James 1:10
ସହେିପରି ଜଣେ ଧନୀ ବିଶ୍ବାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ବର ତାହାକୁ ଦଖାଇେ ଦଇେଥିବାରୁ, ସେ ଗର୍ବ କରିବା ଉଚିତ। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିୟିବ।
James 1:10 in Other Translations
King James Version (KJV)
But the rich, in that he is made low: because as the flower of the grass he shall pass away.
American Standard Version (ASV)
and the rich, in that he is made low: because as the flower of the grass he shall pass away.
Bible in Basic English (BBE)
But the man of wealth, that he is made low; because like the flower of the grass he will come to his end.
Darby English Bible (DBY)
and the rich in his humiliation, because as [the] grass's flower he will pass away.
World English Bible (WEB)
and the rich, in that he is made humble, because like the flower in the grass, he will pass away.
Young's Literal Translation (YLT)
and the rich in his becoming low, because as a flower of grass he shall pass away;
| But | ὁ | ho | oh |
| the | δὲ | de | thay |
| rich, | πλούσιος | plousios | PLOO-see-ose |
| in | ἐν | en | ane |
| he that | τῇ | tē | tay |
| is made | ταπεινώσει | tapeinōsei | ta-pee-NOH-see |
| low: | αὐτοῦ | autou | af-TOO |
| because | ὅτι | hoti | OH-tee |
| as | ὡς | hōs | ose |
| the flower | ἄνθος | anthos | AN-those |
| grass the of | χόρτου | chortou | HORE-too |
| he shall pass away. | παρελεύσεται | pareleusetai | pa-ray-LAYF-say-tay |
Cross Reference
1 Peter 1:24
ଶାସ୍ତ୍ର କୁ ହେ :
1 John 2:17
ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାର ରେ ଥିବା ବିଷୟଗୁଡ଼ିକ ମଧ୍ଯ କ୍ଷୟ ପାଉଅଛି। ମାତ୍ର ଯେ କହେି ପରମେଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହାଇେ ରହିବ।
1 Timothy 6:17
ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।
1 Corinthians 7:31
ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ଯବହାର କରୁଛନ୍ତି, ସମାନେେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସମାନଙ୍କେ ପାଇଁ ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହିଃକ ବିଷୟ ସବୁ ଶୀଘ୍ର ଲୋପ ପାଇବ।
Job 14:2
ମଣିଷର ଜୀବନ ଫୁଲ ସଦୃଶ। ସେ ଖୁବ୍ ଶୀଘ୍ର ବଢ଼ିୟାଏ ଓ ଶଷେର ମରିୟାଏ। ମଣିଷର ଜୀବନ ଛାଯା ତୁଲ୍ଯ ଏଠା ରେ ଖୁବ୍ କମ ସମୟ ପାଇଁ। ଘଡ଼ିକେ ଦଖାୟୋଏ ପୁଣି ଅଦୃଶ୍ଯ ହାଇୟୋଏ।
Psalm 37:35
ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।
James 4:14
ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।
Philippians 3:8
ମୁଁ ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହତେୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନକରେେ, ସଗେୁଡ଼ିକ ମାେ ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏବେ ଜାଣେ ଯେ ସଗେୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି।
Isaiah 57:15
କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।
Psalm 90:5
ତୁମ୍ଭେ ସମାନଙ୍କେର ଜୀବନକୁ ଉଚ୍ଛଦେ କରିଛ, ୟାହା ମୃତ୍ଯୁରେ ଶୋଇ ଥିବା ପରି। ପ୍ରଭାତରେ ସମାନେେ ଗୁଜୁରିବା ତୃଣପରି।
Psalm 37:2
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ଯ ୟାହା ଖୁବ୍ ଶୀଘ୍ର ଧୂସର ହାଇେ ମରିୟାଏ।
Matthew 5:3
ଆତ୍ମି ରେ ଦିନହୀନ ଲୋକମାନେ ଧନ୍ଯ, କାରଣ ସ୍ବର୍ରାଜ୍ଯ ସହେିମାନଙ୍କର।
Isaiah 66:2
ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।
Isaiah 40:6
ପୁଣି ଏକ ସ୍ବର ଶୁଣାଗଲା, ପ୍ରଚାର କର।' ଜଣେ ବ୍ଯକ୍ତି କହିଲା, କ'ଣ ପ୍ରଚାର କରିବା? ସେ ସ୍ବରଟି କହିଲା, ମନୁଷ୍ଯ ଚିରଦିନ ପାଇଁ ବଞ୍ଚିବ ନାହିଁ। ସମାନେେ ତୃଣତୁଲ୍ଯ ଓ ସମାନଙ୍କେର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ଯ।
Psalm 103:15
ମଣିଷ ଜୀବନ ଘାସପରି। ସମାନେେ ଜଙ୍ଗଲି ଫୁଲ ପରି, ୟାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ୟ୍ଯ ଦିଅନ୍ତି।
Psalm 102:11
ମାରେ ଜୀବନ ପ୍ରାଯ ଶଷେ ହାଇେଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶଷେ ଦିନର ଛାଇ ତୁଲ୍ଯ।
Matthew 6:30
ପଡିଆର ସହେି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲି ରେ ପକଇେ ଦିଆୟିବ। ତଥାପି ଯଦି ପରମେଶ୍ବର ତାକୁ ଏଭଳି ସନ୍ଦୁର ବେଶ ଦଇେଛନ୍ତି, ତବେେ ସେ କ'ଣ ତୁମ୍ଭକୁ ପିନ୍ଧବା ପାଇଁ ଅଧିକ ଦବେନୋହିଁ? ତବେେ ତୁମ୍ଭମାନେେ କାହିଁକି ଏତେ ଅଳ୍ପ ବିଶ୍ବାସ ରଖୁଛ?