Sign in / My account

Isaiah 54 - WEB (Oriya)

1 Sing, barren, you who didn't bear; break forth into singing, and cry aloud, you who did not travail with child: for more are the children of the desolate than the children of the married wife, says Yahweh.ହେ ବନ୍ଧ୍ଯା, ଅପ୍ରସୂତି ନାରୀ ! ତୁମ୍ଭେ ଗାନ କର। ହେ ଗର୍ଭବଦନୋରହିତ ନାରୀ ! ତୁମ୍ଭେ ଉଚ୍ଚସ୍ବର ରେ ଗାନକରି ଆନନ୍ଦଧ୍ବନି କର। କାରଣ ସଦାପ୍ରଭୁ କୁହନ୍ତି, ବିବାହିତା ଭାର୍ୟ୍ଯାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।

2 Enlarge the place of your tent, and let them stretch forth the curtains of your habitations; don't spare: lengthen your cords, and strengthen your stakes.ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ ଓ ସମାନେେ ତୁମ୍ଭର ବାସ ସ୍ଥାନର ୟବନିକା ସବୁ ବିସ୍ତାର କରନ୍ତୁ। ବ୍ଯଯର ଆଶଙ୍କା କର ନାହିଁ। ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।

3 For you shall spread aboard on the right hand and on the left; and your seed shall possess the nations, and make the desolate cities to be inhabited.କାରଣ ତୁମ୍ଭେ ଦକ୍ଷିଣ ଓ ବାମ ରେ ବ୍ଯାପି ୟିବ ଓ ତୁମ୍ଭର ବଂଶ ଅନ୍ୟଦେଶୀଯମାନଙ୍କୁ ଅଧିକାର କରିବେ ଏବଂ ଜନଶୂନ୍ଯ ନଗରଗୁଡ଼ିକୁ ନିଜର ବସତି ସ୍ଥାନ କରାଇବେ।

4 Don't be afraid; for you shall not be ashamed: neither be confounded; for you shall not be disappointed: for you shall forget the shame of your youth; and the reproach of your widowhood shall you remember no more.ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହବେ ନାହିଁ ; କିମ୍ବା ବିଷଣ୍ଣମନା ହୁଅ ନାହିଁ ; କାରଣ ତୁମ୍ଭକୁ ଲଜ୍ଜିତ କରାୟିବ ନାହିଁ। ତୁମ୍ଭେ ୟୌବନକାଳର ଲଜ୍ଜା ଭୁଲିୟିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।

5 For your Maker is your husband; Yahweh of Hosts is his name: and the Holy One of Israel is your Redeemer; the God of the whole earth shall he be called.କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।

6 For Yahweh has called you as a wife forsaken and grieved in spirit, even a wife of youth, when she is cast off, says your God.କାରଣ ତୁମ୍ଭ ପରମେଶ୍ବର କୁହନ୍ତି, ତ୍ଯକ୍ତା ଓ ମନୋଦୁଃଖିନୀ ଭାର୍ୟ୍ଯା କିମ୍ବା ୟୌବନକାଳୀନ ପରିତ୍ଯକ୍ତା ଭାର୍ୟ୍ଯାପରି ସଦାପ୍ରଭୁ ତୁମ୍ଭକୁ ଆହ୍ବାନ କରିଅଛନ୍ତି।

7 For a small moment have I forsaken you; but with great mercies will I gather you.ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ଯାଗ କରିଅଛୁ, ମାତ୍ର ମହାକରୁଣା ରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।

8 In overflowing wrath I hid my face from you for a moment; but with everlasting loving kindness will I have mercy on you, says Yahweh your Redeemer.ଅତି କୋରଧ ରେ ନିମିଷକ ନିମିତ୍ତ ଆମ୍ଭର ମୁଖ ତୁମ୍ଭଠାରୁ ଲୁଚାଇଲୁ ; ମାତ୍ର ଅନନ୍ତକାଳସ୍ଥାଯୀ ଦୟା ରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା। ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ ଏହା କୁହନ୍ତି।

9 For this is [as] the waters of Noah to me; for as I have sworn that the waters of Noah shall no more go over the earth, so have I sworn that I will not be angry with you, nor rebuke you.କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।

10 For the mountains may depart, and the hills be removed; but my loving kindness shall not depart from you, neither shall my covenant of peace be removed, says Yahweh who has mercy on you.ସଦାପ୍ରଭୁ ଯେ କି ତୁମ୍ଭପ୍ରତି କରୁଣା କରିଅଛନ୍ତି କୁହନ୍ତି : ଯଦିଓ ପର୍ବତଗୁଡ଼ିକ ବିଚଳିତ ହାଇେ ଘୁଞ୍ଚିଯିବେ ; ଉପପର୍ବତଗୁଡ଼ିକ ଟଳି ପଡ଼ିବେ, ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂ ରଇେ ୟିବ ନାହିଁ କିମ୍ବା ଆମ୍ଭର ଶାନ୍ତିର ବ୍ଯବସ୍ଥା ଟଳିବ ନାହିଁ।'

11 you afflicted, tossed with tempest, and not comforted, behold, I will set your stones in beautiful colors, and lay your foundations with sapphires. ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।

12 I will make your pinnacles of rubies, and your gates of emeralds, and all your border of precious stones.ଆମ୍ଭେ ପଦ୍ମରାଗ ମଣି ରେ ତୁମ୍ଭ ସ୍ତମ୍ଭର ଚୂଡ଼ା, ସୂର୍ୟ୍ଯକାନ୍ତ ମଣି ରେ ତୁମ୍ଭ ନଗରର ଦ୍ବାର ସକଳ ଓ ମନୋରମ ପ୍ରସ୍ତର ରେ ତୁମ୍ଭ ସମଗ୍ର ସୀମା ପ୍ରାଚୀର ନିର୍ମାଣ କରିବା।

13 All your children shall be taught of Yahweh; and great shall be the peace of your children.ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ବରଙ୍କ ଦ୍ବାରା ଶିକ୍ଷିତ ହବେେ ଓ ସମାନଙ୍କେର ପରମ ଶାନ୍ତି ହବେ।

14 In righteousness shall you be established: you shall be far from oppression, for you shall not be afraid; and from terror, for it shall not come near you.ତୁମ୍ଭେ ଧାର୍ମିକତା ରେ ସ୍ଥିରୀକୃତ ହବେ ; ତୁମ୍ଭେ ଅତ୍ଯାଚାରରୁ ଦୂ ରଇେ ରହିବ ; କାରଣ ତୁମ୍ଭେ ଭୟଭୀତ ହବେ ନାହିଁ, ପୁଣି ଭୟଠାରୁ ଦୂ ରଇେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।

15 Behold, they may gather together, but not by me: whoever shall gather together against you shall fall because of you.ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଏକମତ ହାଇପୋରନ୍ତି, କିନ୍ତୁ ସମାନେେ ମାେ ପ୍ରତି ଯେ କହେି ତୁମ୍ଭ ବିରୁଦ୍ଧ ରେ ୟାଏ, ସେ ସମାନଙ୍କେ ପତିତକୁ ବହନ କରିବେ।

16 Behold, I have created the smith who blows the fire of coals, and brings forth a weapon for his work; and I have created the waster to destroy. ଦେଖ, ଯେଉଁ କମାର କୋଇଲା ରେ ଅଗ୍ନିଦଇେ ତାଉ କରେ ଓ ଆପଣା କାର୍ୟ୍ଯ ପାଇଁ ଅସ୍ତ୍ର ନିର୍ମାଣ କଲେ, ଆମ୍ଭେ ତାହାର ସ୍ରଷ୍ଟା। ବିନାଶପାଇଁ' ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।

17 No weapon that is formed against you shall prosper; and every tongue that shall rise against you in judgment you shall condemn. This is the heritage of the servants of Yahweh, and their righteousness which is of me, says Yahweh.ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'

Oriya Bible