1 Samuel 14:38
ତା'ପରେ ଶାଉଲ କହିଲେ, ସମସ୍ତ ନେତାମାନଙ୍କୁ ମାେ ପାଖକକ୍ସ୍ଟ ଡାକ। ଆସ ଆମ୍ଭେ ଖାଜେିବ, ଆଜି କିଏ ଏହି ପାପ କଲା।
1 Samuel 14:38 in Other Translations
King James Version (KJV)
And Saul said, Draw ye near hither, all the chief of the people: and know and see wherein this sin hath been this day.
American Standard Version (ASV)
And Saul said, Draw nigh hither, all ye chiefs of the people; and know and see wherein this sin hath been this day.
Bible in Basic English (BBE)
And Saul said, Come near, all you chiefs of the people, and let us get word from God and see in whom is this sin today.
Darby English Bible (DBY)
And Saul said, Draw ye near hither, all the heads of the people; and know and see wherein this sin has been this day.
Webster's Bible (WBT)
And Saul said, Draw ye near hither all the chief of the people: and know and see wherein this sin hath been this day.
World English Bible (WEB)
Saul said, Draw near here, all you chiefs of the people; and know and see in which this sin has been this day.
Young's Literal Translation (YLT)
And Saul saith, `Draw ye nigh hither all, the chiefs of the people, and know and see in what this sin hath been to-day;
| And Saul | וַיֹּ֣אמֶר | wayyōʾmer | va-YOH-mer |
| said, | שָׁא֔וּל | šāʾûl | sha-OOL |
| near ye Draw | גֹּ֣שֽׁוּ | gōšû | ɡOH-shoo |
| hither, | הֲלֹ֔ם | hălōm | huh-LOME |
| all | כֹּ֖ל | kōl | kole |
| the chief | פִּנּ֣וֹת | pinnôt | PEE-note |
| people: the of | הָעָ֑ם | hāʿām | ha-AM |
| and know | וּדְע֣וּ | ûdĕʿû | oo-deh-OO |
| and see | וּרְא֔וּ | ûrĕʾû | oo-reh-OO |
| wherein | בַּמָּ֗ה | bammâ | ba-MA |
| sin this | הָֽיְתָ֛ה | hāyĕtâ | ha-yeh-TA |
| hath been | הַֽחַטָּ֥את | haḥaṭṭāt | ha-ha-TAHT |
| this | הַזֹּ֖את | hazzōt | ha-ZOTE |
| day. | הַיּֽוֹם׃ | hayyôm | ha-yome |
Cross Reference
ପ୍ରଥମ ଶାମୁୟେଲ 10:19
କିନ୍ତୁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଆଜି ପରିତ୍ଯାଗ କଲ। ପରମେଶ୍ବର ତୁମ୍ଭମାନଙ୍କୁ ସବୁ ଅସକ୍ସ୍ଟବିଧାରକ୍ସ୍ଟ ଓ ସମସ୍ଯାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ତୁମ୍ଭମାନେେ କହିଲ, 'ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ।' ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନକ୍ସ୍ଟସା ରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହକ୍ସ୍ଟଅ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:20
ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହାଇେ ଠିଆ ହାଇେଛ। ପରମେଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସହେି ଭବନର କଣର ପ୍ରଧାନ ପଥର ଅଟନ୍ତି।
ମାଥିଉଲିଖିତ ସୁସମାଚାର 21:42
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏକଥା କ'ଣ କବେେ ହେଲେ ଶାସ୍ତ୍ର ରେ ପଢ଼ି ନଥିଲ?:
ଯିଖରିୟ 10:4
କଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ୟୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ଯାଧିପତି, ଏକତ୍ର ଯିହୁଦାରୁ ଆସିବେ।
ଗୀତସଂହିତା 47:9
ସହେି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ଓ ସମାନେେ ଅବ୍ରହାମର ପରମେଶ୍ବରଙ୍କ ରାଜ୍ଯର ଲୋକମାନଙ୍କ ସହିତ ମିଶନ୍ତି। ସହେିସବୁ ନେତାମାନେ ପରମେଶ୍ବରଙ୍କ ଆଶ୍ରିତ। ପରମେଶ୍ବର ସମାନଙ୍କେ ଉର୍ଦ୍ଧ୍ବରେ ଅଟନ୍ତି।
ଦିତୀୟ ଶାମୁୟେଲ 18:3
ଲୋକମାନେ କହିଲେ, ଆପଣ ଆମ ସହିତ ନିଶ୍ଚଯ ଯିବେ ନାହିଁ। କାରଣ ଆମ୍ଭମାନେେ ପଳାଇଲେ ଅବଶା ଲୋମର ଲୋକମାନେ ଆମ୍ଭମାନଙ୍କ ପାଇଁ ଖାତିର କରିବେ ନାହିଁ। ଆମ୍ଭମାନଙ୍କରକ୍ସ୍ଟ ଅର୍ଦ୍ଧକେ ମୃତକ୍ସ୍ଟ୍ଯବରଣ କଲେ ହେଁ, ସମାନେେ ଆମ୍ଭମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କର 10,000 ସହିତ ସମାନ। ତେଣୁ ଏହା ଉତ୍ତମ ଯେ, ଆପଣ ଏହି ନଗର ରେ ସାହାୟ୍ଯ ପାଇଁ ରକ୍ସ୍ଟହନ୍ତକ୍ସ୍ଟ।
ବିଚାରକର୍ତାମାନଙ୍କ ବିବରଣ 20:2
ଇଶ୍ରାୟେଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସଠାେରେ ଏକତ୍ରୀତ ହେଲେ। ପରମେଶ୍ବରଙ୍କ ଲୋକଗଣର ସହେି ସମାଜ ରେ ରହିଲେ। ଖଡ୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 4,00,000।
ଯିହୋଶୂୟ 7:14
'ପ୍ରଭାତ ରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଠିଆ ହବେ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହବେେ। ସଦାପ୍ରଭୁ ସମାନଙ୍କେ ମଧ୍ଯରକ୍ସ୍ଟ ଗୋଟିଏ ପରିବାରବର୍ଗଙ୍କକ୍ସ୍ଟ ବାଛିବେ। ଏହାପରେ ସହେି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହବେ। ସଦାପ୍ରଭୁ ସହେି ପରିବାରବର୍ଗରକ୍ସ୍ଟ ଗୋଟିଏ ଗୋଷ୍ଠୀକକ୍ସ୍ଟ ବାଛିବେ ଏବଂ ସମାନେେ ସଦାପ୍ରଭୁଙ୍କ ଆଗ ରେ ଛିଡା ହବେେ। ତା'ପରେ ସହେି ଗୋଷ୍ଠୀରୁ ସେ ଗୋଟିଏ ପରିବାରକକ୍ସ୍ଟ ବାଛିବେ। ତା'ପରେ ସେ ସହେି ପରିବାରର ପ୍ରେତ୍ୟକକ ଲୋକଙ୍କକ୍ସ୍ଟ ନିରୀକ୍ଷଣ କରିବେ।
ଯିହୋଶୂୟ 7:11
ଇଶ୍ରାୟେଲୀୟ ଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଛନ୍ତି। ମୁ ସମାନଙ୍କେୁ ଯେଉଁ ନିଯମ ମାନିବାକକ୍ସ୍ଟ ଦଇେଥିଲି, ସମାନେେ ତାହାକକ୍ସ୍ଟ ଅମାନ୍ଯ କରୁଛନ୍ତି। ସମାନେେ କିଛି ଜିନିଷ ଆଣିଛନ୍ତି, ଯାହାକକ୍ସ୍ଟ ମୁ ଧ୍ବଂସ କରିବାକୁ କହିଥିଲି। ସମାନେେ ମାଠାେରକ୍ସ୍ଟ ଏହା ଗ୍ଭରେି କରିଛନ୍ତି। ତା'ପରେ ସମାନେେ ଏହାକକ୍ସ୍ଟ ଅସ୍ବୀକାର କଲେ। ଆଉ ସଗେୁଡିକୁ ନିଜର ସାମଗ୍ରି ସହିତ ରଖିଲେ।
ଗଣନା ପୁସ୍ତକ 24:17
ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କୁନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହବେ ଓ ଇଶ୍ରାୟେଲଠାରୁ ଏକ ରାଜଦଣ୍ତ ଉଥିତ ହବେ। ମାେଯବରେ ପାର୍ଶଭଦେ କରିବ ଓ କଲହର ସମସ୍ତ ପରିବାରବର୍ଗକୁ ଚୁର୍ଣ କରିବ।