ଦିତୀୟ ରାଜାବଳୀ 23:22
ପୂର୍ବଦିନଗୁଡିକରେ ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କର ଶାସନର ପୂର୍ବବର୍ତ୍ତୀ କାଳ ରେ ବିଗ୍ଭରକମାନେ ଇଶ୍ରାୟେଲ ରେ ଶାସନ କଲେ। ଏପରି ନିସ୍ତାର ପର୍ବ ପାଳନ କବେେ ହାଇେ ନଥିଲା।
Surely | כִּ֣י | kî | kee |
there was not | לֹ֤א | lōʾ | loh |
holden | נַֽעֲשָׂה֙ | naʿăśāh | na-uh-SA |
such | כַּפֶּ֣סַח | kappesaḥ | ka-PEH-sahk |
a passover | הַזֶּ֔ה | hazze | ha-ZEH |
days the from | מִימֵי֙ | mîmēy | mee-MAY |
of the judges | הַשֹּׁ֣פְטִ֔ים | haššōpĕṭîm | ha-SHOH-feh-TEEM |
that | אֲשֶׁ֥ר | ʾăšer | uh-SHER |
judged | שָֽׁפְט֖וּ | šāpĕṭû | sha-feh-TOO |
אֶת | ʾet | et | |
Israel, | יִשְׂרָאֵ֑ל | yiśrāʾēl | yees-ra-ALE |
nor in all | וְכֹ֗ל | wĕkōl | veh-HOLE |
the days | יְמֵ֛י | yĕmê | yeh-MAY |
of the kings | מַלְכֵ֥י | malkê | mahl-HAY |
Israel, of | יִשְׂרָאֵ֖ל | yiśrāʾēl | yees-ra-ALE |
nor of the kings | וּמַלְכֵ֥י | ûmalkê | oo-mahl-HAY |
of Judah; | יְהוּדָֽה׃ | yĕhûdâ | yeh-hoo-DA |
Cross Reference
ଦିତୀୟ ବଂଶାବଳୀ 30:1
ରାଜା ହିଜକିଯ ଇଶ୍ରାୟେଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବର୍ତ୍ତମାନ ପ୍ ରରଣେ କଲେ। ସେ ଇଫ୍ରଯିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ଯ ପତ୍ରମାନ ଲେଖିଲେ। ହିଜକିଯ ସହେି ସମସ୍ତ ଲୋକଙ୍କୁ ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସମାନେେ ସମସ୍ତ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିପାରିବେ।
ଦିତୀୟ ବଂଶାବଳୀ 30:13
ଅନକେ ଲୋକ ତାଡ଼ୀଶୂନ୍ଯ ରୋଟୀର ପର୍ବ ପାଳନ କରିବା ନିମନ୍ତେ ଆସି ୟିରୁଶାଲମ ରେ ଦ୍ବିତୀୟ ମାସ ରେ ଏକତ୍ର ହେଲେ। ତାହା ଏକ ଅତି ବୃହତ୍ ଜନତାର ଭିଡ଼ ଥିଲା।
ଦିତୀୟ ବଂଶାବଳୀ 35:3
ଇଶ୍ରାୟେଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସବୋକାର୍ୟ୍ଯ ନିମନ୍ତେ ପବିତ୍ରୀକୃତ ହାଇେଥିବା ଲୋକମାନଙ୍କ ସହିତ ମଧ୍ଯ ଯୋଶିୟଯ କଥା ହେଲେ। ସେ ସହେି ଲବେୀୟମାନଙ୍କୁ କହିଲେ : ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା' ମଧିଅରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇଶ୍ରାୟେଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧ ରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ଲୋକ, ଇଶ୍ରାୟେଲର ଲୋକମାନଙ୍କର ସବୋ କର।