Luke 15

fullscreen25 ଏହି ସମୟରେ ଲୋକଟିର ବଡ ପୁଅ କ୍ଷତେ ରେ ଥିଲା। ଫରେିଲା ବେଳେ, ଘର ପାଖାପାଖି ପହଞ୍ଚିବା ବଳକେୁ ସେ ନାଚଗୀତର ଶବ୍ଦ ଶୁଣିଲା।

fullscreen26 ତେଣୁ ସେ ଜଣେ ଚାକରକୁ ଡାକି ପଚାରିଲା, 'ଏ ସବୁ କ'ଣ ଚାଲିଛି?'

fullscreen27 ଚାକରଟି କହିଲା, 'ତୁମ୍ଭ ଭାଇ ଫରେି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମାଟୋ ବାଛୁରୀଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳ ରେ ଫରେି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସି ହେଉଛନ୍ତି।'

fullscreen28 ଏହା ଶୁଣି ବଡ ପୁଅ ଭୀଷଣ ରାଗିଗଲା। ସେ ଭିତ ରେ ପ୍ରବେଶ କରିବା ପାଇଁ ଇଚ୍ଛା କଲାନାହିଁ। ତେଣୁ ତା' ବାପା ବଡ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ।

fullscreen29 ବଡ ପୁଅ ବାପାଙ୍କୁ କହିଲା, 'ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସବୋ କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମାେ ପାଇଁ ଛଳେିଟିଏ ମଧ୍ଯ କବେେ ମାରିନାହଁ। ତୁମ୍ଭେ ମାେ ପାଇଁ ଓ ମାେ ବନ୍ଧୁମାନଙ୍କ ପାଇଁ କବେେ ହେଲେ ଭୋଜିଟିଏ ଦଇନୋହଁ।

fullscreen30 କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'

fullscreen31 କିନ୍ତୁ ବାପା ତାକୁ କହିଲେ, 'ପୁଅ, ତୁ ସବୁବେଳେ ମାେ ପାଖ ରେ ଅଛୁ। ମାରେ ଯାହା କିଛି ଅଛି, ସେ ସବୁ ତୋର।

25 Now his elder son was in the field: and as he came and drew nigh to the house, he heard musick and dancing.

26 And he called one of the servants, and asked what these things meant.

27 And he said unto him, Thy brother is come; and thy father hath killed the fatted calf, because he hath received him safe and sound.

28 And he was angry, and would not go in: therefore came his father out, and intreated him.

29 And he answering said to his father, Lo, these many years do I serve thee, neither transgressed I at any time thy commandment: and yet thou never gavest me a kid, that I might make merry with my friends:

30 But as soon as this thy son was come, which hath devoured thy living with harlots, thou hast killed for him the fatted calf.

31 And he said unto him, Son, thou art ever with me, and all that I have is thine.

Luke 15 in Tamil and English

25 ଏହି ସମୟରେ ଲୋକଟିର ବଡ ପୁଅ କ୍ଷତେ ରେ ଥିଲା। ଫରେିଲା ବେଳେ, ଘର ପାଖାପାଖି ପହଞ୍ଚିବା ବଳକେୁ ସେ ନାଚଗୀତର ଶବ୍ଦ ଶୁଣିଲା।
Now his elder son was in the field: and as he came and drew nigh to the house, he heard musick and dancing.

26 ତେଣୁ ସେ ଜଣେ ଚାକରକୁ ଡାକି ପଚାରିଲା, 'ଏ ସବୁ କ'ଣ ଚାଲିଛି?'
And he called one of the servants, and asked what these things meant.

27 ଚାକରଟି କହିଲା, 'ତୁମ୍ଭ ଭାଇ ଫରେି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମାଟୋ ବାଛୁରୀଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳ ରେ ଫରେି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସି ହେଉଛନ୍ତି।'
And he said unto him, Thy brother is come; and thy father hath killed the fatted calf, because he hath received him safe and sound.

28 ଏହା ଶୁଣି ବଡ ପୁଅ ଭୀଷଣ ରାଗିଗଲା। ସେ ଭିତ ରେ ପ୍ରବେଶ କରିବା ପାଇଁ ଇଚ୍ଛା କଲାନାହିଁ। ତେଣୁ ତା' ବାପା ବଡ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ।
And he was angry, and would not go in: therefore came his father out, and intreated him.

29 ବଡ ପୁଅ ବାପାଙ୍କୁ କହିଲା, 'ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସବୋ କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମାେ ପାଇଁ ଛଳେିଟିଏ ମଧ୍ଯ କବେେ ମାରିନାହଁ। ତୁମ୍ଭେ ମାେ ପାଇଁ ଓ ମାେ ବନ୍ଧୁମାନଙ୍କ ପାଇଁ କବେେ ହେଲେ ଭୋଜିଟିଏ ଦଇନୋହଁ।
And he answering said to his father, Lo, these many years do I serve thee, neither transgressed I at any time thy commandment: and yet thou never gavest me a kid, that I might make merry with my friends:

30 କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'
But as soon as this thy son was come, which hath devoured thy living with harlots, thou hast killed for him the fatted calf.

31 କିନ୍ତୁ ବାପା ତାକୁ କହିଲେ, 'ପୁଅ, ତୁ ସବୁବେଳେ ମାେ ପାଖ ରେ ଅଛୁ। ମାରେ ଯାହା କିଛି ଅଛି, ସେ ସବୁ ତୋର।
And he said unto him, Son, thou art ever with me, and all that I have is thine.