James 2
1 ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମ୍ଭମାନେେ ବିଶ୍ବାସ କର। ଅତଏବ କେତକେ ଲୋକଙ୍କୁ ଅନ୍ୟମାନଙ୍କ ତୁଳନା ରେ ଅଧିକ ମହତ୍ବପୂର୍ଣ୍ଣ ବୋଲି ଭାବ ନାହିଁ।
2 ମନକରେ, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆ ସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସତେିକି ବେଳେ ଆ ସେ।
3 ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡ଼ାକି ବିଶଷେ ଅଭ୍ଯର୍ଥନା ଜଣାଇ କହିଥାଅ : ଏହି ଭଲ ଆସନ ରେ ବସନ୍ତୁ। କିନ୍ତୁ ଗରିବ ଲୋକଟିକୁ କହିଥାଅ : ତୁମ୍ଭେ ସଠାେରେ ଠିଆ ହୁଅ ବା ମାେ ଗୋଡ଼ ପାଖର ଭୂଇଁ ରେ ବସ।
4 ତୁମ୍ଭେ ଏ କ'ଣ କରୁଛ ? ଏହାଦ୍ବାରା ତୁମ୍ଭେ କେତକେ ଲୋକଙ୍କୁ ଅନ୍ୟମାନଙ୍କ ତୁଳନା ରେ ଅଧିକ ମହତ୍ବ ପ୍ରଦାନ କରୁଛ ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।
5 ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ ! ପରମେଶ୍ବର ବିଶ୍ବାସ ରେ ଧନୀ ହବୋ ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ବରଙ୍କୁ ପ୍ ରମେ କରନ୍ତି, ସମାନଙ୍କେୁ ସେ ଯେଉଁ ରାଜ୍ଯ ଦବୋ ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସମାନଙ୍କେୁ ବାଛିଛନ୍ତି।
6 କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସହେିମାନେ ତୁମ୍ଭକୁ କଚରେୀକୁ ଟାଣି ନଇେ ଯାଆନ୍ତି।
7 ଏବଂ ଯେଉଁ ମହତ ନାମ ରେ ତୁମ୍ଭମାନେେ ନାମିତ ହାଇେଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସମାନେେ ତାହାଙ୍କର ନିନ୍ଦା କରନ୍ତି।
8 ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ଯ କରେ। ଶାସ୍ତ୍ର ରେ ଏହି ରାଜକୀୟ ନିୟମଟି ମିଳେ : ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ଯ ପ୍ ରମେ କର।329 ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା' ହେଲେ ତୁମ୍ଭେ ଠିକ୍ କରୁଛ।
9 କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନା ରେ ଅଧିକ ମହତ୍ବ ଦେଉଛ, ତା' ହେଲେ ତୁମ୍ଭେ ପାପ କରୁଛ। ସହେି ରାଜକୀୟ ବ୍ଯବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ବରଙ୍କ ନିୟମ ଭଙ୍ଗ କରିବା ରେ ଦୋଷୀ ଅଟ।
10 ଜଣେ ଲୋକ ହୁଏତ ପରମେଶ୍ବରଙ୍କ ସବୁ ବ୍ଯବସ୍ଥା ପାଳନ କରୁଥାଇପା ରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ଯ ହୁଏ, ତା ହେଲେ ସେ ବ୍ଯବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷ ରେ ଦୋଷୀ ହୁଏ।
11 ପରମେଶ୍ବର କହିଛନ୍ତି, ବ୍ଯଭିଚାରର ପାପ କର ନାହିଁ।330 ସହେି ପରମେଶ୍ବର ପୁନଃ କହିଛନ୍ତି, ହତ୍ଯା ହତ୍ଯା କର ନାହିଁ।331 ଅତଏବ, ତୁମ୍ଭେ ଯଦି ବ୍ଯଭିଚାର ପାପ କରି ନାହଁ କିନ୍ତୁ ଜଣକୁ ହତ୍ଯା କରିଛ, ତା ହେଲେ ପରମେଶ୍ବରଙ୍କ ବ୍ଯବସ୍ଥା ଭାଙ୍ଗିବା ଦୋଷ ରେ ଦୋଷୀ ହେଲ।
12 ଲୋକମାନଙ୍କୁ ସ୍ବାଧୀନ କରୁଥିବା ବ୍ଯବସ୍ଥା ଦ୍ବାରା ତୁମ୍ଭର ବିଚାର ହବେ। ପ୍ରେତ୍ୟକକ କଥା କହିଲା ବେଳେ ଓ ପ୍ରେତ୍ୟକକ କାମ କଲା ବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ।
13 ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।
1 My brethren, have not the faith of our Lord Jesus Christ, the Lord of glory, with respect of persons.
2 For if there come unto your assembly a man with a gold ring, in goodly apparel, and there come in also a poor man in vile raiment;
3 And ye have respect to him that weareth the gay clothing, and say unto him, Sit thou here in a good place; and say to the poor, Stand thou there, or sit here under my footstool:
4 Are ye not then partial in yourselves, and are become judges of evil thoughts?
5 Hearken, my beloved brethren, Hath not God chosen the poor of this world rich in faith, and heirs of the kingdom which he hath promised to them that love him?
6 But ye have despised the poor. Do not rich men oppress you, and draw you before the judgment seats?
7 Do not they blaspheme that worthy name by the which ye are called?
8 If ye fulfil the royal law according to the scripture, Thou shalt love thy neighbour as thyself, ye do well:
9 But if ye have respect to persons, ye commit sin, and are convinced of the law as transgressors.
10 For whosoever shall keep the whole law, and yet offend in one point, he is guilty of all.
11 For he that said, Do not commit adultery, said also, Do not kill. Now if thou commit no adultery, yet if thou kill, thou art become a transgressor of the law.
12 So speak ye, and so do, as they that shall be judged by the law of liberty.
13 For he shall have judgment without mercy, that hath shewed no mercy; and mercy rejoiceth against judgment.
James 2 in Tamil and English
1 ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମ୍ଭମାନେେ ବିଶ୍ବାସ କର। ଅତଏବ କେତକେ ଲୋକଙ୍କୁ ଅନ୍ୟମାନଙ୍କ ତୁଳନା ରେ ଅଧିକ ମହତ୍ବପୂର୍ଣ୍ଣ ବୋଲି ଭାବ ନାହିଁ।
My brethren, have not the faith of our Lord Jesus Christ, the Lord of glory, with respect of persons.
2 ମନକରେ, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆ ସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସତେିକି ବେଳେ ଆ ସେ।
For if there come unto your assembly a man with a gold ring, in goodly apparel, and there come in also a poor man in vile raiment;
3 ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡ଼ାକି ବିଶଷେ ଅଭ୍ଯର୍ଥନା ଜଣାଇ କହିଥାଅ : ଏହି ଭଲ ଆସନ ରେ ବସନ୍ତୁ। କିନ୍ତୁ ଗରିବ ଲୋକଟିକୁ କହିଥାଅ : ତୁମ୍ଭେ ସଠାେରେ ଠିଆ ହୁଅ ବା ମାେ ଗୋଡ଼ ପାଖର ଭୂଇଁ ରେ ବସ।
And ye have respect to him that weareth the gay clothing, and say unto him, Sit thou here in a good place; and say to the poor, Stand thou there, or sit here under my footstool:
4 ତୁମ୍ଭେ ଏ କ'ଣ କରୁଛ ? ଏହାଦ୍ବାରା ତୁମ୍ଭେ କେତକେ ଲୋକଙ୍କୁ ଅନ୍ୟମାନଙ୍କ ତୁଳନା ରେ ଅଧିକ ମହତ୍ବ ପ୍ରଦାନ କରୁଛ ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।
Are ye not then partial in yourselves, and are become judges of evil thoughts?
5 ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ ! ପରମେଶ୍ବର ବିଶ୍ବାସ ରେ ଧନୀ ହବୋ ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ବରଙ୍କୁ ପ୍ ରମେ କରନ୍ତି, ସମାନଙ୍କେୁ ସେ ଯେଉଁ ରାଜ୍ଯ ଦବୋ ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସମାନଙ୍କେୁ ବାଛିଛନ୍ତି।
Hearken, my beloved brethren, Hath not God chosen the poor of this world rich in faith, and heirs of the kingdom which he hath promised to them that love him?
6 କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସହେିମାନେ ତୁମ୍ଭକୁ କଚରେୀକୁ ଟାଣି ନଇେ ଯାଆନ୍ତି।
But ye have despised the poor. Do not rich men oppress you, and draw you before the judgment seats?
7 ଏବଂ ଯେଉଁ ମହତ ନାମ ରେ ତୁମ୍ଭମାନେେ ନାମିତ ହାଇେଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସମାନେେ ତାହାଙ୍କର ନିନ୍ଦା କରନ୍ତି।
Do not they blaspheme that worthy name by the which ye are called?
8 ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ଯ କରେ। ଶାସ୍ତ୍ର ରେ ଏହି ରାଜକୀୟ ନିୟମଟି ମିଳେ : ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ଯ ପ୍ ରମେ କର।329 ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା' ହେଲେ ତୁମ୍ଭେ ଠିକ୍ କରୁଛ।
If ye fulfil the royal law according to the scripture, Thou shalt love thy neighbour as thyself, ye do well:
9 କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନା ରେ ଅଧିକ ମହତ୍ବ ଦେଉଛ, ତା' ହେଲେ ତୁମ୍ଭେ ପାପ କରୁଛ। ସହେି ରାଜକୀୟ ବ୍ଯବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ବରଙ୍କ ନିୟମ ଭଙ୍ଗ କରିବା ରେ ଦୋଷୀ ଅଟ।
But if ye have respect to persons, ye commit sin, and are convinced of the law as transgressors.
10 ଜଣେ ଲୋକ ହୁଏତ ପରମେଶ୍ବରଙ୍କ ସବୁ ବ୍ଯବସ୍ଥା ପାଳନ କରୁଥାଇପା ରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ଯ ହୁଏ, ତା ହେଲେ ସେ ବ୍ଯବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷ ରେ ଦୋଷୀ ହୁଏ।
For whosoever shall keep the whole law, and yet offend in one point, he is guilty of all.
11 ପରମେଶ୍ବର କହିଛନ୍ତି, ବ୍ଯଭିଚାରର ପାପ କର ନାହିଁ।330 ସହେି ପରମେଶ୍ବର ପୁନଃ କହିଛନ୍ତି, ହତ୍ଯା ହତ୍ଯା କର ନାହିଁ।331 ଅତଏବ, ତୁମ୍ଭେ ଯଦି ବ୍ଯଭିଚାର ପାପ କରି ନାହଁ କିନ୍ତୁ ଜଣକୁ ହତ୍ଯା କରିଛ, ତା ହେଲେ ପରମେଶ୍ବରଙ୍କ ବ୍ଯବସ୍ଥା ଭାଙ୍ଗିବା ଦୋଷ ରେ ଦୋଷୀ ହେଲ।
For he that said, Do not commit adultery, said also, Do not kill. Now if thou commit no adultery, yet if thou kill, thou art become a transgressor of the law.
12 ଲୋକମାନଙ୍କୁ ସ୍ବାଧୀନ କରୁଥିବା ବ୍ଯବସ୍ଥା ଦ୍ବାରା ତୁମ୍ଭର ବିଚାର ହବେ। ପ୍ରେତ୍ୟକକ କଥା କହିଲା ବେଳେ ଓ ପ୍ରେତ୍ୟକକ କାମ କଲା ବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ।
So speak ye, and so do, as they that shall be judged by the law of liberty.
13 ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।
For he shall have judgment without mercy, that hath shewed no mercy; and mercy rejoiceth against judgment.