Leviticus 27

fullscreen16 ଆଉ ଯଦି କୌଣସି ମନୁଷ୍ଯ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ତବେେ ତାହାର ମୂଲ୍ଯ ନିରୂପଣ ତାହାର ବପନୀଯ ବିହନ ଅନୁସାରେ ହବେ; ଏକ ହୋମର-ପରିମିତ ୟବ-ବିହନର ମୂଲ୍ଯ ପଗ୍ଭଶ ଶକେଲ ରୂପା ହବେ।

fullscreen17 ଯଦି ଜଣେ ମନୁଷ୍ଯ ମହୋଲ୍ଲାସ-ଉତ୍ସବ ବର୍ଷ ରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।

fullscreen18 ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ଅବଶିଷ୍ଟ ବର୍ଷର ସଂଖ୍ଯା ଅନୁସାରେ ତା' ସହିତ ମୂଲ୍ଯର ଗଣନା କରିବ। ପୁଣି ତଦନୁସା ରେ ତା'ର ନିରୂପିତ ମୂଲ୍ଯରୁ ଉଣା କରାୟିବ।

fullscreen19 ଯଦି ସହେି ବ୍ଯକ୍ତି ତା'ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତବେେ ସେ କ୍ଷେତ୍ରମୂଲ୍ଯ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ଯ ୟୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହବେ।

fullscreen20 ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସହେି କ୍ଷେତ୍ରଟି ଯାଜକମାନଙ୍କର ହବେ। ଯଦି ସହେି କ୍ଷେତ୍ର ଅନ୍ୟକୁ ବିକ୍ରଯ କରାୟାଇଛି, ତବେେ ତାହା ଆଉ କବେେ ମୁକ୍ତ ହବେ ନାହିଁ।

fullscreen21 ମାତ୍ର ସହେି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶଷେ ଉପହାର ତୁଲ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ ଓ ତହିଁରେ ଯାଜକର ଅଧିକାର ହବେ।

fullscreen22 ଯଦି କହେି ଆପଣା ସମ୍ପତ୍ତି ନି ହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଷ୍ଠା କରେ,

fullscreen23 ତବେେ ଯାଜକ ତା'ର ନିରୁପିତ ମୁଲ୍ଯ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସହେିଦିନ ତା'ର ନିରୂପିତ ମୂଲ୍ଯ ଦବେ। ସହେି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ଯ ହବେ।

fullscreen24 ମହୋଲ୍ଲାସ-ଉତ୍ସବ ବର୍ଷ ରେ ସହେି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫରେିୟିବ।

fullscreen25 ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ଯ ପବିତ୍ରସ୍ଥାନର ଶକେଲ ଅନୁସାରେ ହବେ, କୋଡିଏ ଗରୋ ରେ ଏକ ଶକେଲ ହୁଏ।

16 And if a man shall sanctify unto the Lord some part of a field of his possession, then thy estimation shall be according to the seed thereof: an homer of barley seed shall be valued at fifty shekels of silver.

17 If he sanctify his field from the year of jubile, according to thy estimation it shall stand.

18 But if he sanctify his field after the jubile, then the priest shall reckon unto him the money according to the years that remain, even unto the year of the jubile, and it shall be abated from thy estimation.

19 And if he that sanctified the field will in any wise redeem it, then he shall add the fifth part of the money of thy estimation unto it, and it shall be assured to him.

20 And if he will not redeem the field, or if he have sold the field to another man, it shall not be redeemed any more.

21 But the field, when it goeth out in the jubile, shall be holy unto the Lord, as a field devoted; the possession thereof shall be the priest’s.

22 And if a man sanctify unto the Lord a field which he hath bought, which is not of the fields of his possession;

23 Then the priest shall reckon unto him the worth of thy estimation, even unto the year of the jubile: and he shall give thine estimation in that day, as a holy thing unto the Lord.

24 In the year of the jubile the field shall return unto him of whom it was bought, even to him to whom the possession of the land did belong.

25 And all thy estimations shall be according to the shekel of the sanctuary: twenty gerahs shall be the shekel.

Leviticus 27 in Tamil and English

16 ଆଉ ଯଦି କୌଣସି ମନୁଷ୍ଯ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ତବେେ ତାହାର ମୂଲ୍ଯ ନିରୂପଣ ତାହାର ବପନୀଯ ବିହନ ଅନୁସାରେ ହବେ; ଏକ ହୋମର-ପରିମିତ ୟବ-ବିହନର ମୂଲ୍ଯ ପଗ୍ଭଶ ଶକେଲ ରୂପା ହବେ।
And if a man shall sanctify unto the Lord some part of a field of his possession, then thy estimation shall be according to the seed thereof: an homer of barley seed shall be valued at fifty shekels of silver.

17 ଯଦି ଜଣେ ମନୁଷ୍ଯ ମହୋଲ୍ଲାସ-ଉତ୍ସବ ବର୍ଷ ରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।
If he sanctify his field from the year of jubile, according to thy estimation it shall stand.

18 ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ଅବଶିଷ୍ଟ ବର୍ଷର ସଂଖ୍ଯା ଅନୁସାରେ ତା' ସହିତ ମୂଲ୍ଯର ଗଣନା କରିବ। ପୁଣି ତଦନୁସା ରେ ତା'ର ନିରୂପିତ ମୂଲ୍ଯରୁ ଉଣା କରାୟିବ।
But if he sanctify his field after the jubile, then the priest shall reckon unto him the money according to the years that remain, even unto the year of the jubile, and it shall be abated from thy estimation.

19 ଯଦି ସହେି ବ୍ଯକ୍ତି ତା'ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତବେେ ସେ କ୍ଷେତ୍ରମୂଲ୍ଯ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ଯ ୟୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହବେ।
And if he that sanctified the field will in any wise redeem it, then he shall add the fifth part of the money of thy estimation unto it, and it shall be assured to him.

20 ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସହେି କ୍ଷେତ୍ରଟି ଯାଜକମାନଙ୍କର ହବେ। ଯଦି ସହେି କ୍ଷେତ୍ର ଅନ୍ୟକୁ ବିକ୍ରଯ କରାୟାଇଛି, ତବେେ ତାହା ଆଉ କବେେ ମୁକ୍ତ ହବେ ନାହିଁ।
And if he will not redeem the field, or if he have sold the field to another man, it shall not be redeemed any more.

21 ମାତ୍ର ସହେି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶଷେ ଉପହାର ତୁଲ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ ଓ ତହିଁରେ ଯାଜକର ଅଧିକାର ହବେ।
But the field, when it goeth out in the jubile, shall be holy unto the Lord, as a field devoted; the possession thereof shall be the priest’s.

22 ଯଦି କହେି ଆପଣା ସମ୍ପତ୍ତି ନି ହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଷ୍ଠା କରେ,
And if a man sanctify unto the Lord a field which he hath bought, which is not of the fields of his possession;

23 ତବେେ ଯାଜକ ତା'ର ନିରୁପିତ ମୁଲ୍ଯ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସହେିଦିନ ତା'ର ନିରୂପିତ ମୂଲ୍ଯ ଦବେ। ସହେି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ଯ ହବେ।
Then the priest shall reckon unto him the worth of thy estimation, even unto the year of the jubile: and he shall give thine estimation in that day, as a holy thing unto the Lord.

24 ମହୋଲ୍ଲାସ-ଉତ୍ସବ ବର୍ଷ ରେ ସହେି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫରେିୟିବ।
In the year of the jubile the field shall return unto him of whom it was bought, even to him to whom the possession of the land did belong.

25 ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ଯ ପବିତ୍ରସ୍ଥାନର ଶକେଲ ଅନୁସାରେ ହବେ, କୋଡିଏ ଗରୋ ରେ ଏକ ଶକେଲ ହୁଏ।
And all thy estimations shall be according to the shekel of the sanctuary: twenty gerahs shall be the shekel.