ଦିତୀୟ ଶାମୁୟେଲ 17:16 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ଶାମୁୟେଲ ଦିତୀୟ ଶାମୁୟେଲ 17 ଦିତୀୟ ଶାମୁୟେଲ 17:16

2 Samuel 17:16
ତେଣୁ ଶିଘ୍ର ଲୋକମାନଙ୍କୁ ଦାଉଦଙ୍କ ନିକଟକକ୍ସ୍ଟ ପଠାଅ ଏବଂ ତାଙ୍କୁ କକ୍ସ୍ଟହ। ସହେିଠା ରେ ରାତ୍ରି କଟାଅ ନାହିଁ, ଯେଉଁଠା ରେ ଲୋକମାନେ ମରକ୍ସ୍ଟଭୂମି ଭିତରକକ୍ସ୍ଟ ପାର ହାଇେଥିଲେ। ଏକାଥରେ ୟର୍ଦ୍ଦନ ନଦୀ ପାର ହାଇେ ଗ୍ଭଲିୟାଅ। ନୋହିଲେ ମହାରାଜ ଓ ତାଙ୍କ ସାଙ୍ଗ ଲୋକମାନେ ସମସ୍ତେ ସଂହାରିତ ହବେେ।

2 Samuel 17:152 Samuel 172 Samuel 17:17

2 Samuel 17:16 in Other Translations

King James Version (KJV)
Now therefore send quickly, and tell David, saying, Lodge not this night in the plains of the wilderness, but speedily pass over; lest the king be swallowed up, and all the people that are with him.

American Standard Version (ASV)
Now therefore send quickly, and tell David, saying, Lodge not this night at the fords of the wilderness, but by all means pass over; lest the king be swallowed up, and all the people that are with him.

Bible in Basic English (BBE)
So now send the news quickly to David, and say, Do not take your night's rest by the way across the river to the waste land, but be certain to go over; or the king and all the people with him will come to destruction.

Darby English Bible (DBY)
And now send quickly, and tell David saying, Lodge not this night in the plains of the wilderness, but speedily pass over; lest the king be swallowed up, and all the people that are with him.

Webster's Bible (WBT)
Now therefore send quickly, and tell David, saying, Lodge not this night in the plains of the wilderness, but speedily pass over; lest the king be swallowed up, and all the people that are with him.

World English Bible (WEB)
Now therefore send quickly, and tell David, saying, Don't lodge this night at the fords of the wilderness, but by all means pass over; lest the king be swallowed up, and all the people who are with him.

Young's Literal Translation (YLT)
and now, send hastily, and declare to David, saying, Lodge not to-night in the plains of the wilderness, and also, certainly pass over, lest there be a swallowing up of the king and of all the people who are with him.'

are
וְעַתָּ֡הwĕʿattâveh-ah-TA
Now
send
שִׁלְח֣וּšilḥûsheel-HOO
therefore
מְהֵרָה֩mĕhērāhmeh-hay-RA
quickly,
and
וְהַגִּ֨ידוּwĕhaggîdûveh-ha-ɡEE-doo
tell
לְדָוִ֜דlĕdāwidleh-da-VEED
David,
לֵאמֹ֗רlēʾmōrlay-MORE
saying,
אַלʾalal
not
תָּ֤לֶןtālenTA-len
Lodge
night
הַלַּ֙יְלָה֙hallaylāhha-LA-LA
this
in
the
בְּעַֽרְב֣וֹתbĕʿarbôtbeh-ar-VOTE
plains
of
the
הַמִּדְבָּ֔רhammidbārha-meed-BAHR
wilderness,
וְגַ֖םwĕgamveh-ɡAHM
but
עָב֣וֹרʿābôrah-VORE
speedily
pass
תַּֽעֲב֑וֹרtaʿăbôrta-uh-VORE
over;
פֶּ֚ןpenpen
lest
up,
יְבֻלַּ֣עyĕbullaʿyeh-voo-LA
swallowed
be
king
לַמֶּ֔לֶךְlammelekla-MEH-lek
the
and
וּלְכָלûlĕkāloo-leh-HAHL
all
people
הָעָ֖םhāʿāmha-AM
the
אֲשֶׁ֥רʾăšeruh-SHER
that
with
אִתּֽוֹ׃ʾittôee-toh

Cross Reference

ଦିତୀୟ ଶାମୁୟେଲ 15:28
ତୁମ୍ଭମାନଙ୍କ ଠାରକ୍ସ୍ଟ ମାେ ପାଖକକ୍ସ୍ଟ ତଥ୍ଯ ବାର୍ତ୍ତା ଆସିବା ପର୍ୟ୍ଯନ୍ତ ଯେଉଁଠା ରେ ମରକ୍ସ୍ଟଭୂମିକକ୍ସ୍ଟ ୟିବା ପାଇଁ ନଦୀ ପାରି ହକ୍ସ୍ଟଅନ୍ତି ସଠାେରେ ମୁ ଅପେକ୍ଷା କରି ରହିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:4
ଏହି ଶରୀରରୂପ ତମ୍ବୁ ରେ ରହିଲା ବେଳେ ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ଅଭି ଯୋଗ କରୁ। ମାରେ କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦବୋ ପାଇଁ ଚାହୁଁ। କିନ୍ତୁ ଆମ୍ଭେ ସ୍ବର୍ଗୀୟ ଘର ଦ୍ବାରା ଆଚ୍ଛାଦିତ ହବୋକୁ ଇଚ୍ଛା କରୁ। ତା' ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ବାରା ଘାଡ଼ୋଇ ହାଇେ ପାରିବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:54
କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ଯ ଦହେ ଅମରତ୍ବ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହବେ।

ମାଥିଉଲିଖିତ ସୁସମାଚାର 24:16
ସେତବେେଳେ ୟିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳଇୟିବୋ ଉଚିତ।

ହିତୋପଦେଶ 6:4
ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ୟାଅ ନାହିଁ।

ଗୀତସଂହିତା 57:3
ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ଗୀତସଂହିତା 56:2
ମାରେ ଶତ୍ରୁମାନେ ନିରନ୍ତର ଭାବରେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ ସହେି ୟୋଦ୍ଧାମାନଙ୍କର ସଂଖ୍ଯା ବହୁତ। ହେ ସର୍ବୋପରିସ୍ଥ ପରମେଶ୍ବର

ଗୀତସଂହିତା 55:8
ମୁଁ ପ୍ରବଳ ବାଯୁ ଓ ତାଫୋନ ମଧ୍ଯରୁ ତରବର ହାଇେ ଏକ ନିରାପଦ ସ୍ଥାନ ଖାଜୋଣ କରେ।

ଗୀତସଂହିତା 35:25
ସହେି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, ୟାହା ଆମ୍ଭେ ଚାହିଁଥିଲୁ ତାହା ଆମ୍ଭେ ପାଇଲୁ। ସଦାପ୍ରଭୁ, ସମାନେେ କୁହନ୍ତୁ ନାହିଁ, ଆମ୍ଭେ ତାକୁ ଧ୍ବଂସ କରିଛୁ।

ଦିତୀୟ ଶାମୁୟେଲ 20:19
ମୁ ଇଶ୍ରାୟେଲର ଶାନ୍ତ ଓ ବିଶ୍ବସ୍ତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ, ତୁମ୍ଭେ ଇଶ୍ରାୟେଲର ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ୍ଣ ନଗରକକ୍ସ୍ଟ ଧ୍ବଂସ କରିବାକୁ ଖାଜେକ୍ସ୍ଟଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ବଂସ କରିବାକୁ ଇଚ୍ଛା କରୁଛ?

ଦିତୀୟ ଶାମୁୟେଲ 17:21
ଏଣୁ ସମାନେେ ଗଲାପରେ ସେ ଦକ୍ସ୍ଟଇ ଜଣ କୂଅ ମଧ୍ଯରକ୍ସ୍ଟ ବାହାରି ଦାଉଦ ରାଜାଙ୍କ ନିକଟକକ୍ସ୍ଟ ୟାଇ ଜଣାଇଲେ। ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ଆପଣମାନେ ଏଠାରକ୍ସ୍ଟ ଶିଘ୍ର ନଦୀ ପାର ହାଇେ ଗ୍ଭଲିୟାଆନ୍ତକ୍ସ୍ଟ। କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଏହିପରି ଭାବରେ ମନ୍ତ୍ରଣା ଦଇେଛନ୍ତି।

ଦିତୀୟ ଶାମୁୟେଲ 15:14
ଏଥି ରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ୟିରକ୍ସ୍ଟଶାଲମ ରେ ଥିଲେ ତାଙ୍କୁ କହିଲେ ଯେ, ଆମ୍ଭମାନେେ ଏଠାରକ୍ସ୍ଟ ପଳାଇବା, ନଚେତ୍ ଅବଶା ଲୋମ ଆମକକ୍ସ୍ଟ କାହାରିକକ୍ସ୍ଟ ଛାଡିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ବଂସ କରିବ ଓ ୟିରକ୍ସ୍ଟଶାଲମର ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କରିବ।

ପ୍ରଥମ ଶାମୁୟେଲ 20:38
ଯୋନାଥନ ଚିତ୍କାର କରି କହିଲା, ଶିଘ୍ର ଦୌଡି ଓ ସଗେୁଡିକୁ ସଂଗ୍ରହ କର। ସଠାେରେ ଛିଡା ହକ୍ସ୍ଟଅ ନାହିଁ। ବାଳକଟି ତୀରଗୁଡିକୁ ସଂଗ୍ରହ କଲା ଓ ତା'ର ମକ୍ସ୍ଟନୀବକକ୍ସ୍ଟ ଆଣି ଦଲୋ।