Numbers 6:23 ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,
Numbers 6:23 in Other Translations
King James Version (KJV) Speak unto Aaron and unto his sons, saying, On this wise ye shall bless the children of Israel, saying unto them,
American Standard Version (ASV) Speak unto Aaron and unto his sons, saying, On this wise ye shall bless the children of Israel: ye shall say unto them,
Bible in Basic English (BBE) Say to Aaron and his sons, These are the words of blessing which are to be used by you in blessing the children of Israel; say to them,
Darby English Bible (DBY) Speak unto Aaron and unto his sons, saying, On this wise ye shall bless the children of Israel: saying unto them,
Webster's Bible (WBT) Speak to Aaron and to his sons, saying, On this wise ye shall bless the children of Israel, saying to them,
World English Bible (WEB) "Speak to Aaron and to his sons, saying, 'This is how you shall bless the children of Israel.' You shall tell them,
Young's Literal Translation (YLT) `Speak unto Aaron, and unto his sons, saying, Thus ye do bless the sons of Israel, saying to them,
Read Full Chapter :
Numbers 6
Cross Reference
ଦିତୀୟ ବିବରଣ 21:5
ଏହାପରେ ଲବେୀ ବଂଶଧର ଯାଜକମାନେ ତାହା ନିକଟକକ୍ସ୍ଟ ଆସିବେ କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ସବୋର୍ଥେ ଓ ସଦାପ୍ରଭୁଙ୍କ ନାମ ରେ ଆଶୀର୍ବାଦ କରଣାର୍େଥ ସମାନଙ୍କେୁ ମନୋନୀତ କରିଅଛନ୍ତି। ଏଣୁ ସମାନଙ୍କେ ବାକ୍ଯ ଅନକ୍ସ୍ଟସା ରେ ପ୍ରେତ୍ୟକକ ବି ରୋଧ ରେ ଓ ଆଘାତ ରେ ବିଗ୍ଭର ହବେ।
ପ୍ରଥମ ବଂଶାବଳୀ 23:13
ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମାଶାେ। ହାରୋଣ ବିଶଷେ ରୂପେ ମନୋନୀତ କରାୟାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶଷେ ରୂପେ ମନୋନୀତ ହାଇେଥିଲେ। ସଦାପ୍ରଭୁଙ୍କ ସବୋକାର୍ୟ୍ଯ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସମାନଙ୍କେୁ ମନୋନୀତ କରାୟାଇଥିଲା। ସଦାପ୍ରଭୁ ସମ୍ମୁଖ ରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହାଇେଥିଲେ। ସମାନେେ ଯାଜକରୂପେ ସଦାପ୍ରଭୁଙ୍କର ସବୋକାର୍ୟ୍ଯ କରିବା ନିମନ୍ତେ ମନୋନୀତ ହାଇେଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ଯବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସମାନେେ ମନୋନୀତ ହାଇେଥିଲେ।
ଦିତୀୟ ବିବରଣ 10:8
ସେ ସମୟରେ ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସବୋକର୍ମ ପାଇଁ ତାହାଙ୍କ ଛାମକ୍ସ୍ଟ ରେ ଠିଆ ହବୋକକ୍ସ୍ଟ ଓ ତାହାଙ୍କ ନାମ ରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ୟ୍ଯନ୍ତ ଲବେୀ ପରିବାରବର୍ଗଙ୍କକ୍ସ୍ଟ ପୃଥକ କରିଛନ୍ତି।
ଆଦି ପୁସ୍ତକ 28:3
ସର୍ବଶକ୍ତିମାନ ପରମେଶ୍ବର ଆଶୀର୍ବାଦ କରି ଅନକେ ଜନସମାଜ ହବୋ ପାଇଁ ୟଥେଷ୍ଟ ବଂଶଧର କରନ୍ତୁ।
ଆଦି ପୁସ୍ତକ 47:7
ଏହାପରେ ଯୋଷଫେ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
ଆଦି ପୁସ୍ତକ 47:10
ଏହାପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁ ରେ ବିଦାଯ ନେଲେ।
ଆଦି ପୁସ୍ତକ 48:20
ତେଣୁ ଇଶ୍ରାୟେଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ, ଯେତବେେଳେ ଇଶ୍ରାୟେଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ ସମାନେେ ତୁମ୍ଭର ନାମ ନବେେ। ସମାନେେ କହିବେ, ଇଫ୍ରଯିମ ଓ ମନଃଶି ପରି ପରମେଶ୍ବର ତୁମ୍ଭଙ୍କୁ କରନ୍ତୁ।
ଲେବୀୟ ପୁସ୍ତକ 9:22
ତା'ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ୟଜ୍ଞବଦେୀ ତଳକୁ ଓହ୍ଲାଇ ଆସିଲେ।
ଦିତୀୟ ବିବରଣ 33:1
ମାଶାେ ଏହି ଆଶୀର୍ବାଦମାନ ଦଇେଥିଲେ, ଯେ କି ପରମେଶ୍ବରଙ୍କର ଲୋକ ଇଶ୍ରାୟେଲକକ୍ସ୍ଟ ମଲା ପୂର୍ବରକ୍ସ୍ଟ ଦଇେଥିଲେ।
ଯିହୋଶୂୟ 8:33
ଇଶ୍ରାୟେଲର ସମସ୍ତ ଲୋକମାନେ, ସମାନଙ୍କେ ପ୍ରାଚୀନବର୍ଗ, ନତେୃବର୍ଗ, ସମାନଙ୍କେର ବିଗ୍ଭରକର୍ତ୍ତାଗଣ, ବିଦେଶୀଗଣ ଓ ଦେଶବାସୀ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ଛିଡା ହେଲ। ସମାନଙ୍କେ ମଧ୍ଯରକ୍ସ୍ଟ ଅର୍ଦ୍ଧକେ ଏବଲ ପର୍ବତ ଆଗ ରେ ଓ ଅର୍ଦ୍ଧକେ ଗରିଷମ ପର୍ବତ ଆଗ ରେ ଛିଡା ହେଲ। ସଦାପ୍ରଭୁଙ୍କ ପବିତ୍ର ନିଯମ ସିନ୍ଦକ୍ସ୍ଟକବାହୀ ଲବେୀୟ ଯାଜକମାନଙ୍କ ସମ୍ମକ୍ସ୍ଟଖ ରେ ସମାନେେ ଠିଆ ହେଲେ। ସମାନେେ ଏପରି କଲେ କାରଣ ସଦାପ୍ରଭୁଙ୍କର ସବେକ ମାଶାେ ଇଶ୍ରାୟେଲୀୟମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଏପରି କରିବାକୁ ଆଜ୍ଞା ଦଇେଥିଲେ।
ଲୂକଲିଖିତ ସୁସମାଚାର 24:50
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ୟିରୁଶାଲମରୁ ବେଥନିଆକୁ କଢାଇ ନଇଗେଲେ। ଯୀଶୁ ତାହାଙ୍କର ହାତ ଟକେି ଶିଷ୍ଯମାନଙ୍କୁ ଆଶୀର୍ବାଦ କଲେ।
ଆଦି ପୁସ୍ତକ 14:19
ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, ଅବ୍ରାମ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ବରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:3
ଆମ୍ଭର ପିତା ପରମେଶ୍ବର ଓ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବତ୍ତୁର୍। ପାଉଲ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:14
ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ବରଙ୍କ ପ୍ ରମେ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:1
ମଲ୍କୀଷଦକେ ଶାଲମରେ ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ବରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫରେିଲା ବେଳେ ମଲ୍କୀଷଦକେ ଅବ୍ରହାମଙ୍କୁ ଦଖାେକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:7
ସମସ୍ତେ ଜାଣନ୍ତେ ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:20
ବିଶ୍ବାସ କାରଣରୁ ଇସ୍ହାକ, ଯାକୁବ ଓ ଏସୌଙ୍କୁ ସମାନଙ୍କେ ଭବିଷ୍ଯତ ବିଷୟ ରେ ଆଶୀର୍ବାଦ ଦେଲେ।
ପିତରଙ୍କ ପ୍ରଥମ ପତ୍ 1:2
ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।
ପିତରଙ୍କ ଦିତୀୟ ପତ୍ର 1:2
ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।
ଯୋହନଙ୍କ ଦିତୀୟ ପତ୍ 1:3
ପରମପିତା ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ଯ ଓ ପ୍ ରମେ ଦ୍ବାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:7
ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।
ଆଦି ପୁସ୍ତକ 24:60
ଯେତବେେଳେ ରିବିକା ସହେି ସ୍ଥାନ ଛାଡ଼ିଲା ସମାନେେ ତାଙ୍କୁ ଆଶୀର୍ବାଦ କରି କହିଲେ,
ଆଦି ପୁସ୍ତକ 27:27
ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା ଓ ତାଙ୍କୁ ନୁମ୍ବନ ଦଲୋ। ଇସ୍ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇସ୍ହାକ ତାଙ୍କୁ ଆଶୀର୍ବାଦ ଦେଲେ।