Base Word
פֶּסַח
Short Definitiona pretermission, i.e., exemption; used only techically of the Jewish Passover (the festival or the victim)
Long Definitionpassover
Derivationfrom H6452
International Phonetic Alphabetpɛˈsɑħ
IPA modpɛˈsɑχ
Syllablepesaḥ
Dictionpeh-SA
Diction Modpeh-SAHK
Usagepassover (offering)
Part of speechn-m

ଯାତ୍ରା ପୁସ୍ତକ 12:11
ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

ଯାତ୍ରା ପୁସ୍ତକ 12:21
ତେଣୁ ମାଶାେ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ। ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ତୁମ୍ଭର ପରିବାର ପାଇଁ ଏକ ମଷେଶାବକ ଆଣ ଓ ନିସ୍ତାରପର୍ବର ମଷେଶାବକକୁ ବଧ କର।

ଯାତ୍ରା ପୁସ୍ତକ 12:27
ତୁମ୍ଭମାନେେ କହିବ, 'ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାର ପର୍ବୀଯ ବଳିଦାନ। କାରଣ? ଯେ ତବେଳେ ଆମ୍ଭେ ମିଶର ରେ ଥିଲୁ, ସଦାପ୍ରଭୁ ସେତବେେଳେ ଆମ୍ଭମାନଙ୍କୁ ଛାଡ କବଳେ ମିଶରବସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ଯା କଲା ବେଳେ ଆମ୍ଭମାନଙ୍କୁ ସୁରକ୍ଷା ହଇେଥିଲେ। ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହାଇେ ପ୍ରଣାମ କଲେ।'

ଯାତ୍ରା ପୁସ୍ତକ 12:43
ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ନିସ୍ତାରପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ଏହାକୁ ଭୋଜନ କରିବ ନାହିଁ।

ଯାତ୍ରା ପୁସ୍ତକ 12:48
ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଚାହିଁବ ନିସ୍ତାର ପର୍ବ ରେ ଭାଗନବୋ ପାଇଁ ତବେେ ତାକୁ ସୁନ୍ନତ ହବୋକୁ ପଡିବ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ସହିତ ସମାନ ହବେ। ଏହାପରେ ସେ ତୁମ୍ଭ ସହିତ ଭୋଜନ କରିପାରିବ। ଯଦି ଜଣେ ସୁନ୍ନତ ହାଇନେଥିବ ତବେେ ସେ ନିସ୍ତାରପର୍ବ ପାଳନ କରିପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇପାରିବ ନାହିଁ।

ଯାତ୍ରା ପୁସ୍ତକ 34:25
ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିୟୁକ୍ତ ଦ୍ରବ୍ଯ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।

ଲେବୀୟ ପୁସ୍ତକ 23:5
ପ୍ରଥମ ମାସ ରେ, ମାସର ଚତୁର୍ଦ୍ଦଶ ଦିନ ରେ ସନ୍ଧ୍ଯା ବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାରପର୍ବ ହବେ।

ଗଣନା ପୁସ୍ତକ 9:2
ଇଶ୍ରାୟେଲ ଲୋକମାନଙ୍କୁ କୁହ, ସମାନେେ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ।

ଗଣନା ପୁସ୍ତକ 9:4
ତହୁଁ ମାଶାେ ଇଶ୍ରାୟେଲ ଲୋକମାନଙ୍କୁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ।

ଗଣନା ପୁସ୍ତକ 9:5
ତହିଁରେ ସମାନେେ ପ୍ରଥମ ମାସ ଚତୁର୍ବ୍ଦଶ ଦିନ ରେ ଗୋଧଳି ସମୟରେ ସୀନଯ ମରୁଭୂମିରେ ନିସ୍ତାର ପର୍ବ ପାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଯେପରି ଆଜ୍ଞା ଦଇେଥିଲେ ତଦନୁସା ରେ ଇଶ୍ରାୟେଲର ଲୋକମାନେ ସବୁ କାର୍ୟ୍ଯ କଲେ।

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்