Jeremiah 30:3 in Oriya

Oriya Oriya Bible Jeremiah Jeremiah 30 Jeremiah 30:3

Jeremiah 30:3
କାରଣ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇଶ୍ରାୟେଲର ଓ ଯିହୁଦାର ବନ୍ଦୀତ୍ବ ଅବସ୍ଥା ପରିବର୍ତ୍ତନ କରିବା। ପୁଣି ସଦାପ୍ରଭୁ କହନ୍ତି, ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛୁ, ସହେି ଦେଶକୁ ସମାନଙ୍କେୁ ଫରୋଇ ଆଣିବା ଓ ସମାନେେ ତାହା ଅଧିକାର କରିବେ।

Jeremiah 30:2Jeremiah 30Jeremiah 30:4

Jeremiah 30:3 in Other Translations

King James Version (KJV)
For, lo, the days come, saith the LORD, that I will bring again the captivity of my people Israel and Judah, saith the LORD: and I will cause them to return to the land that I gave to their fathers, and they shall possess it.

American Standard Version (ASV)
For, lo, the days come, saith Jehovah, that I will turn again the captivity of my people Israel and Judah, saith Jehovah; and I will cause them to return to the land that I gave to their fathers, and they shall possess it.

Bible in Basic English (BBE)
For see, the days are coming, says the Lord, when I will let the fate of my people Israel and Judah be changed, says the Lord: and I will make them come back to the land which I gave to their fathers, so that they may take it for their heritage.

Darby English Bible (DBY)
For behold, the days come, saith Jehovah, when I will turn the captivity of my people Israel and Judah, saith Jehovah; and I will cause them to return to the land that I gave to their fathers, and they shall possess it.

World English Bible (WEB)
For, behold, the days come, says Yahweh, that I will turn again the captivity of my people Israel and Judah, says Yahweh; and I will cause them to return to the land that I gave to their fathers, and they shall possess it.

Young's Literal Translation (YLT)
For, lo, days are coming -- an affirmation of Jehovah -- and I have turned back `to' the captivity of My people Israel and Judah, said Jehovah, and I have caused them to turn back unto the land that I gave to their fathers, and they do possess it.'

For,
כִּ֠יkee
lo,
הִנֵּ֨הhinnēhee-NAY
the
days
יָמִ֤יםyāmîmya-MEEM
come,
בָּאִים֙bāʾîmba-EEM
saith
נְאֻםnĕʾumneh-OOM
the
Lord,
יְהוָ֔הyĕhwâyeh-VA
again
bring
will
I
that
וְ֠שַׁבְתִּיwĕšabtîVEH-shahv-tee

אֶתʾetet
the
captivity
שְׁב֨וּתšĕbûtsheh-VOOT
people
my
of
עַמִּ֧יʿammîah-MEE
Israel
יִשְׂרָאֵ֛לyiśrāʾēlyees-ra-ALE
and
Judah,
וִֽיהוּדָ֖הwîhûdâvee-hoo-DA
saith
אָמַ֣רʾāmarah-MAHR
Lord:
the
יְהוָ֑הyĕhwâyeh-VA
return
to
them
cause
will
I
and
וַהֲשִׁבֹתִ֗יםwahăšibōtîmva-huh-shee-voh-TEEM
to
אֶלʾelel
the
land
הָאָ֛רֶץhāʾāreṣha-AH-rets
that
אֲשֶׁרʾăšeruh-SHER
I
gave
נָתַ֥תִּיnātattîna-TA-tee
to
their
fathers,
לַאֲבוֹתָ֖םlaʾăbôtāmla-uh-voh-TAHM
possess
shall
they
and
וִֽירֵשֽׁוּהָ׃wîrēšûhāVEE-ray-SHOO-ha

Cross Reference

Jeremiah 29:14
ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ଯ ପାଇବାକୁ ଦବୋ। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ପୁନଃ ଏକତ୍ରୀତ କରିବା। ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫରୋଇ ଆଣିବା।

Jeremiah 16:15
କିନ୍ତୁ ସମୟ ଆସୁଛି, ଯେତବେେଳେ ସମାନେେ କହିବେ, 'ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ୟିଏ କି ଇଶ୍ରାୟେଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠା ରେ ସମାନେେ ଥିଲେ ସଠାରୁେ ଫରୋଇ ଆଣିଥିଲେ।' ସେତବେେଳେ ମୁଁ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଥିଲି, ସହେି ଦେଶକୁ ସମାନଙ୍କେୁ ପୁନର୍ବାର ଫରୋଇ ଦବେି।'

Ezekiel 20:42
ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ତୁମ୍ଭମାନେେ ଏହା ଜାଣିବ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କୁ ଇଶ୍ରାୟେଲ ଭୂମିକୁ ଫରୋଇ ଆଣିବି। ସହେି ଭୂମିକୁ ମୁଁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦବେି ବୋଲି ପ୍ରତିଜ୍ଞା କରିଥିଲି।

Jeremiah 32:44
ଲୋକମାନେ ବିନ୍ଯାମୀନ ପ୍ରଦେଶ ରେ, ୟିରୁଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନ ରେ, ଯିହୁଦାର ନଗର ସମୂହ ରେ, ପାର୍ବତୀଯ, ପ୍ରଦେଶସ୍ଥ ନାନା ନଗର ରେ, ନିମ୍ନ ଭୂମିସ୍ଥ ନଗରମାନଙ୍କ ରେ ଓ ଦକ୍ଷିଣ ଦିଗସ୍ଥ ନଗରଗୁଡ଼ିକରେ ମୂଲ୍ଯଦଇେ କ୍ଷେତ୍ର କ୍ରଯ କରିବେ ଓ ଦଲିଲ ସ୍ବାକ୍ଷର କରି ମୁଦ୍ରାଙ୍କିତ କରିବେ। ଆଉ ସାକ୍ଷୀ ରଖିବେ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ସମାନଙ୍କେୁ ବନ୍ଦୀତ୍ବ ଅବସ୍ଥାରୁ ମୁକ୍ତ କରିବା।

Jeremiah 30:18
ସଦାପ୍ରଭୁ କହନ୍ତି, ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ବର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସହେି ଧ୍ବଂସ୍ତ ସ୍ଥାନ ରେ ନଗର ନିର୍ମିତ ହବେ ଓ ରାଜଗୃହ ଯଥା ସ୍ଥାନ ରେ ପୁନଃନିର୍ମିତ ହବେ।

Psalm 53:6
ମୁଁ ଇଚ୍ଛାକରେ, ସହେି ବିଜଯ ସିୟୋନ ପର୍ବତରୁ ଇଶ୍ରାୟେଲକୁ ଆସନ୍ତା ! ଯେତବେେଳେ ପରମେଶ୍ବର ଆପଣା ଲୋକମାନଙ୍କୁ ପୁଣିଥରେ ବନ୍ଦୀତ୍ବରୁ ଆଣିବେ, ସେ ତବେଳେେ ୟାକୁବ ଆନନ୍ଦିତ ହବେେ ଏବଂ ଇଶ୍ରାୟେଲ ଉଲ୍ଲସିତ ହବେ।

Jeremiah 23:7
ଏଣୁକରି ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଲୋକମାନେ କହିବେ ନାହିଁ, ' ସହେି ଜୀବିତ ସଦାପ୍ରଭୁ ଇଶ୍ରାୟେଲ ସନ୍ତାନଗଣକୁ ମିଶର ଦେଶରୁ ବାହାରକରି ଆଣିଲେ।'

Jeremiah 31:23
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହା କହନ୍ତି, ଆମ୍ଭେ ପୁନର୍ବାର ଯିହୁଦାର ଲୋକମାନଙ୍କର ମଙ୍ଗଳ କରିବା। ଆମ୍ଭେ ସମାନଙ୍କେୁ ବନ୍ଦୀତ୍ବରୁ ମୁକ୍ତ କରିବା। ଯିହୁଦା ଦେଶ ରେ ଓ ତାହାର ନଗର ସକଳ ରେ ସମାନେେ ପୁନର୍ବାର ଏହା ବ୍ଯବହାର କରିବେ। ' ହେ ଧାର୍ମିକମାନଙ୍କର ବାସସ୍ଥାନ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।

Jeremiah 33:26
ତାହା ହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସବେକ ଦାଉଦର ବଂଶଧରଗଣଙ୍କୁ ଅବ୍ରାହାମ, ଇସହାକ୍ ଓ ଯାକୁବର ବଂଶଧରଗଣ ଉପ ରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ଯାଖାନ କରିବା କି ? ଏହା ହବେ ନାହିଁ, କାରଣ ଆମ୍ଭେ ସମାନଙ୍କେର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସମାନଙ୍କେ ଉପ ରେ କୃପା କରିବା।

Ezekiel 36:24
ପରମେଶ୍ବର କହନ୍ତି, ମୁଁ ଜାତିମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କୁ ନଇେ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି

Zephaniah 3:20
ସେତବେେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫରୋଇ ଆଣିବା। ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା ଯାହା ଫଳ ରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ। ତାହା ଘଟିବ ଯେତବେେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା, ସଦାପ୍ରଭୁ ଏହି ସମସ୍ତ କହିଥିଲେ।

Amos 9:14
ଆମ୍ଭେ ଇଶ୍ରାୟେଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସମାନଙ୍କେୁ ସମାଙ୍କେର ଭୂମିକୁ ଫରୋଇ ଆଣିବା। ସମାନେେ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିବେ ଏବଂ ସହେି ନଗରୀ ରେ ବାସ କରିବେ। ସମାନେେ ଦ୍ରାକ୍ଷାବୃକ୍ଷ କ୍ଷତେ ରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସଠାେକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସମାନେେ ମଧ୍ଯ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିବେ।

Obadiah 1:19
ଦକ୍ଷିଣର ଲୋକେ ଏଷୌର ପର୍ବତ ଉପ ରେ ବଞ୍ଚି ରହିବେ। ପାହାଡର ପାଦ ଦେଶ ରେ ଥିବା ଲୋକେ ପଲେଷ୍ଟୀୟ ରାଜ୍ଯ ଦଖଲ କରିବେ। ସହେି ଲୋକମାନେ ଇଫ୍ରଯିମ ଓ ଶମରିଯାର ରାଜ୍ଯ ରେ ବାସ କରିବେ। ବିନ୍ଯାମୀନ ଗିଲିଯଦ ଅଧିକାର କରିବେ।

Luke 17:22
ତା'ପରେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଦିନ ଆସିବ, ଯେତବେେଳେ ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କ ଦିନଗୁଡିକ ମାନଙ୍କ ଭତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭମାନେେ ତାହା ଦେଖି ପାରିବ ନାହିଁ।

Luke 19:43
ତୁମ୍ଭ ସକାେଶ ଏପରି ସମୟ ଆସୁଛି। ଯେତବେେଳେ କି ତୁମ୍ଭର ଶତୃମାନେ ତୁମ୍ଭ ଚାରିପଟେ ଗୋଟିଏ ପାଚରେୀ ତିଆରି କରି ଦବେେ। ତୁମ୍ଭ ଶତୃମାନେ ତୁମ୍ଭକୁ ଫରେିଯାଇ ଅବ ରୋଧ କରିବେ।

Luke 21:6
କିନ୍ତୁ ଯୀଶୁ କହିଲେ, ଏବେ ତୁମ୍ଭମାନେେ ଏଠା ରେ ଯାହା ସବୁ ଦେଖୁଛ, ସମୟ ଆସିବ, ଯେତବେେଳେ ଏସବୁ ଧ୍ବଂସ ହାଇଯେିବ। ଏହି ଭବନଗୁଡିକର ପ୍ରେତ୍ୟକକ ପଥର ଭୂମିସାତ୍ ହାଇେ ପଡିବ। ଗୋଟିଏ ହେଲେ ପଥର ଅନ୍ୟ ଗୋଟିଏ ପଥର ଉପରେ ରହି ପାରିବନାହିଁ।

Hebrews 8:8
କିନ୍ତୁ ପରମେଶ୍ବର ଲୋକମାନଙ୍କଠା ରେ ତୃଟି ଦେଖିଲେ। ପରମେଶ୍ବର କହିଲେ :

Joel 3:1
ହଁ ଦେଖ, ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆମ୍ଭେ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା।

Ezekiel 47:14
ତୁମ୍ଭମାନେେ ଏହା ସମାନ ସମାନ ଭାଗ କରିବ। କାରଣ ଏହି ଦେଶ ଦବୋପାଇଁ ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କଠା ରେ ପ୍ରତିଜ୍ଞା କରିଥିଲି ଏବଂ ଏହି ଦେଶ ତୁମ୍ଭମାନେେ ଅଧିକାର କରିବ।

Ezra 3:1
ଏହାପରେ ସପ୍ତମ ମାସ ରେ ଇଶ୍ରାୟେଲ ସନ୍ତାନଗଣ ୟିରୁଶାଲମଠାେ ରେ ଏକ ବ୍ଯକ୍ତି ତୁଲ୍ଯ ଏକତ୍ରୀତ ହେଲେ।

Ezra 3:8
ଏହାପରେ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ରେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ରେ ଶାଲଟୀଯଲରେ ପୁତ୍ର ସରୁଦ୍ଦାବିଲ, ୟୋଷାଦକର ପୁତ୍ର ଯଶୂେଯ ଓ ସମାନଙ୍କେର ଅବଶିଷ୍ଟ ଯାଜକ ଓ ଲବେୀୟ ଭାତୃଗଣ, ବନ୍ଦୀ ଦଶାରୁ ୟିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ୟ୍ଯ ରେ ତତ୍ତ୍ବାବଧାରଣ ନିମନ୍ତେ କୋଡିଏ ବର୍ଷ ଓ ତତୋଧିକ ବଯସ୍କ ଲବେୀୟମାନଙ୍କୁ ନିୟୁକ୍ତ କଲେ।

Ezra 3:12
ମାତ୍ର ଯେଉଁ ଯାଜକ ଓ ଲବେୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସମାନଙ୍କେ ଦୃଷ୍ଟି ରେ ଏହି ମନ୍ଦିର ଭିତ୍ତିମୂଳ ବସାୟିବା ବେଳେ ସମାନଙ୍କେ ମଧ୍ଯରୁ ଅନକେେ ଉଚ୍ଚ ସ୍ବର ରେ ରୋଦନ କଲେ ଓ ଅନକେେ ଆନନ୍ଦ ରେ ଜଯଧ୍ବନି କଲେ।

Jeremiah 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

Jeremiah 27:11
କିନ୍ତୁ ଯେଉଁ ଦେଶୀଯ ଲୋକେ ବାବିଲ ରାଜାର ୟୁଆଳି ତଳେ ନିଜ ନିଜର ବକେ ଦବେେ ଓ ତାହାର ଦାସ୍ଯ କର୍ମ କରିବେ, ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ସ୍ବଦେଶ ରେ ରହିବାକୁ ଦବୋ ଓ ସମାନେେ ସଠାେ ରେ କୃଷି କାର୍ୟ୍ଯ କରି ବାସ କରିବେ।

Jeremiah 27:22
ସହେିସବୁ ବାବିଲକୁ ଅଣାୟିବ ଏବଂ ଆମ୍ଭେ ସଗେୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ୟ୍ଯନ୍ତ ସେ ସବୁ ସେ ସ୍ଥାନ ରେ ଥିବ। ପୁଣି ସଦାପ୍ରଭୁ କହନ୍ତି, ତାହାପ ରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫରୋଇ ଆଣିବା।

Jeremiah 30:10
ଏରୁ ସଦାପ୍ରଭୁ କହନ୍ତି, ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇଶ୍ରାୟେଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ବ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫରେିଆସି ଶାନ୍ତି ରେ ଓ ନିରାପଦ ରେ ରହିବ। କହେି ତାହାକୁ ଭୟ ଦଖାଇବେେ ନାହିଁ।

Jeremiah 31:27
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଆମ୍ଭେ ଇଶ୍ରାୟେଲ ଓ ଯିହୁଦାର ଲୋକମାନଙ୍କର ଯତ୍ନ ନବୋ। ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ପଶୁମାନଙ୍କୁ ଦ୍ବିଗୁଣିତ କରିବା।

Jeremiah 31:31
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଯେତବେେଳେ ଆମ୍ଭେ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିଯମ ସ୍ଥାପନ କରିବା।

Jeremiah 31:38
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ୟିରୁଶାଲମ ନଗର ପୁନର୍ବାର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନିର୍ମିତ ହବେ। ତା'ପ ରେ ହନନଲେ ଦୁର୍ଗରୁ କଣ ଫାଟକ ପର୍ୟ୍ଯନ୍ତ ତାହା ନିର୍ମିତ ହବେ।

Jeremiah 32:37
'ଆଉ ଦେଖ, ଆମ୍ଭେ ଆପଣା କୋରଧ ଓ ପ୍ରଚଣ୍ଡ କୋପ ରେ ଯେଉଁସବୁ ଦେଶ ରେ ସମାନଙ୍କେୁ ଚ୍ଛିନ୍ନଭିନ୍ନ କରିଦଇେଥିଲୁ, ସହେି ସହସ୍ର ଦେଶରୁ ପୁନର୍ବାର ସମାନଙ୍କେୁ ସଂଗ୍ରହ କରିବା। ସମାନଙ୍କେୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସମାନଙ୍କେୁ ଶାନ୍ତି ଏବଂ ନିରାପଦ ରେ ଏହି ସ୍ଥାନ ରେ ବାସ କରାଇବା।

Jeremiah 33:7
ଆମ୍ଭେ ଇଶ୍ରାୟେଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ବ ଅବସ୍ଥାର ପରିବର୍ତ୍ତନ କରି ସମାନଙ୍କେ ପ୍ରତି ମଙ୍ଗଳ ବିଧାନ କରିବା। ସମାନଙ୍କେୁ ଅତୀତ ପରି ଶକ୍ତିଶାଳୀ କରିବା।

Jeremiah 33:14
ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧ ରେ ଯେଉଁ ମଙ୍ଗଳ ବାକ୍ଯ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି।

Ezekiel 28:25
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ଇଶ୍ରାୟେଲ ବଂଶକୁ ନାନା ଗୋଷ୍ଠୀଗଣ ମଧିଅରେ ଛିନ୍ନଭିନ୍ନ କରିଥିଲି। କିନ୍ତୁ ପୁନର୍ବାର ଯେତବେେଳେ ମୁଁ ସମାନଙ୍କେୁ ଏକତ୍ରୀତ କରିବି। ସେତବେେଳେ ମୁଁ ନିଜକୁ ନାନା ଦେଶୀଯମାନଙ୍କ ଦୃଷ୍ଟି ରେ ପବିତ୍ର ରୂପେ ଦଖାଇବେି ଏବଂ ମୁଁ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦଇେଥିଲି ସମାନେେ ସହେି ଦେଶ ରେ ବାସ କରିବେ।

Ezekiel 37:21
ପୁଣି ତୁମ୍ଭେ ସମାନଙ୍କେୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଇଶ୍ରାୟେଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସମାନେେ ୟାଇ ଅଛନ୍ତି ସହେି ସ୍ଥାନର ଗୋଷ୍ଠୀଯମାନଙ୍କ ମଧ୍ଯରୁ ମୁଁ ସମାନଙ୍କେୁ ନିଜ ଦେଶକୁ ନଇେଆସିବି। ଆଉ ଚତୁର୍ଦ୍ଦିଗରୁ ସମାନଙ୍କେୁ ସଂଗ୍ରହ କରି ସମାନଙ୍କେର ନିଜ ଦେଶକୁ ଆଣିବି।

Ezekiel 39:25
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଏବେ ମୁଁ ଯାକୁବକୁ ବନ୍ଦୀତ୍ବରୁ ମୁକ୍ତ କରି ଆଣିବି ଓ ସମୁଦାଯ ଇଶ୍ରାୟେଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାେଶ ଇର୍ଷାପରାଯଣ ହବେି।

Deuteronomy 30:3
ତବେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଦୟାବାନ ହବେେ। ସଦାପ୍ରଭୁ ପକ୍ସ୍ଟନ୍ନରାଯ ମକ୍ସ୍ଟକ୍ତ କରିବେ। ସେ ତୁମ୍ଭମାନଙ୍କୁ ସଠାେରକ୍ସ୍ଟ ଫରୋଇ ଆଣିବେ,