Luke 16:22
ପରେ ଲାଜାର ମରିଗଲା। ସ୍ବର୍ଗଦୂତମାନେ ତାହାକୁ ନଇଯାେଇ ଅବ୍ରହାମଙ୍କ କୋଳ ରେ ରଖିଲେ। ଧନୀ ଲୋକ ଜଣକ ମଧ୍ଯ ମରିଗଲା ଓ ତାହାକୁ କବର ଦିଆଗଲା।
Luke 16:22 in Other Translations
King James Version (KJV)
And it came to pass, that the beggar died, and was carried by the angels into Abraham's bosom: the rich man also died, and was buried;
American Standard Version (ASV)
And it came to pass, that the beggar died, and that he was carried away by the angels into Abraham's bosom: and the rich man also died, and was buried.
Bible in Basic English (BBE)
And in time the poor man came to his end, and angels took him to Abraham's breast. And the man of wealth came to his end, and was put in the earth.
Darby English Bible (DBY)
And it came to pass that the poor man died, and that he was carried away by the angels into the bosom of Abraham. And the rich man also died and was buried.
World English Bible (WEB)
It happened that the beggar died, and that he was carried away by the angels to Abraham's bosom. The rich man also died, and was buried.
Young's Literal Translation (YLT)
`And it came to pass, that the poor man died, and that he was carried away by the messengers to the bosom of Abraham -- and the rich man also died, and was buried;
| And | ἐγένετο | egeneto | ay-GAY-nay-toh |
| it came to pass, | δὲ | de | thay |
| that | ἀποθανεῖν | apothanein | ah-poh-tha-NEEN |
| the | τὸν | ton | tone |
| beggar | πτωχὸν | ptōchon | ptoh-HONE |
| died, | καὶ | kai | kay |
| and | ἀπενεχθῆναι | apenechthēnai | ah-pay-nake-THAY-nay |
| was carried | αὐτὸν | auton | af-TONE |
| ὑπὸ | hypo | yoo-POH | |
| by | τῶν | tōn | tone |
| the | ἀγγέλων | angelōn | ang-GAY-lone |
| angels | εἰς | eis | ees |
| into | τὸν | ton | tone |
| κόλπον | kolpon | KOLE-pone | |
| Abraham's | τοῦ | tou | too |
| bosom: | Ἀβραάμ· | abraam | ah-vra-AM |
| the | ἀπέθανεν | apethanen | ah-PAY-tha-nane |
| man rich | δὲ | de | thay |
| καὶ | kai | kay | |
| also | ὁ | ho | oh |
| died, | πλούσιος | plousios | PLOO-see-ose |
| and | καὶ | kai | kay |
| was buried; | ἐτάφη | etaphē | ay-TA-fay |
Cross Reference
John 13:23
ଯୀଶୁଙ୍କ ପାଖ ରେ ଆଉ ଜଣେ ଶିଷ୍ଯ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।
Revelation 14:13
ତା'ପରେ ମୁଁ ଗୋଟିଏ ସ୍ବର ସ୍ବର୍ଗରୁ ଶୁଣିଲି। ସହେି ସ୍ବର କହିଲା, ଏହା ଲେଖିରଖ : ବର୍ତ୍ତମାନଠାରୁ ପ୍ରଭୁଙ୍କଠା ରେ ବିଶ୍ବାସ ରଖି ଯେଉଁମାନେ ମୃତ୍ଯୁବରଣ କରନ୍ତି, ସମାନେେ ଧନ୍ଯ।
James 1:11
ସୂର୍ୟ୍ଯ ଉଦୟ ହାଇେ ଅଧିକ ଉତ୍ତପ୍ତ କରେ। ସୂର୍ୟ୍ଯର ଉତ୍ତାପ ଚାରା ଗଛଟିକୁ ଶୁଖଇେ ଦିଏ। ଫୁଲ ଝଡ଼ି ଯାଏ। ସହେି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ଯ ଠିକ୍ ସହେିଭଳି। ସେ ତାହାର ବ୍ଯବସାୟ ଲାଗି ଯୋଜନା କରୁଥିବା ବେଳେ ମରିୟିବ।
Mark 8:36
ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହ ରଇେ ବ ସେ, ତବେେ ସେଥି ରେ କ'ଣ ଲାଭ ଅଛି?
Psalm 49:16
କବଳେ ସମାନେେ ଧନୀ ବୋଲି ସମାନଙ୍କେୁ ଭୟ କର ନାହିଁ। ସହେି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।
Psalm 49:6
ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।
Matthew 24:31
ନିଜର ସ୍ବର୍ଗଦୂତମାନଙ୍କୁ ପୃଥିବୀ ରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ଯପୁତ୍ର ମହା ତୂରୀ ଧ୍ବନି ସହିତ ଆସିବେ। ସହେି ସ୍ବର୍ଗଦୂତମାନେ ମର୍ତ୍ତ୍ଯର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ୟ୍ଯନ୍ତ ବୁଲି, ଚାରିଆଡୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।
Luke 12:20
କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'
John 21:20
ପିତର ବୁଲି ପଡି ଦେଖିଲେ ଯେ ଯେଉଁ ଶିଷ୍ଯଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସେ ସମାନଙ୍କେ ଅନୁଗମନ କରୁଛନ୍ତି। ( ସହେି ରାତ୍ରି ଭୋଜନ ବେଳେ, ସହେି ଶିଷ୍ଯ ଯୀଶୁଙ୍କ ଶରୀର ରେ ଆଉଜି ପଡି, ପ୍ରଚାରି ଥିଲେ, ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧ ରେ ୟିବ?)
Hebrews 1:14
ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।
Hebrews 2:14
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
1 Peter 2:24
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।
Matthew 18:10
ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।
Matthew 13:38
ପୃଥିବୀ ହେଉଛି କ୍ଷତେ। ସ୍ବର୍ଗରାଜ୍ଯ ରେ ଥିବା ପରମେଶ୍ବରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର।
Job 3:13
ମୁଁ ଯଦି ଜନ୍ମ ହେଲା ବେଳେ ମରିୟାଇଥାନ୍ତି, ବର୍ତ୍ତମାନ ଶାନ୍ତି ରେ ଥାନ୍ତି। ମୁଁ ଇଚ୍ଛାକରେ ମୁଁ ଶାଇେରହିଥାନ୍ତି ଏବଂ ବିଶ୍ରାମ ପାଇଥାନ୍ତି।
Job 21:13
ଦୁଷ୍ଟ ବ୍ଯକ୍ତି ସାରାଜୀବନ ସୌଭାଗ୍ଯ ରେ ଦିନ କାଟନ୍ତି। ତା'ପରେ ସମାନେେ ମୃତ୍ଯୁ ମୁଖ ରେ ପଡ଼ନ୍ତି। କୌଣସି ୟନ୍ତ୍ରଣା ଭୋଗ ନ କରି ସମାନେେ କବରକୁ ୟାଆନ୍ତି।
Job 21:30
ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ୟାଆନ୍ତି। ପରମେଶ୍ବର ରାଗ କଲେ ବି ସମାନେେ ବର୍ତ୍ତି ୟାଆନ୍ତି।
Psalm 73:18
ହେ ପରମେଶ୍ବର, ତୁମ୍ଭେ ନିଶ୍ଚିତରେ ସହେି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସମାନଙ୍କେୁ ଧ୍ବଂସ ମୁଖରୁ ପଲେି ଦିଅ।
Psalm 91:11
ପରମେଶ୍ବର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦବେେ। ତୁମ୍ଭେ ଯେଉଁଠାକୁ ଗଲେ ମଧ୍ଯ, ସମାନେେ ତୁମ୍ଭକୁ ସୁରକ୍ଷା ଦବେେ।
Proverbs 14:32
ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।
Ecclesiastes 8:10
ତା'ପ ରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସମାନଙ୍କେୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହର ରେ ପ୍ରଂଶସିତ ହାଇେଥିଲେ। ଏହା ମଧ୍ଯ ଅର୍ଥହୀନ।
Isaiah 14:18
ପୃଥିବୀର ସମସ୍ତ ରାଜନ୍ଯବର୍ଗ ମୃତ୍ଯୁପ ରେ ସମ୍ମାନ ଓ ଗୌରବ ସହ ନିଜ ନିଜ ସମାଧି ରେ ବିଶ୍ରାମ ନେଲେ।
Isaiah 22:16
ତୁମ୍ଭେ ଏଠା ରେ କ'ଣ କରୁଛ ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠା ରେ ଏକ କବର ଖୋଳୁଛ ?
Isaiah 57:1
ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।
Matthew 8:11
ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।
2 Kings 9:34
ଯହେୂ ଭିତରକୁ ୟାଇ ଭୋଜନ ପାନ କଲେ। ତା'ପରେ ସେ କହିଲେ, ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ଯା।