Jude 1:23 ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସହେି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦଖାଇବୋ ବେଳେ ସାବଧାନ ରେ ରୁହ। ପାପରେ କଳଙ୍କିତ ହାଇେଥିବା ସମାନଙ୍କେର ଲୁଗାପଟାକୁ ମଧ୍ଯ ଘୃଣା କର।
Jude 1:23 in Other Translations
King James Version (KJV) And others save with fear, pulling them out of the fire; hating even the garment spotted by the flesh.
American Standard Version (ASV) and some save, snatching them out of the fire; and on some have mercy with fear; hating even the garment spotted by the flesh.
Bible in Basic English (BBE) And to some give salvation, pulling them out of the fire; and on some have mercy with fear, hating even the clothing which is made unclean by the flesh.
Darby English Bible (DBY) but others save with fear, snatching [them] out of the fire; hating even the garment spotted by the flesh.
World English Bible (WEB) and some save, snatching them out of the fire with fear, hating even the clothing stained by the flesh.
Young's Literal Translation (YLT) and some in fear save ye, out of the fire snatching, hating even the coat from the flesh spotted.
Cross Reference
Revelation 3:4
ତଥାପି ସାର୍ଦ୍ଦା ରେ କେତକେ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାଁନ୍ତି। ସହେି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମାେ ସହିତ ଗମନାଗମନ କରିବେ, କାରଣ ସମାନେେ ସେଥିପାଇଁ ଯୋଗ୍ଯ ଅଟନ୍ତି।
Amos 4:11
ସଦୋମ ଓ ହ ମାରୋ ସହରଗୁଡିକ ଧ୍ବଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ବଂସ କଲୁ। ସହେି ନଗରଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହାଇେଥିଲା। ତୁମ୍ଭମାନେେ ଗୋଟିଏ ପୋଡା ବାଡି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।
1 Corinthians 3:15
କିନ୍ତୁ ଯେଉଁ ଲୋକର କାର୍ୟ୍ଯ ନିଆଁ ରେ ଭସ୍ମ ହାଇଯେିବ, ସେ କ୍ଷତି ସହିବ। ସେ ଲୋକ ରକ୍ଷା ପାଇବ, କିନ୍ତୁ ସେ ସହେି ଜ୍ବଳନ୍ତ ନିଆଁରୁ ଯେପରି ଉଦ୍ଧାର ହେଲା ଭଳି ହବେ।
1 Timothy 4:16
ତୁମ୍ଭ ନିଜ ଜୀବନ ସମ୍ବନ୍ଧ ରେ ଓ ତୁମ୍ଭ ବିଷୟ ରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରିପାରିବ।
1 Corinthians 5:3
ମୁଁ ସ୍ବଶରୀର ରେ ତୁମ୍ଭମାନଙ୍କ ପାଖ ରେ ନାହିଁ କିନ୍ତୁ ଆତ୍ମା ରେ ତୁମ୍ଭମାନଙ୍କ ସହିତ ଅଛି, ଓ ଯେଉଁଲୋକ ଏହି ପାପକର୍ମ କରିଛି, ମୁଁ ତୁମ୍ଭ ସହିତ ଥିଲେ ତାହାର ଯେପରି ବିଚାର କରିଥାଆନ୍ତି, ସପରେି ମୁଁ ବିଚାର କରି ସାରିଛି।
2 Corinthians 7:10
କାରଣ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ବାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହବୋ ଆବଶ୍ଯକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ଯୁ ଆଣିଥାଏ।
Leviticus 13:47
ଆଉ ମଧ୍ଯ ଯେଉଁ ବସ୍ତ୍ର ରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ,
1 Corinthians 15:33
ମୂର୍ଖଙ୍କ ଭଳି ଆଚରଣ କର ନାହିଁ। ମନ୍ଦ ସଙ୍ଗୀମାନେ ଭଲ ଅଭ୍ଯାସଗୁଡ଼ିକୁ ନଷ୍ଟ କରି ଦବେେ।
Leviticus 14:47
ଯଦି କହେି ସହେି ଘ ରେ ଭୋଜନ କରିଥିବ କିମ୍ବା ଶଯନ କରିଥିବ ତବେେ ସେ ତା'ର ବସ୍ତ୍ର ଧୋଇବ।
Revelation 3:18
ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମାଠାରୁେ ଅଗ୍ନି ରେ ଖାଣ୍ଟି ହାଇେଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତ ରେ ଧନୀ ହାଇଯେିବ। ମୁଁ ତୁମ୍ଭକୁ ଏହା କହୁଛି : ଧଳା ବସ୍ତ୍ର କିଣ। ତବେେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘାଡ଼ଇେେ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖି ରେ ଲଗାଇବା ପାଇଁ ମଧ୍ଯ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତ ରେ ଦେଖିପାରିବ।
2 Thessalonians 3:14
ଆମ୍ଭେ ଏହି ପତ୍ର ରେ ତୁମ୍ଭମାନଙ୍କୁ ଯାହା କହିଛୁ, ଯଦି କୌଣସି ଲୋକ ତାହା ପାଳନ କରେ ନାହିଁ, ତା' ହେଲେ ସହେି ଲୋକଠାରୁ ସତର୍କ ରୁହ। ତା'ସହିତ ସମ୍ପର୍କ ରଖ ନାହିଁ। ତାହାହେଲେ ସେ ଲଜ୍ଜିତ ହବେ।
Leviticus 15:17
ଯଦି କୌଣସି ବସ୍ତ୍ର ରେ କିମ୍ବା ଚର୍ମ ରେ ବୀର୍ୟ୍ଯପାତ ହୁଏ, ସଗେୁଡିକୁ ଜଳ ରେ ଧୌତ କରାୟିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ତାହା ଅଶୁଚି ରହିବ।
Isaiah 64:6
ଆମ୍ଭମାନେେ ସମସ୍ତେ ପାପ ରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭମାନେେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାଯୁ ତୁଳ୍ଯ ଆମ୍ଭମାନଙ୍କୁ ଉଡ଼ାଇ ନିଏ।
Lamentations 4:14
ସହେି ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ଅନ୍ଧ ଲୋକପରି ରାସ୍ତା ରେ ବୁଲିଲେ, ସମାନେେ ରକ୍ତ ରେ ଅଶୁଚି ହାଇେଥିଲେ। ତେଣୁ କହେି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।
Zechariah 3:2
ତା'ପ ରେ ସଦାପ୍ରଭୁ କହିଲେ, ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶଇତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ୟିରୁଶାଲମକୁ ତାଙ୍କ ସ୍ବତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସହେି ନଗରକୁ ରକ୍ଷା କରିଥିଲେ।
Romans 11:14
ମୁଁ ଆଶା କରେ ଯେ ନିଜ ଲୋକ ମାନଙ୍କ ଭିତ ରେ ଉଦୟୋଗ ଆଣି ତାହାଙ୍କ ଭିତରୁ କେତକେ ଲୋକଙ୍କୁ ଉଦ୍ଧାର କରି ପାରିବି।
1 Corinthians 5:9
ମାରେ ପୂର୍ବ ପତ୍ର ରେ ମୁଁ ଲେଖିଥିଲି ଯେ, ତୁମ୍ଭମାନେେ ୟୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ।