Base Word
פִּנָּה
Short Definitionan angle; by implication, a pinnacle; figuratively, a chieftain
Long Definitioncorner
Derivationfeminine of H6434
International Phonetic Alphabetpɪnˈnɔː
IPA modpiˈnɑː
Syllablepinnâ
Dictionpin-NAW
Diction Modpee-NA
Usagebulwark, chief, corner, stay, tower
Part of speechn-f

ଯାତ୍ରା ପୁସ୍ତକ 27:2
ବଦେୀର ଚାରିକଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡିକ ବଦେୀର ଏକ ଅଂଶ ହବୋ ଉଚିତ୍। ଏହା କଂସା ରେ ଆଚ୍ଛାଦିତ ହବୋ ଉଚିତ୍।

ଯାତ୍ରା ପୁସ୍ତକ 38:2
ସେ ଚାରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଚା ରୋଟି ଶୀଙ୍ଗକୁ ମିଶାଇ ଦେଲେ, ସେସବୁ ୟଜ୍ଞବଦେୀର ଏକ ଅଂଶ ହେଲା ଏବଂ ତା'ଉପରେ କଂସା ମଡାଇଲେ।

ବିଚାରକର୍ତାମାନଙ୍କ ବିବରଣ 20:2
ଇଶ୍ରାୟେଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସଠାେରେ ଏକତ୍ରୀତ ହେଲେ। ପରମେଶ୍ବରଙ୍କ ଲୋକଗଣର ସହେି ସମାଜ ରେ ରହିଲେ। ଖଡ୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 4,00,000।

ପ୍ରଥମ ଶାମୁୟେଲ 14:38
ତା'ପରେ ଶାଉଲ କହିଲେ, ସମସ୍ତ ନେତାମାନଙ୍କୁ ମାେ ପାଖକକ୍ସ୍ଟ ଡାକ। ଆସ ଆମ୍ଭେ ଖାଜେିବ, ଆଜି କିଏ ଏହି ପାପ କଲା।

ପ୍ରଥମ ରାଜାବଳୀ 7:34
ପ୍ରଲତ୍ୟକକ ଖଟୁଲିର ଗ୍ଭରି କୋଣସର ଗ୍ଭରୋଟି ଠଲସା ଥିଲା ଓସସହି ଠଲସାଗୁଡିକ ଖଟୁଲି ସହିତ ଏକ ଖଣ୍ତସହାଇ ରହିଲା।

ଦିତୀୟ ରାଜାବଳୀ 14:13
ଇଶ୍ରାୟେଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିଯଙ୍କର ପୌତ୍ର ବୈଥଶମେଶକୁ ଅଧିକାର କଲେ। ପ୍ରାଯ 600 ଫୁଟ୍ ଇଫ୍ରାଯିମର ଦ୍ବାରଠାରୁ କଣର ଦ୍ବାର ପର୍ୟ୍ଯନ୍ତ ନଗର ପାଚରେୀ ୟୋଯାଶଯ ଭାଙ୍ଗି ଦଇେଥିଲେ।

ଦିତୀୟ ବଂଶାବଳୀ 26:9
ଉଷିୟ ୟିରୁଶାଲମର କଣସ୍ଥିତ ଦ୍ବାର, ଉପତ୍ୟକା ଦ୍ବାର ଓ ପ୍ରାଚୀର ବୁଲିୟାଇଥିବା ସ୍ଥାନ ରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସହେି ଦୁର୍ଗଗୁଡ଼ିକୁ ଦୃଢ଼ କଲେ।

ଦିତୀୟ ବଂଶାବଳୀ 26:15
ୟିରୁଶାଲମ ରେ ଉଷିୟ ଚତୁର ଲୋକମାନଙ୍କ ଦ୍ବାରା ଉଦ୍ଭାବିତ ମସେିନ୍ସବୁ ନିର୍ମାଣ କଲେ। ସହେି ମସେିନ୍ଗୁଡ଼ିକ ଦୁର୍ଗ ଓ କଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସହେି ମସେିନ୍ଗୁଡ଼ିକ ତୀର ଓ ପଥର କ୍ଷପେଣ କରିପାରୁ ଥିଲା। ଉଷିୟ ବିଖ୍ଯାତ ହାଇେ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାୟ୍ଯ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହାଇେ ଉଠିଲେ।

ଦିତୀୟ ବଂଶାବଳୀ 28:24
ଆହସ୍ ପରମେଶ୍ବରଙ୍କ ମନ୍ଦିରରୁ ସାମଗ୍ରୀସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହାପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ବାରସବୁ ବନ୍ଦ କରି ଦେଲେ। ସେ ୟଜ୍ଞବଦେୀସବୁ ନିର୍ମାଣ କଲେ ଓ ସଗେୁଡ଼ିକୁ ୟିରୁଶାଲମର ଚାରିଆଡ଼େ ସ୍ଥାପନ କଲେ।

ନିହିମିୟା 3:24
ତା'ପରକୁ ହନୋଦଦର ପୁତ୍ର ବନ୍ନେୁଯୀ ଅସରିଯର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்