Malachi 2
1 ହେ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ।
2 ଯଦି ତୁମ୍ଭମାନେେ ଧ୍ଯାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦବୋ ପାଇଁ, ଗୁରୁତ୍ବ ନ ଦିଅ ତବେେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡିକ ଅଭିଶାପ ରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭମାନେେ ଆମ୍ଭର ନାମକୁ ଗୌରବ ଦବୋ ବିଷଯ ରେ ଗମ୍ଭୀର ନୁହଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।
3 ଦେଖ, ଆମ୍ଭେ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ ଦବୋ। ଛୁଟିଦିନମାନଙ୍କ ରେ ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିବେ। ମାତ୍ର ତୁମ୍ଭମାନେେ ମୃତ ପ୍ରାଣୀମାନଙ୍କର ଯେଉଁ ଗୋବର ବାହାରକୁ ଫିଙ୍ଗି ଦିଅ, ଆମ୍ଭେ ସହେି ଗୋବରକୁ ନଇେ ତୁମ୍ଭମାନଙ୍କ ମୁହଁ ରେ ପକାଇବା ଓ ତୁମ୍ଭମାନଙ୍କୁ ସହେି ଗୋବର ସହିତ ଫିଙ୍ଗି ଦବୋ।
4 ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ବରା ଲବେୀମାନଙ୍କ ସହିତ ଆମ୍ଭର ନିଯମ ଗ୍ଭଲୁ ରହିବ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।
5 ଆମ୍ଭେ ଲବେୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି ଦବୋପାଇଁ ଏବଂ ଆମ୍ଭେ ଆପଣା ଶପଥ ରଖିଥିଲୁ। ସେ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା।
6 ଲବେୀ ସତ୍ଯବାଣୀ ପ୍ରଗ୍ଭର କରୁଥିଲା ଏବଂ ସେ ମିଥ୍ଯା ଶିକ୍ଷା ଦେଉନଥିଲା। ସେ ଧାର୍ମିକ ଏବଂ ବିଶ୍ବସ୍ତତାର ସମ୍ବନ୍ଧ ଆମ୍ଭ ସହିତ ରଖୁଥିଲା। ସେ ବହୁତ ଲୋକମାନଙ୍କୁ ସମାନଙ୍କେ ଜୀବନର ପାପପୂର୍ଣ୍ଣ ପଥରୁ ବିମୂଖ କରୁଥିଲା।
7 ଜଣେ ଯାଜକ ପରମେଶ୍ବରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ୟାଇ ପରମେଶ୍ବରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।
8 ମାତ୍ର ତୁମ୍ଭେ ଯାଜକଗଣ ଆମ୍ଭ ପଥରୁ ବିମୁଖ ହାଇେଛ ଏବଂ ତୁମ୍ଭମାନେେ ବହୁତ ଲୋକମାନଙ୍କୁ ଭୂଲ୍ ପଥରେ ୟିବା ପାଇଁ ଶିଖାଇଲ। ତୁମ୍ଭମାନେେ ଲବେୀଙ୍କ ସହିତ ହାଇେଥିବା ଚୁକ୍ତିକୁ ଲଙ୍ଘନ କଲ। ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିଲେ।
9 ତୁମ୍ଭମାନେେ ଆମ୍ଭର ପଥ ଅନୁସରଣ କରିନାହଁ। ତୁମ୍ଭେ ଆମ୍ଭର ଶିକ୍ଷାଦ୍ବାରା ପକ୍ଷପାତିତା ଦଖାଇେଛ। ତେଣୁ ସମସ୍ତ ଲୋକମାନଙ୍କ ଆଗ ରେ ଆମ୍ଭେ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।
1 And now, O ye priests, this commandment is for you.
2 If ye will not hear, and if ye will not lay it to heart, to give glory unto my name, saith the Lord of hosts, I will even send a curse upon you, and I will curse your blessings: yea, I have cursed them already, because ye do not lay it to heart.
3 Behold, I will corrupt your seed, and spread dung upon your faces, even the dung of your solemn feasts; and one shall take you away with it.
4 And ye shall know that I have sent this commandment unto you, that my covenant might be with Levi, saith the Lord of hosts.
5 My covenant was with him of life and peace; and I gave them to him for the fear wherewith he feared me, and was afraid before my name.
6 The law of truth was in his mouth, and iniquity was not found in his lips: he walked with me in peace and equity, and did turn many away from iniquity.
7 For the priest’s lips should keep knowledge, and they should seek the law at his mouth: for he is the messenger of the Lord of hosts.
8 But ye are departed out of the way; ye have caused many to stumble at the law; ye have corrupted the covenant of Levi, saith the Lord of hosts.
9 Therefore have I also made you contemptible and base before all the people, according as ye have not kept my ways, but have been partial in the law.
Malachi 2 in Tamil and English
1 ହେ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ।
And now, O ye priests, this commandment is for you.
2 ଯଦି ତୁମ୍ଭମାନେେ ଧ୍ଯାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦବୋ ପାଇଁ, ଗୁରୁତ୍ବ ନ ଦିଅ ତବେେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡିକ ଅଭିଶାପ ରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭମାନେେ ଆମ୍ଭର ନାମକୁ ଗୌରବ ଦବୋ ବିଷଯ ରେ ଗମ୍ଭୀର ନୁହଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।
If ye will not hear, and if ye will not lay it to heart, to give glory unto my name, saith the Lord of hosts, I will even send a curse upon you, and I will curse your blessings: yea, I have cursed them already, because ye do not lay it to heart.
3 ଦେଖ, ଆମ୍ଭେ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ ଦବୋ। ଛୁଟିଦିନମାନଙ୍କ ରେ ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିବେ। ମାତ୍ର ତୁମ୍ଭମାନେେ ମୃତ ପ୍ରାଣୀମାନଙ୍କର ଯେଉଁ ଗୋବର ବାହାରକୁ ଫିଙ୍ଗି ଦିଅ, ଆମ୍ଭେ ସହେି ଗୋବରକୁ ନଇେ ତୁମ୍ଭମାନଙ୍କ ମୁହଁ ରେ ପକାଇବା ଓ ତୁମ୍ଭମାନଙ୍କୁ ସହେି ଗୋବର ସହିତ ଫିଙ୍ଗି ଦବୋ।
Behold, I will corrupt your seed, and spread dung upon your faces, even the dung of your solemn feasts; and one shall take you away with it.
4 ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ବରା ଲବେୀମାନଙ୍କ ସହିତ ଆମ୍ଭର ନିଯମ ଗ୍ଭଲୁ ରହିବ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।
And ye shall know that I have sent this commandment unto you, that my covenant might be with Levi, saith the Lord of hosts.
5 ଆମ୍ଭେ ଲବେୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି ଦବୋପାଇଁ ଏବଂ ଆମ୍ଭେ ଆପଣା ଶପଥ ରଖିଥିଲୁ। ସେ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା।
My covenant was with him of life and peace; and I gave them to him for the fear wherewith he feared me, and was afraid before my name.
6 ଲବେୀ ସତ୍ଯବାଣୀ ପ୍ରଗ୍ଭର କରୁଥିଲା ଏବଂ ସେ ମିଥ୍ଯା ଶିକ୍ଷା ଦେଉନଥିଲା। ସେ ଧାର୍ମିକ ଏବଂ ବିଶ୍ବସ୍ତତାର ସମ୍ବନ୍ଧ ଆମ୍ଭ ସହିତ ରଖୁଥିଲା। ସେ ବହୁତ ଲୋକମାନଙ୍କୁ ସମାନଙ୍କେ ଜୀବନର ପାପପୂର୍ଣ୍ଣ ପଥରୁ ବିମୂଖ କରୁଥିଲା।
The law of truth was in his mouth, and iniquity was not found in his lips: he walked with me in peace and equity, and did turn many away from iniquity.
7 ଜଣେ ଯାଜକ ପରମେଶ୍ବରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ୟାଇ ପରମେଶ୍ବରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।
For the priest’s lips should keep knowledge, and they should seek the law at his mouth: for he is the messenger of the Lord of hosts.
8 ମାତ୍ର ତୁମ୍ଭେ ଯାଜକଗଣ ଆମ୍ଭ ପଥରୁ ବିମୁଖ ହାଇେଛ ଏବଂ ତୁମ୍ଭମାନେେ ବହୁତ ଲୋକମାନଙ୍କୁ ଭୂଲ୍ ପଥରେ ୟିବା ପାଇଁ ଶିଖାଇଲ। ତୁମ୍ଭମାନେେ ଲବେୀଙ୍କ ସହିତ ହାଇେଥିବା ଚୁକ୍ତିକୁ ଲଙ୍ଘନ କଲ। ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିଲେ।
But ye are departed out of the way; ye have caused many to stumble at the law; ye have corrupted the covenant of Levi, saith the Lord of hosts.
9 ତୁମ୍ଭମାନେେ ଆମ୍ଭର ପଥ ଅନୁସରଣ କରିନାହଁ। ତୁମ୍ଭେ ଆମ୍ଭର ଶିକ୍ଷାଦ୍ବାରା ପକ୍ଷପାତିତା ଦଖାଇେଛ। ତେଣୁ ସମସ୍ତ ଲୋକମାନଙ୍କ ଆଗ ରେ ଆମ୍ଭେ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।
Therefore have I also made you contemptible and base before all the people, according as ye have not kept my ways, but have been partial in the law.