Base Word
πλούσιος
Short Definitionwealthy; figuratively, abounding with
Long Definitionwealthy, abounding in material resources
Derivationfrom G4149
Same asG4149
International Phonetic Alphabetˈplu.si.os
IPA modˈplu.si.ows
Syllableplousios
DictionPLOO-see-ose
Diction ModPLOO-see-ose
Usagerich

ମାଥିଉଲିଖିତ ସୁସମାଚାର 19:23
ତାପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଜଣେ ଧନୀଲୋକ ନିମନ୍ତେ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବା ଅତ୍ଯନ୍ତ କଷ୍ଟକର ବିଷୟ।

ମାଥିଉଲିଖିତ ସୁସମାଚାର 19:24
ହଁ, ମୁଁ ତୁମ୍ଭକୁ କହୁଛି ଯେ ଜଣେ ଧନୀ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତ ରେ ଗଳିୟିବା ବରଂ ସହଜ।

ମାଥିଉଲିଖିତ ସୁସମାଚାର 27:57
ସନ୍ଧ୍ଯା ହବୋ ବଳକେୁ ଯୋଷଫେ ନାମକ ହାରାମଥିଯାର ଜଣେ ଧନୀ ଲୋକ ୟିରୁଶାଲମ ରେ ଆସି ପହନ୍ଚିଲେ। ସେ ମଧ୍ଯ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ।

ମାର୍କଲିଖିତ ସୁସମାଚାର 10:25
ଜଣେ ଧନୀ ଲୋକର ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ ଗୋଟିଏ ଛୁଞ୍ଚି କଣା ରେ ଗଳି ଯାଇ ପାରିବା ସହଜ।

ମାର୍କଲିଖିତ ସୁସମାଚାର 12:41
ଯୀଶୁ ମନ୍ଦିରର ଦାନ ବାକ୍ସ ପାଖ ରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସ ରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ଯ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସ ରେ ପ୍ରଚୁର ଟଙ୍କା ପକାଉଥିଲେ।

ଲୂକଲିଖିତ ସୁସମାଚାର 6:24
କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍ କାରଣ ତୁମ୍ଭମାନେେ ଆରାମଦାୟକ ଜୀବନ କଟାଇ ଆସିଛ।

ଲୂକଲିଖିତ ସୁସମାଚାର 12:16
ତା'ପରେ ସେ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: ଜଣେ ଧନୀ ଲୋକର କେତକେ ଜମି ଥିଲା। ସହେି ଜମି ରେ ବହୁତ ଖାଦ୍ୟଶସ୍ଯ ଫଳିଲା।

ଲୂକଲିଖିତ ସୁସମାଚାର 14:12
ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, ତୁମ୍ଭେ କାହାରିକୁ ଦିନ ରେ ବା ରାତି ରେ ଖାଇବାକୁ ନିମନ୍ତ୍ରଣ କଲୋ ବେଳେ କବଳେ ତୁମ୍ଭର ଭାଇ ବନ୍ଧୁ କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡିକ ନାହିଁ। କାରଣ ଅନ୍ୟ ବେଳେ ସମାନେେ ମଧ୍ଯ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତବେେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇୟିବ।

ଲୂକଲିଖିତ ସୁସମାଚାର 16:1
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା।

ଲୂକଲିଖିତ ସୁସମାଚାର 16:19
ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்