unto me, Upon whom thou shalt see the Spirit descending, and remaining on him, the same is he which baptizeth with the Holy Ghost.

34 And I saw, and bare record that this is the Son of God.

35 Again the next day after John stood, and two of his disciples;

36 And looking upon Jesus as he walked, he saith, Behold the Lamb of God!

37 And the two disciples heard him speak, and they followed Jesus.

38 Then Jesus turned, and saw them following, and saith unto them, What seek ye? They said unto him, Rabbi, (which is to say, being interpreted, Master,) where dwellest thou?

39 He saith unto them, Come and see. They came and saw where he dwelt, and abode with him that day: for it was about the tenth hour.

40 One of the two which heard John speak, and followed him, was Andrew, Simon Peter’s brother.

41 He first findeth his own brother Simon, and saith unto him, We have found the Messias, which is, being interpreted, the Christ.

42 And he brought him to Jesus. And when Jesus beheld him, he said, Thou art Simon the son of Jona: thou shalt be called Cephas, which is by interpretation, A stone.

43 The day following Jesus would go forth into Galilee, and findeth Philip, and saith unto him, Follow me.

44 Now Philip was of Bethsaida, the city of Andrew and Peter.

45 Philip findeth Nathanael, and saith unto him, We have found him, of whom Moses in the law, and the prophets, did write, Jesus of Nazareth, the son of Joseph.

46 And Nathanael said unto him, Can there any good thing come out of Nazareth? Philip saith unto him, Come and see.

47 Jesus saw Nathanael coming to him, and saith of him, Behold an Israelite indeed, in whom is no guile!

48 Nathanael saith unto him, Whence knowest thou me? Jesus answered and said unto him, Before that Philip called thee, when thou wast under the fig tree, I saw thee.

49 Nathanael answered and saith unto him, Rabbi, thou art the Son of God; thou art the King of Israel.

50 Jesus answered and said unto him, Because I said unto thee, I saw thee under the fig tree, believest thou? thou shalt see greater things than these.

51 And he saith unto him, Verily, verily, I say unto you, Hereafter ye shall see heaven open, and the angels of God ascending and descending upon the Son of man.

2 Timothy 1 in Tamil and English

1 கிறிஸ்து இயேசுவினால் உண்டாயிருக்கிற ஜீவனைப்பற்றிய வாக்குத்தத்தத்தின்படி, தேவனுடைய சித்தத்தினாலே, இயேசுகிறிஸ்துவின் அப்போஸ்தலனாயிருக்கிற பவுல்,
Paul, an apostle of Jesus Christ by the will of God, according to the promise of life which is in Christ Jesus,

2 பிரியமுள்ள குமாரனாகிய தீமோத்தேயுவுக்கு எழுதுகிறதாவது: பிதாவாகிய தேவனாலும் நம்முடைய கர்த்தராகிய கிறிஸ்து இயேசுவினாலும் கிருபையும் இரக்கமும் சமாதானமும் உண்டாவதாக.
To Timothy, my dearly beloved son: Grace, mercy, and peace, from God the Father and Christ Jesus our Lord.

3 நான் இரவும் பகலும் இடைவிடாமல் என் ஜெபங்களில் உன்னை நினைத்து, உன் கண்ணீரை ஞாபகம்பண்ணி, சந்தோஷத்தால் நிறையப்படும்படிக்கு உன்னைக் காண வாஞ்சையாயிருந்து,
I thank God, whom I serve from my forefathers with pure conscience, that without ceasing I have remembrance of thee in my prayers night and day;

4 உன்னிலுள்ள மாயமற்ற விசுவாசத்தை நினைவுகூருகிறதினால், என் முன்னோர்கள் முதற்கொண்டு சுத்த மனச்சாட்சியோடே ஆராதித்துவரும் தேவனை நான் ஸ்தோத்திரிக்கிறேன்.
Greatly desiring to see thee, being mindful of thy tears, that I may be filled with joy;

5 அந்த விசுவாசம் முந்தி உன் பாட்டியாகிய லோவிசாளுக்குள்ளும் உன் தாயாகிய ஐனிக்கேயாளுக்குள்ளும் நிலைத்திருந்தது; அது உனக்குள்ளும் நிலைத்திருக்கிறதென்று நிச்சயித்திருக்கிறேன்.
When I call to remembrance the unfeigned faith that is in thee, which dwelt first in thy grandmother Lois, and thy mother Eunice; and I am persuaded that in thee also.

6 இதினிமித்தமாக, நான் உன்மேல் என் கைளை வைத்ததினால் உனக்கு உண்டான தேவவரத்தை நீ அனல்மூட்டி எழுப்பிவிடும்படி உனக்கு நினைப்பூட்டுகிறேன்.
Wherefore I put thee in remembrance that thou stir up the gift of God, which is in thee by the putting on of my hands.

7 தேவன் நமக்குப் பயமுள்ள ஆவியைக் கொடாமல், பலமும் அன்பும் தெளிந்த புத்தியுமுள்ள ஆவியையே கொடுத்திருக்கிறார்.
For God hath not given us the spirit of fear; but of power, and of love, and of a sound mind.

8 ஆகையால் நம்முடைய கர்த்தரைப்பற்றிய சாட்சியைக்குறித்தாவது, அவர்நிமித்தம் கட்டப்பட்டிருக்கிற என்னைக்குறித்தாவது, நீ வெட்கப்படாமல், தேவவல்லமைக்கேற்றபடி சுவிசேஷத்திற்காக என்னோடேகூடத் தீங்கநுபவி.
Be not thou therefore ashamed of the testimony of our Lord, nor of me his prisoner: but be thou partaker of the afflictions of the gospel according to the power of God;

9 அவர் நம்முடைய கிரியைகளின்படி நம்மை இரட்சிக்காமல், தம்முடைய தீர்மானத்தின்படியும், ஆதிகாலமுதல் கிறிஸ்து இயேசுவுக்குள் நமக்கு அருளப்பட்ட கிருபையின்படியும், நம்மை இரட்சித்து, பரிசுத்த அழைப்பினாலே அழைத்தார்.
Who hath saved us, and called us with an holy calling, not according to our works, but according to his own purpose and grace, which was given us in Christ Jesus before the world began,

10 நம்முடைய இரட்சகராகிய இயேசுகிறிஸ்து பிரசன்னமானதினாலே அந்தக்கிருபை இப்பொழுது வெளிப்படுத்தப்பட்டது; அவர் மரணத்தைப் பரிகரித்து, ஜீவனையும் அழியாமையையும் சுவிசேஷத்தினாலே வெளியரங்கமாக்கினார்.
But is now made manifest by the appearing of our Saviour Jesus Christ, who hath abolished death, and hath brought life and immortality to light through the gospel:

11 அதற்கு நான் பிரசங்கியாகவும், அப்போஸ்தலனாகவும், புறஜாதியாருக்குப் போதகனாகவும் நியமிக்கப்பட்டேன்.
Whereunto I am appointed a preacher, and an apostle, and a teacher of the Gentiles.

12 அதினிமித்தம் நான் இந்தப் பாடுகளையும் அனுபவிக்கிறேன்; ஆயினும், நான் வெட்கப்படுகிறதில்லை; ஏனென்றால், நான் விசுவாசித்திருக்கிறவர் இன்னாரென்று அறிவேன், நான் அவரிடத்தில் ஒப்புக்கொடுத்ததை அவர் அந்நாள் வரைக்கும் காத்துக்கொள்ள வல்லவராயிருக்கிறாரென்று நிச்சயித்துமிருக்கிறேன்.
For the which cause I also suffer these things: nevertheless I am not ashamed: for I know whom I have believed, and am persuaded that he is able to keep that which I have committed unto him against that day.

13 நீ கிறிஸ்து இயேசுவைப்பற்றும் விசுவாசத்தோடும் அன்போடும் என்னிடத்தில் கேட்டிருக்கிற ஆரோக்கியமான வசனங்களின் சட்டத்தைக் கைக்கொண்டிரு.
Hold fast the form of sound words, which thou hast heard of me, in faith and love which is in Christ Jesus.

14 உன்னிடத்தில் ஒப்புவிக்கப்பட்ட அந்த நற்பொருளை நமக்குள்ளே வாசம்பண்ணுகிற பரிசுத்த ஆவியினாலே காத்துக்கொள்.
That good thing which was committed unto thee keep by the Holy Ghost which dwelleth in us.

15 ஆசியா நாட்டிலிருக்கிற யாவரும் அவர்களில் பிகெல்லு எர்மொகெனே முதலாய் என்னைவிட்டுப் விலகினார்களென்று அறிந்திருக்கிறாய்.
This thou knowest, that all they which are in Asia be turned away from me; of whom are Phygellus and Hermogenes.

16 ஒநேசிப்போருவின் வீட்டாருக்குக் கர்த்தர் இரக்கங் கட்டளையிடுவாராக; அவன் அநேகந்தரம் என்னை இளைப்பாற்றினான்; என் விலங்கைக்குறித்து அவன் வெட்கப்படவுமில்லை;
The Lord give mercy unto the house of Onesiphorus; for he oft refreshed me, and was not ashamed of my chain:

17 அவன் ரோமாவில் வந்திருந்தபோது அதிக ஜாக்கிரதையாய் என்னைத்தேடிக் கண்டுபிடித்தான்.
But, when he was in Rome, he sought me out very diligently, and found me.

18 அந்நாளிலே அவன் கர்த்தரிடத்தில் இரக்கத்தைக் கண்டடையும்படி, கர்த்தர் அவனுக்கு அனுக்கிரகஞ்செய்வாராக; அவன் எபேசுவிலே செய்த பற்பல உதவிகளையும் நீ நன்றாய் அறிந்திருக்கிறாயே. ஆதலால், என் குமாரனே, நீ கிறிஸ்து இயேசுவிலுள்ள கிருபையில் பலப்படு.
The Lord grant unto him that he may find mercy of the Lord in that day: and in how many things he ministered unto me at Ephesus, thou knowest very well.