Hebrews 10:29 ତା' ହେଲେ ଯେଉଁ ଲୋକ ପରମେଶ୍ବରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା'ପାଇଁ କଣ ଦଣ୍ଡବିଧାନ ହବୋ ଉଚିତ ? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ। ନୂତନ ନିୟମ ଆରମ୍ଭ କରି ଥିବା ଉକ୍ତ ପ୍ରତି ଯେଉଁଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସହେି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ କାରଣ ସହେି ରକ୍ତ ସହେି ଲୋକକୁ ଥରେ ପବିତ୍ର କରିଥିଲା।
Hebrews 10:29 in Other Translations
King James Version (KJV) Of how much sorer punishment, suppose ye, shall he be thought worthy, who hath trodden under foot the Son of God, and hath counted the blood of the covenant, wherewith he was sanctified, an unholy thing, and hath done despite unto the Spirit of grace?
American Standard Version (ASV) of how much sorer punishment, think ye, shall he be judged worthy, who hath trodden under foot the Son of God, and hath counted the blood of the covenant wherewith he was sanctified an unholy thing, and hath done despite unto the Spirit of grace?
Bible in Basic English (BBE) But will not the man by whom the Son of God has been crushed under foot, and the blood of the agreement with which he was washed clean has been taken as an unholy thing, and who has had no respect for the Spirit of grace, be judged bad enough for a very much worse punishment?
Darby English Bible (DBY) of how much worse punishment, think ye, shall he be judged worthy who has trodden under foot the Son of God, and esteemed the blood of the covenant, whereby he has been sanctified, common, and has insulted the Spirit of grace?
World English Bible (WEB) How much worse punishment, do you think, will he be judged worthy of, who has trodden under foot the Son of God, and has counted the blood of the covenant with which he was sanctified an unholy thing, and has insulted the Spirit of grace?
Young's Literal Translation (YLT) of how much sorer punishment shall he be counted worthy who the Son of God did trample on, and the blood of the covenant did count a common thing, in which he was sanctified, and to the Spirit of the grace did despite?
Of how much
πόσῳ
posos
POH-sose
suppose ye,
δοκεῖτε
dokeō
thoh-KAY-oh
sorer
χείρονος
cheirōn
HEE-rone
shall he be thought worthy,
ἀξιωθήσεται
axioō
ah-ksee-OH-oh
punishment,
τιμωρίας
timōria
tee-moh-REE-ah
ὁ
ho
oh
the
τὸν
ho
oh
Son
υἱὸν
huios
yoo-OSE
τοῦ
ho
oh
of God,
θεοῦ
theos
thay-OSE
who hath trodden under foot
καταπατήσας
katapateō
ka-ta-pa-TAY-oh
and
καὶ
kai
kay
the
τὸ
ho
oh
blood
αἷμα
haima
AY-ma
the
τῆς
ho
oh
of covenant,
διαθήκης
diathēkē
thee-ah-THAY-kay
an unholy thing,
κοινὸν
koinos
koo-NOSE
hath counted
ἡγησάμενος
hēgeomai
ay-GAY-oh-may
ἐν
en
ane
wherewith
ᾧ
hos
ose
he was sanctified,
ἡγιάσθη
hagiazō
a-gee-AH-zoh
and
καὶ
kai
kay
the
τὸ
ho
oh
Spirit
πνεῦμα
pneuma
PNAVE-ma
τῆς
ho
oh
of grace?
χάριτος
charis
HA-rees
hath done despite unto
ἐνυβρίσας
enybrizō
ane-yoo-VREE-zoh
Read Full Chapter :
Hebrews 10
Cross Reference
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:30
ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ବରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ ସମୟ ଉପସ୍ଥିତ ହେଲ ପରମେଶ୍ବର ତୁମ୍ଭକୁ ସ୍ବାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦଇେଅଛନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:3
ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବ ହଳୋ କଲେ, ଆମ୍ଭେ ମଧ୍ଯ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ଯକ୍ତି, ୟିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟ ରେ କହିଲେ। ଯେଉଁମାନେ ଶୁଣିଲେ, ସମାନେେ ଆମ୍ଭକୁ ଏହାର ସତ୍ଯତା ପ୍ରମାଣ କରି ଦଖାଇେ ଦେଲେ। ଆଶ୍ଚର୍ୟ୍ଯ କର୍ମ, ନାନାଦି ଚିହ୍ନ ଓ ଅନକେ ପ୍ରକାରର ଅଦ୍ଭୁତ
ଏବ୍ରୀମାନଙ୍କ ନିକଟକୁ ପତ୍ର 6:6
ସମାନେେ ଯୀଶୁଙ୍କୁ ପୁନର୍ବାର କୃଶ ରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସମାନେେ ସମସ୍ତଙ୍କ ଆଗ ରେ ଯୀଶୁଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:13
ଯେଉଁ ଲୋକମାନେ ଉପାସନାସ୍ଥଳ ରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହଁନ୍ତି ସମାନଙ୍କେ ଉପରେ ଛଳେି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। ସହେି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:20
ମୁଁ ଶାନ୍ତିର ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସା ରେ ତୁମ୍ଭମାନେେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିଲେ। ମହାନ୍ ମଷେପାଳକ ଯୀଶୁଙ୍କୁ ପରମେଶ୍ବର ତାହାଙ୍କ ରକ୍ତ ହତେୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅଟେ।
ମାଥିଉଲିଖିତ ସୁସମାଚାର 12:31
ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁ ସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆୟିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆୟିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧ ରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି।
ଯିରିମିୟ 1:5
ମାତୃଗର୍ଭ ରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହବୋ ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ଯଦବକ୍ତା ରୂପେ ନିୟୁକ୍ତ କଲୁ।
ଯିରିମିୟଙ୍କ ବିଳାପ 1:15
ସଦାପ୍ରଭୁ ମଝି ରେ ଛିଡ଼ା ହାଇେଥିବା ଯୋଦ୍ଧାମାନଙ୍କୁ ପଠଇେ ଦଇେଛନ୍ତି। ସଦାପ୍ରଭୁ ମାରେ ୟୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡ ରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପଷେଣ କରିଅଛନ୍ତି।
ଯିହିଜିକଲ 16:6
ସେତବେେଳେ ମୁଁ (ପରମେଶ୍ବର) ତୁମ୍ଭ ପାଖ ଦଇେ ଗଲି। ମୁଁ ଲକ୍ଷ୍ଯ କଲି ତୁମ୍ଭେ ରକ୍ତ ରେ ଭିଜି ୟାଇଛ ତା'ପ ରେ ମୁଁ ତୁମ୍ଭକୁ କହିଲି, ଜୀବିତ ରୁହ ଯଦିଓ ତୁମ୍ଭେ ରକ୍ତରଞ୍ଜିତ ହାଇେଅଛ। ଯଦିଓ ତୁମ୍ଭେ ନିଜ ରକ୍ତରଞ୍ଜିତ ହାଇେଅଛ, ମୁଁ ତୁମ୍ଭକୁ କହିଲି, ବଞ୍ଚ।
ମୀଖା 7:10
ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।
ଯିଖରିୟ 12:10
ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।
ମାଥିଉଲିଖିତ ସୁସମାଚାର 7:6
'କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅନାହିଁ, କାରଣ ସମାନେେ ବୁଲି ପଡି ତୁମ୍ଭକୁ କାମୁଡି ପାରନ୍ତି। ଘୁଷୁରିମାନଙ୍କ ଆଗ ରେ ନିଜର ମାେତି ପକାଅ ନାହିଁ, କାରଣ ସମାନେେ ମାେତିକୁ ଗୋଡ ରେ ଦଳି ଦଇେ ଗ୍ଭଲିଯିବେ।
ମାଥିଉଲିଖିତ ସୁସମାଚାର 26:28
ଏ ଦ୍ରାକ୍ଷାରସ ମାରେରକ୍ତ। ମାରେ ରକ୍ତ ରେ ପରମେଶ୍ବରଙ୍କ ଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନକେ ଲୋକଙ୍କର ପାପକୁ କ୍ଷମା କରିଦିଆୟିବା ପାଇଁ ଏ ରକ୍ତ ଦିଆ ଯାଉଛି।
ଲୂକଲିଖିତ ସୁସମାଚାର 12:10
ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇପା ରେ। କିନ୍ତୁ ପବିତ୍ର-ଆତ୍ମାଙ୍କ ବିରୁଦ୍ଧ ରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ
ଯୋହନଲିଖିତ ସୁସମାଚାର 10:36
ତବେେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛି। କାରଣ ମୁଁ କହିଛି, 'ମୁଁ ପରମେଶ୍ବରଙ୍କର ପୁତ୍ର।' ମାେତେ ପରମେଶ୍ବର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।'
ଯୋହନଲିଖିତ ସୁସମାଚାର 17:19
ମୁଁ ନିଜକୁ ସବୋ ପାଇଁ ପ୍ରସ୍ତୁତ କରୁଛି। ମୁଁ ସମାନଙ୍କେ ପାଇଁ ଏହା କରୁଛି ଯେ ହତେୁ ସମାନେେ ତୁମ୍ଭର ସବୋ ପାଇଁ ପ୍ରକୃତ ରେ ପ୍ରସ୍ତୁତ ହାଇପୋରିବେ।
ଦିତୀୟ ରାଜାବଳୀ 9:33
ଯହେୂ ସମାନଙ୍କେୁ କହିଲେ, ଇଷବଲକେୁ ତଳକୁ ପକାଇ ଦିଅ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:20
ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:27
ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:29
ଯଦି ଜଣେ ପ୍ରଭୁଙ୍କ ଶରୀରକୁ ବିଶଷେ ନ ମଣି ଏହି ରୋଟୀକୁ ଖାଏ ଓ ଏହି ପିଆଲାରୁ ପିଏ, ତା' ହେଲେ ସେ ଏହା ଖାଇବା ଓ ପିଇବା ଦ୍ବାରା ଦୋଷୀ ସାବ୍ଯସ୍ତ ହୁଏ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:25
କିନ୍ତୁ ଯେତେ ଦିନ ପର୍ୟ୍ଯନ୍ତ ପରମେଶ୍ବର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, େସତଦେିନ ପର୍ୟ୍ଯନ୍ତ ଖ୍ରୀଷ୍ଟ ରାଜତ୍ବ କରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:27
ଶାସ୍ତ୍ର କୁ ହେ : ପରମେଶ୍ବର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି। ଯେତବେେଳେ ଏହା କୁ ହେ ଯେ, ସେ ସମସ୍ତ ବିଷୟ ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ବର ନିଜେ ପ୍ରେତ୍ୟକକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସହେି ସବୁ ରେ ପରମେଶ୍ବର ଅନ୍ତର୍ଗତ ନୁହଁନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:11
ତେଣୁ ୟିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁ ହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସମାନଙ୍କେୁ ନିଜ ଭାଇ ଓ ଭଉଣୀ ଡ଼ାକିବା ରେ ଲଜ୍ଜା ବୋଧ କରନ୍ତି ନାହିଁ। ଯୀଶୁ କୁହନ୍ତି :
ଏବ୍ରୀମାନଙ୍କ ନିକଟକୁ ପତ୍ର 6:4
ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦଲୋ ପରେ କ'ଣ ତୁମ୍ଭମାନେେ ସମାନଙ୍କେ ଜୀବନ କବେେ ପରିବର୍ତ୍ତନ କରି ପାରିବ ? ଯେଉଁମାନେ ସତ୍ଯର ଶିକ୍ଷା ପାଇ ସାରିଛନ୍ତି ମୁଁ ସମାନଙ୍କେୁ ଏହା କହୁଛି। ସମାନେେ ପରମେଶ୍ବରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ର ଆତ୍ମାଙ୍କ ସହଭାଗୀ ହାଇେଛନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:20
ତା'ପରେ ମାଶାେ କହିଲେ, ଯେଉଁ ନିୟମଗୁଡ଼ିକୁ ପରମେଶ୍ବର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା ଦଇେଛନ୍ତି, ସହେି ନିୟମର ରକ୍ତ ଏହି।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:25
ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:51
ସ୍ତିଫାନ କହିଲେ, ହେ ଯିହୂଦୀ ଲୋକମାନେ, ତୁମ୍ଭମାନେେ କଡ଼େେ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ବରଙ୍କର ନୁହେଁ। ତୁମ୍ଭମାନେେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭମାନେେ ସର୍ବଦା ପବିତ୍ର ଆତ୍ମାଙ୍କର ବି ରୋଧ କରିଛ। ତୁମ୍ଭମାନେେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।
ଗୀତସଂହିତା 91:13
ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଚାଲି ୟିବ। ତୁମ୍ଭେ ୟୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦବେ।
ଗୀତସଂହିତା 143:10
ତୁମ୍ଭେ କ'ଣ ମାେ ପାଇଁ କରିବାକୁ ଚାହଁ ତାହା ମାେତେ ଦଖାେଅ ? ତୁମ୍ଭେ ମାରେ ପରମେଶ୍ବର, ତୁମ୍ଭର ଆତ୍ମା ମାେତେ ଭୂମି ସ୍ତରରେ ଆଗଇେ ନେଉା
ଯିଶାଇୟ 14:19
ମାତ୍ର ତୁମ୍ଭେ ଦୁଷ୍ଟାଚାରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହାଇେଛି। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ଯୁତ ହାଇେ ବାହା ରେ ନିକ୍ଷିପ୍ତ ହେଲାପରି ଏବଂ ୟୁଦ୍ଧ ରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ଯମାନଙ୍କ ଦ୍ବାରା ପଦଦଳିତ ହେଲାପରି ତୁମ୍ଭେ ହବେ। ବର୍ତ୍ତମାନ ତୁମ୍ଭେ ମୃତ୍ଯୁ ବସ୍ତ୍ର ରେ ଆଚ୍ଛାଦିତ ହାଇେ ନିଜ କବର ବାହା ରେ ପଡ଼ି ରହିଛ।
ଯିଶାଇୟ 28:3
ଇଫ୍ରଯିମର ମତ୍ତ ଲୋକମାନଙ୍କ ଦର୍ପସ୍ବରୂପ ମୁକୁଟ' ପଦ ତଳେ ଦଳିତ ହବେ।
ଯିଶାଇୟ 63:10
ମାତ୍ର ସମାନେେ ସଦାପ୍ରଭୁଙ୍କ ବିପକ୍ଷ ରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ର ଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସମାନଙ୍କେର ଶତ୍ରୁ ହାଇଗେଲେ ଓ ସମାନଙ୍କେର ବିପକ୍ଷ ରେ ୟୁଦ୍ଧ କଲେ।