ଦିତୀୟ ରାଜାବଳୀ 8:10 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 8 ଦିତୀୟ ରାଜାବଳୀ 8:10

2 Kings 8:10
ତହିଁରେ ଇଲୀଶାୟ କହିଲେ, ୟାଅ, ବିନ୍ହଦଦ୍କୁ କୁହ, 'ତୁମ୍ଭେ ଅବଶ୍ଯ ବଞ୍ଚିବ।' କିନ୍ତୁ ପ୍ରକୃତ ରେ ସଦାପ୍ରଭୁ ମାେତେ କହିଛନ୍ତି ଯେ, ' ସେ ଅବଶ୍ଯ ମରିବ।'

2 Kings 8:92 Kings 82 Kings 8:11

2 Kings 8:10 in Other Translations

King James Version (KJV)
And Elisha said unto him, Go, say unto him, Thou mayest certainly recover: howbeit the LORD hath showed me that he shall surely die.

American Standard Version (ASV)
And Elisha said unto him, Go, say unto him, Thou shalt surely recover; howbeit Jehovah hath showed me that he shall surely die.

Bible in Basic English (BBE)
And Elisha said to him, Go, say to him, You will certainly get better; but the Lord has made it clear to me that only death is before him.

Darby English Bible (DBY)
And Elisha said to him, Go, say to him, Thou wilt certainly recover. But Jehovah has shewn me that he shall certainly die.

Webster's Bible (WBT)
And Elisha said to him, Go, say to him, Thou mayest certainly recover: but the LORD hath showed me, that he shall surely die.

World English Bible (WEB)
Elisha said to him, Go, tell him, You shall surely recover; however Yahweh has shown me that he shall surely die.

Young's Literal Translation (YLT)
And Elisha saith unto him, `Go, say, Thou dost certainly not revive, seeing Jehovah hath shewed me that he doth surely die.'

And
Elisha
וַיֹּ֤אמֶרwayyōʾmerva-YOH-mer
said
אֵלָיו֙ʾēlāyway-lav
unto
אֱלִישָׁ֔עʾĕlîšāʿay-lee-SHA
him,
Go,
לֵ֥ךְlēklake
say
אֱמָרʾĕmāray-MAHR
unto
him,
Thou
mayest
certainly
ל֖אֹlʾōloh
recover:
חָיֹ֣הḥāyōha-YOH
howbeit
the
Lord
תִֽחְיֶ֑הtiḥĕyetee-heh-YEH
hath
shewed
וְהִרְאַ֥נִיwĕhirʾanîveh-heer-AH-nee
that
me
יְהוָ֖הyĕhwâyeh-VA
he
shall
surely
כִּיkee
die.
מ֥וֹתmôtmote
יָמֽוּת׃yāmûtya-MOOT

Cross Reference

ଆଦି ପୁସ୍ତକ 2:17
କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସହେି ବୃକ୍ଷର ଫଳ ଖାଇବ ତୁମ୍ଭେ ସହେି ଦିନ ମରିବ!

ଯିଖରିୟ 1:20
ସଦାପ୍ରଭୁ ମାେତେ ଗ୍ଭରିଜଣ କର୍ମୀଙ୍କୁ ଦଖାଇେଲେ।

ଆମୋଷ 8:1
ସଦାପ୍ରଭୁ ମାେତେ ଏହା ଦଖାଇେଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି।

ଆମୋଷ 7:7
ସଦାପ୍ରଭୁ ଏହି ଜିନିଷ ମାେତେ ଦଖାଇେଲେ: ସଦାପ୍ରଭୁ ଗୋଟିଏ କାନ୍ଥ ନିକଟରେ ଓଳମ ଧରି ଛିଡା ହେଲେ। କାନ୍ଥ ଓଳମ ଦ୍ବାରା ସଳଖ କରାୟାଏ।

ଆମୋଷ 7:4
ମାରେପ୍ରଭୁ ସଦାପ୍ରଭୁ ମାେତେ ଏହିସବୁ ଦଖାଇେଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସହେି ଅଗ୍ନି ମହାସାଗରକୁ ଧ୍ବଂସ କଲା। ସେ ପୃଥିବୀକୁ ମଧ୍ଯ ଶଷେ କରିବାକୁ ଆରମ୍ଭ କଲା।

ଆମୋଷ 7:1
ସଦାପ୍ରଭୁ ମାେତେ ଏହା ଦଖାଇେଲେ। ଦ୍ବିତୀୟବାର ଶସ୍ଯ ଉତ୍ପାଦନ ଆରମ୍ଭ ହବୋ ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ଯ ଅମଳ କଲାପ ରେ ଏହା ଦ୍ବିତୀୟବାର ଶସ୍ଯ ଥିଲା।

ଆମୋଷ 3:7
ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।

ଯିହିଜିକଲ 18:13
ଏବଂ ଘୃଣ୍ଯ କର୍ମ କରେ, ଋଣ ଦଇେ ସୁଧ ଆଦାଯ କରେ, ସେ ବଞ୍ଚିବ କି ? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ଯ କାର୍ୟ୍ଯ କରେ। ଏବଂ ସେ ତା'ର ନିଜର ମୃତ୍ଯୁ ପାଇଁ ଦାଯୀ ରହିବ।

ଯିହିଜିକଲ 11:25
ତା'ପ ରେ ସଦାପ୍ରଭୁ ମାେତେ ଯାହା ଯାହା ବିଷଯ ଦଖାଇେ ଥିଲେ, ସହେି ସମସ୍ତ ବିଷଯ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି।

ଯିରିମିୟ 38:21
ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ଯ ନ ମାନି କଲଦୀଯମାନଙ୍କର ଅଧୀନତା ସ୍ବୀକାର ନ କରିବ, ତବେେ ସଦାପ୍ରଭୁ ମାେତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା।

ଦିତୀୟ ରାଜାବଳୀ 8:13
ହସାଯଲେ କହିଲେ, ମୁଁ ତ ସପରେି ଶକ୍ତିଶାଳୀ ନୁହେଁ, ମୁଁ ସହେି ସାମରିକ କୃତିବ ପାରିବ ନାହିଁ?

ଦିତୀୟ ରାଜାବଳୀ 1:16
ତହୁଁ ଏଲିଯ ରାଜାଙ୍କୁ କହିଲେ, ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତୁମ୍ଭେ ଇକୋର୍ଣ ଦବେତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କିହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ୟ୍ଯ ଯୋଗୁଁ ତୁମ୍ଭେ ଶୟ୍ଯାରୁ ଆଉ ଉଠିବ ନାହିଁ, ସହେିଠା ରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ଯଗୁଡିକ କହିଲେ।

ଦିତୀୟ ରାଜାବଳୀ 1:4
ପୁଣି ଅହସିଯଙ୍କୁ କୁହ, ଯେ ହତେୁ ତୁମ୍ଭେ ବାଲ୍-ସବୂବଙ୍କ ପରାମର୍ଶ କରିବାକୁ ଆଦେଶ ଦଲେ, ଏଥିପାଇଁ ସଦାପ୍ରଭୁ ଯାହା କୁହନ୍ତି, 'ତୁମ୍ଭେ ଆଉ ତୁମ୍ଭର ଶୟ୍ଯାରୁ ଉଠିବ ନାହିଁ। ତୁମ୍ଭେ ନିଶ୍ଚିତ ମୃତ୍ଯୁବରଣ କରିବ।' ଏଲିଯ ଅହସିଯଙ୍କ ଦାସମାନଙ୍କୁ ଏହା କହି ପରିତ୍ଯାଗ କଲେ।

ପ୍ରଥମ ରାଜାବଳୀ 22:15
ତା'ପରେ ମୀଖାଯ ରାଜାଙ୍କ ସମ୍ମୁଖ ରେ ଛିଡା ହେଲେ ଓ ରାଜା ଆହାବ୍ ତାଙ୍କୁ ପଚାରିଲେ, ମୀଖାଯ, ଆମ୍ଭମାନେେ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ୟିବା ଉଚିତ୍ କି କ୍ଷାନ୍ତ ହବୋ ଉଚିତ୍?

ଆଦି ପୁସ୍ତକ 41:39
ତେଣୁ ଫାରୋ ଯୋଷଫଙ୍କେୁ କହିଲେ, ପରମେଶ୍ବର ତୁମ୍ଭକୁ ଏହି ସବୁ ଦଖାଇେ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:1
ତା'ପରେ ଦୂତ ମାେତେ ଜୀବନଜଳର ନଦୀ ଦଖାଇେଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ବଳ ଥିଲା। ସହେି ନଦୀ ପରମେଶ୍ବର ଓ ମଷେଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।