Base Word
אֱלִישָׁע
Short DefinitionElisha, the famous prophet
Long Definitionthe great prophet who succeeded Elijah
Derivationcontracted for H0474
International Phonetic Alphabetʔɛ̆.lɪi̯ˈʃɔːʕ
IPA modʔĕ̞.liːˈʃɑːʕ
Syllableʾĕlîšāʿ
Dictioneh-lee-SHAW
Diction Moday-lee-SHA
UsageElisha
Part of speechn-pr-m

ପ୍ରଥମ ରାଜାବଳୀ 19:16
ଆଉ ନିମ୍ଶିର ପୁତ୍ର ଯହେୂକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କର। ଆଉ ଆବଲହେୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନ ରେ ଭବିଷ୍ଯଦ୍ବକ୍ତା ରୂପେ ଅଭିଷକେ କର।

ପ୍ରଥମ ରାଜାବଳୀ 19:17
ତହିଁରେ ଯେଉଁ ଲୋକ ହସାଯଲରେ ଖଡ୍ଗରୁ ବଞ୍ଚିବ ଯହେୂ ତାକୁ ବଧ କରିବ ଓ ଯେ ଯହେୂର ଖଡ୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ।

ପ୍ରଥମ ରାଜାବଳୀ 19:19
ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।

ଦିତୀୟ ରାଜାବଳୀ 2:1
ଅନନ୍ତର ସଦାପ୍ରଭୁ ଏଲିଯଙ୍କୁ ଘୂର୍ଣ୍ଣିବାଯୁ ରେ ସ୍ବର୍ଗକୁ ଘନେିୟିବାକୁ ଉଦ୍ଯତ ଥିଲେ, ଏଲିଯ ଓ ଇଲୀଶାୟ ଗିଲ୍ଗଲଠାରୁ ସମାନଙ୍କେର ରାସ୍ତା ରେ ଥିଲେ।

ଦିତୀୟ ରାଜାବଳୀ 2:2
ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ଏଠା ରେ ରୁହନ୍ତୁ, କାରଣ ସଦାପ୍ରଭୁ ମାେତେ ବୈଥଲକେୁ ୟିବାକୁ କହିଛନ୍ତି।

ଦିତୀୟ ରାଜାବଳୀ 2:2
ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ଏଠା ରେ ରୁହନ୍ତୁ, କାରଣ ସଦାପ୍ରଭୁ ମାେତେ ବୈଥଲକେୁ ୟିବାକୁ କହିଛନ୍ତି।

ଦିତୀୟ ରାଜାବଳୀ 2:3
ବୈଥଲରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନଇେଯିବେ ବୋଲି ତୁମ୍ଭେ କ'ଣ ଜାଣ ନାହିଁ?

ଦିତୀୟ ରାଜାବଳୀ 2:4
ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ତୁମ୍ଭେ ଏଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ଯିରୀହାକେୁ ପଠାଇଛନ୍ତି।

ଦିତୀୟ ରାଜାବଳୀ 2:5
ଯିରୀହାରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, ତୁମ୍ଭେ କ'ଣ ଜାଣନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜିଠାରୁ ନଇେଯିବେ?

ଦିତୀୟ ରାଜାବଳୀ 2:9
ନଦୀ ପାରି ହେଲାପରେ ଏଲିଯ ଇଲୀଶାୟଙ୍କୁ କହିଲେ, ପରମେଶ୍ବର ମାେତେ ତୁମ୍ଭଠାରୁ ନବୋ ପୂର୍ବରୁ, ମାଠାରୁେ ତୁମ୍ଭେ କ'ଣ ଗ୍ଭହୁଁଛ ମାଗ।

Occurences : 58

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்