Numbers 6
22 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
23 ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,
24 ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦ ରେ ରଖନ୍ତୁ।
25 ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
26 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।
22 And the Lord spake unto Moses, saying,
23 Speak unto Aaron and unto his sons, saying, On this wise ye shall bless the children of Israel, saying unto them,
24 The Lord bless thee, and keep thee:
25 The Lord make his face shine upon thee, and be gracious unto thee:
26 The Lord lift up his countenance upon thee, and give thee peace.
Numbers 6 in Tamil and English
22 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
And the Lord spake unto Moses, saying,
23 ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,
Speak unto Aaron and unto his sons, saying, On this wise ye shall bless the children of Israel, saying unto them,
24 ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦ ରେ ରଖନ୍ତୁ।
The Lord bless thee, and keep thee:
25 ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
The Lord make his face shine upon thee, and be gracious unto thee:
26 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।
The Lord lift up his countenance upon thee, and give thee peace.